Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋଭିଡ ସମୟରେ ରାଉରକେଲାରେ ଗୃହ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚୁଛି ରାପିଡ୍ ରେସପନ୍ସ ଟିମ୍

ରାଉରକେଲା : ରାଉରକେଲା ସହରରେ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି ରାପିଡ୍ ରେସପନ୍ସ ଟିମ୍ ବା ଆରଆରଟି । ଘରକୁ ଘର ବୁଲି ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରି ଔଷଧ ବଣ୍ଟନ କରୁଛି ଟିମ୍ । ଶରୀରର ତାପମାତ୍ରା ଓ…

ସର୍ବସାଧାରଣଙ୍କ ପାଇଁ ଖୋଲିଲା ସ୍ବର୍ଗଦାର

ପୁରୀ : ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ପୁରୀ ସ୍ବର୍ଗଦ୍ବାର । ନବୀକରଣ ପରେ ଏହି ନୂଆ ସ୍ବର୍ଗଦ୍ବାରକୁ ଲୋକାର୍ପିତ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଏହି ନୂଆ ସ୍ବର୍ଗଦ୍ବାରକୁ ଲୋକାର୍ପଣ କରିଛନ୍ତି । ପ୍ରାୟ ୬ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି…

କେବଳ ମାଲକାନଗିରିକୁ ଛାଡି ବାକି ଜିଲ୍ଲାରେ ତାତିରୁ ଆଶ୍ବସ୍ତି

ଭୁବନେଶ୍ବର : କାଳବୈଶାଖୀ ପ୍ରଭାବରେ ତାତିରୁ ମିଳିଛି ତ୍ରାହି । କିଛି ଦିନ ଧରି ପାରଦ ସାମାନ୍ୟ ହ୍ରାସ ପାଇଥିବା ବେଳେ, ଆଜି ସାମାନ୍ୟ ଗରମ ଅନୁଭୂତ ହୋଇଛି । କେବଳ ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ବାକି ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ତଳକୁ ହ୍ରାସ ପାଇଛି । ଏନେଇ ସୂଚନା…

ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୧୧୮ ପଜିଟିଭ୍

ଭୁବନେଶ୍ବର : ମହାମାରୀ ଭିତରେ ଚିନ୍ତା ବଢ଼ାଇଛି ରାଜଧାନୀ ଭୁବନେଶ୍ବର । ପ୍ରତିଦିନ ଏଠାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଭୟଭୀତ ହେଲେଣି ଲୋକେ । ଆଜି ପୁଣି ହଜାରେ ଟିପିଛି ସଂକ୍ରମିତଙ୍କ ସଂଖ୍ୟା । ଭୁବନେଶ୍ବରରୁ ଆଜି ଚିହ୍ନଟ ହୋଇଛନ୍ତି ୧୧୧୮ କରୋନା ଆକ୍ରାନ୍ତ ।…

କରୋନା ସଂକ୍ରମିତଙ୍କ ମନୋବଳ ବଢ଼ାଇଲେ ମହିଳା ଓଏଏସ ଅଧିକାରୀ

କୋରାପୁଟ : କୋରାପୁଟରେ ବଢୁଛି କରୋନା ସଂକ୍ରମଣ । ମାମଲା ବଢୁଥିବାରୁ କିଭଳି ଏହାକୁ ନିୟନ୍ତ୍ରଣ କରାଯିବ, ସେଥିପାଇଁ ପଦକ୍ଷେପ ନେଇଛି ପ୍ରଶାସନ । ୧୪ ବ୍ଲକ ଓ ୪ ସହରର ସ୍ଥିତି ଅନୁଧ୍ୟାନ ପାଇଁ ୧୮ ଜଣ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି ଜିଲ୍ଲାପାଳ । ଏଭଳିସ୍ଥିତିରେ…

ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ମହାମାରୀ । ସଂକ୍ରମଣ ଯେତିକି ବ୍ୟାପୁଛି, ସେହି ଅନୁସାରେ ସୁସ୍ଥ ବି ହେଉଛନ୍ତି ଆକ୍ରାନ୍ତ । ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧୦ ହଜାର ୭୮୧ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଘରକୁ…

ଟୁଇନ ସିଟିରେ ଲଞ୍ଚ ହେଲା ଇ-ପରମିଶନ ଆପ୍ଲିକେସନ

ଭୁବନେଶ୍ବର : କରୋନା ସଂକ୍ରମଣକୁ ବ୍ରେକ୍ ଦେବା ପାଇଁ ରାଜ୍ୟରେ ଜାରି ରହିଛି ଲକଡାଉନ । କିନ୍ତୁ ଏହି ସମୟରେ କିଛି ଲୋକ ଲକଡାଉନ ନିୟମର ଉଲ୍ଲଂଘନ କରୁଛନ୍ତି । ଏଭଳିସ୍ଥିତିରେ ଟୁଇନ୍ ସିଟି ପାଇଁ ଇ-ପରମିଶନ ବ୍ୟବସ୍ଥା କରଛି କମିଶନରେଟ୍ ପୋଲିସ । ଇ-ପରମିଶନ ପାଇଁ ଇ-ଆପ୍ଲିକେସନ ଆରମ୍ଭ…

ରାଜଧାନୀରେ ବଢିଲା ଡ୍ରାଇଭ୍‌ ଇନ୍‌ ଟିକାକରଣର ଅବଧି

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଶନିବାର ଦିନ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଦ୍ୱିତୀୟ ଡୋଜ ଡ୍ରାଇଭ-ଇନ୍‌ ଟିକାକରଣର ତାରିଖକୁ ମେ ୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛି। ବିଏମସି ଟୁଇଟ୍ ଅନୁଯାୟୀ, ଭୁବନେଶ୍ୱରର ସରକାରୀ କିମ୍ବା ବେସରକାରୀ ସୁବିଧାରେ ୪୫ ବର୍ଷରୁ ଅଧିକ…

ବରିଷ୍ଠ ନାଗରିକଙ୍କ ପାଇଁ ବିଏମସିର ପଦକ୍ଷେପ; ୧୯୨୯କୁ କଲ୍ କରି ଘରେ କରିପାରିବେ କରୋନା ଟେଷ୍ଟିଂ

ଭୁବନେଶ୍ୱର: ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ସ୍ଥିତି ନେଇ ବିଏମସିର ନୂତନ କମିଶନର ସଞ୍ଜୟ ସିଂ ପ୍ରେସମିଟରେ ସୂଚନା ଦେଇଛନ୍ତି । ଲକଡାଉନ୍ ଓ ସଟଡାଉନ୍ ମାନି ଚଳିବା । କରୋନାର କୌଣସି ଲକ୍ଷଣ ଦେଖାଗଲେ ଏଡ଼ାଇ ଯାଆନ୍ତୁ ନାହିଁ । ବିଏମସିର ୧୯୨୯ କଲ୍ ସେଣ୍ଟର କାର୍ଯ୍ୟକ୍ଷମ ରହିଛି ।…

ବ୍ରହ୍ମପୁରରେ ଘରେଘରେ ବୁଲି କୋଭିଡ୍ ଭାକ୍ସନ୍ ଦେବ ପୌରପାଳିକା

ବ୍ରହ୍ମପୁର: ବଡ ଘୋଷଣା । ସୋମବାରଠୁ ଘରଘର ବୁଲି କୋଭିଡ୍ ଭାକ୍ସନ୍ ଦେବ ବ୍ରହ୍ମପୁର ପୌରପାଳିକା । ତେବେ ଏହି ସେବା କେବଳ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଧିଷ୍ଟ । ଏଥିପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ରହିଛି । Vaccination at doorstep. BeMC will start…