Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଶ୍ଚିମ ଓଡ଼ିଶାରେ ଖସୁଛି ସଂକ୍ରମଣ, ଗ୍ଲୋବାଲ୍ ଟେଣ୍ଡର ଜରିଆରେ ୩ କୋଟି ୮୦ ଲକ୍ଷ ଟିକା କିଣିବେ ସରକାର

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସମିଟରେ ସୂଚନା ଦେଇଛନ୍ତି । ରାଜ୍ୟରେ ସଂକ୍ରମଣ ହାର୍ କମାଇବା ପାଇଁ ପଦକ୍ଷେପ ନିଆଯାଉଛି । ଟିକା ପାଇଁ ସରକାର ଗ୍ଲୋବାଲ୍ ଇ-ଟେଣ୍ଡର ଆହ୍ୱାନ କରିଛନ୍ତି । ୩ କୋଟି ୮୦ ଲକ୍ଷ ଟିକା କିଣିବା ପାଇଁ…

ବିଦ୍ୟୁତ ସମସ୍ୟାକୁ ବିରୋଧ

କଳାହାଣ୍ଡି:ବିଦ୍ୟୁତ ଯୋଗାଇ ଦେବା ପାଇଁ ଦାବି । ସାମାନ୍ୟ ଝଡ ପବନ ହେଲେ ବିଦ୍ୟୁତ ସେବା ବିଛିନ୍ନ ହେଇ ଯାଉଛି । ଏନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି । ଜୟପାଟଣା ବ୍ଲକ ପାଇଁ ବିଦ୍ୟୁତ କାଟ ଯେମିତି ନିତି ଦିନିଆ ଘଟଣାରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି। କିଛି ଦିନ ହେଲା…

ଟ୍ୱିନ୍ ସିଟିରେ କୋଭିଡ୍ ICU ବେଡ୍ ଯାଞ୍ଚ ପାଇଁ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ

ଭୁବନେଶ୍ୱର: ଗୁରୁତର ନାହାଁନ୍ତି ତଥାପି ଘରୋଇ ହସ୍ପିଟାଲରେ କୋଭିଡ୍ ଆଇସିୟୁ ମାଡ଼ି ବସୁଛନ୍ତି । କଟକ-ଭୁବନେଶ୍ୱର ଟ୍ୱିନ୍ ସିଟିରେ ଏମିତି ଅଭିଯୋଗ ଆସିବା ପରେ ସରକାର ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଘରୋଇ ହସ୍ପିଟାଲରେ କୋଭିଡ୍ ଆଇସିୟୁ ବେଡ୍ ସ୍ଥିତି ଅନୁଧ୍ୟାନ ପାଇଁ ୪ଟି ସ୍ୱତନ୍ତ୍ର…

ଭାଙ୍ଗିଲା ସଂପର୍କ, ବବି ମିଶ୍ର ଓ କୋଏଲ ବାନାର୍ଜିଙ୍କ ବିବାହ ବିଚ୍ଛେଦ

ଭୁବନେଶ୍ୱର: ସାରା ଓଡିଶା ଥିଲା ଅଜଣା । ହେଲେ ୨୦୧୮ରେ ପରସ୍ପରଠୁ ଅଲଗା ହୋଇସାରିଛନ୍ତି ଅଭିନେତ୍ରୀ କୋଏଲ ବାନାର୍ଜି ଓ ଅଭିନେତା ବବି ମିଶ୍ର । ଆଇନଗତ ଦୁହେଁ ପରସ୍ପରଠୁ ପୃଥକ ରହୁଛନ୍ତି । ବୋଧ ହୁଏ ଏହି ଖବର ଓଲିଉଡ ଜଗତ ପାଇଁ ନୂଆ ନୁହେଁ । ହେଲେ ଚଳଚ୍ଚିତ୍ର ପ୍ରେମୀଙ୍କୁ ଏହି ଖବର ଚକିତ…

କମିଶନରେଟ୍ ପୋଲିସରେ ୨୧୦ରୁ ଅଧିକ ପୋଲିସ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ବେଳେ କୋଭିଡ୍ ଯୋଦ୍ଧା ବି ସଂକ୍ରମିତ ହେଉଛନ୍ତି । ଏବେ ଟ୍ୱିନ୍ ସିଟିରେ କମିଶନରେଟ୍ ପୋଲିସର ୨୧୦ରୁ ଅଧିକ ପୋଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ୧୪ ଜଣ ଅଧିକାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଶନିବାର ଏନେଇ ପୋଲିସ…

ଘଡ଼ଘଡ଼ି ବର୍ଷା ନେଇ ୫ ଜିଲ୍ଲାକୁ ୩ ଘଣ୍ଟା ଯାଏ ୟେଲୋ ଆଲର୍ଟ

ଭୁବନେଶ୍ୱର: ଆଜି ବି ହେବ କାଳବୈଶାଖୀ । ଅପରାହ୍ଣରେ ରାଜ୍ୟର ୫ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସାମାନ୍ୟରୁ ମଧ୍ୟମ ଧରଣର ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ଆଶଙ୍କା ରହିଛି । ଏନେଇ କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼,…

ରାଉରକେଲାର ୩ଟି ଅଞ୍ଚଳରୁ ହଟିଲା କୋଭିଡ୍ କଣ୍ଟେନମେଣ୍ଟ

ରାଉରକେଲା: କୋଭିଡ୍ ସଂକ୍ରମଣ ରୋକିବା ପାଇଁ ରାଉରକେଲା ମହାନଗର ନିଗମର ବିଭିନ୍ନ ଅଞ୍ଚଳକୁ ଆବଶ୍ୟକସ୍ଥଳେ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଉଛି। ସୂଚନା ଅନୁଯାୟୀ ଗତ କିଛିଦିନ ତଳେ କଣ୍ଟେନମେଣ୍ଟ ଲାଗୁ ହୋଇଥିବା ସେକ୍ଟର ୧୭, ସେକ୍ଟର-୬ ଏବଂ ଛେଣ୍ଡସ୍ଥିତ ଏଲସିଆର କ୍ଵାର୍ଟର…

କରୋନାରୁ ବର୍ତ୍ତିବା ପାଇଁ ଚାଲିଛି କରୋନା ମାତାଙ୍କ ପୂଜା

ମାଲକାନଗିରି: ଭାରତରେ ଲୋକେ ୩୩ କୋଟି ଦେବାଦବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ପୁରାଣ ଅନୁସାରେ ଦେବାଦେବୀଙ୍କର ରହିଛି ଅନେକ ବେଶ, ଅନନ୍ୟ ନାମ । ତେବେ ଦେବାଦେବୀଙ୍କର ଏପରି ବି କିଛି ନାମ ରହିଛି ଯାହା ଲୋକଙ୍କୁ ଏକାଧିକ ଥର ଚିନ୍ତା କରିବାକୁ ବାଧ୍ୟ କରିଥାଏ । ଏହି ଧାରାରେ ମାଲକାନଗିରି…

ଶ୍ମଶାନ ଗୃହ ନିର୍ମାଣ କାର୍ଯ୍ୟର ତଦାରଖ କଲେ ବିଏମସି କମିଶନର

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) କମିଶନର ସଞ୍ଜୟ କୁମାର ସିଂ ଶୁକ୍ରବାର ଦିନ ପଟିଆରେ ନିର୍ମିତ ଏଲପିଜି ଭିତ୍ତିକ ଶବ ସତ୍କାର ହଲର ନିର୍ମାଣ କାର୍ଯ୍ୟର ତଦାରଖ କରୁଛନ୍ତି। ସୂଚନା ଅନୁଯାୟୀ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ନିର୍ଦ୍ଧାରିତ ସମୟସୀମା…

ସାଇବର ଠକେଇ ନେଇ ହେଲ୍ପଲାଇନ ନଂ ଜାରି କଲେ ଡିସିପି

କଟକ: ସାଇବର ଠକେଇର ଶିକାର ହୋଇଥିବା ଲୋକମାନଙ୍କ ପାଇଁ ହେଲ୍ପଲାଇନ ନଂ ଜାରି କରିଛନ୍ତି କଟକ ଡିସିପି ପ୍ରତୀକ ସିଂ । ଫଳରେ ସେମାନେ ଏହି ନଂ ଯୋଗେ ନିଜ ଅଭିଯୋଗ ଦାଖଲ କରିପାରିବେ। ନଂ ହେଉଛି ପିଟି ଗଣେଶ- ୮୮୯୫୮୧୨୩୦୪ ଏବଂ ଅନିଲ ଦାଶ- ୭୩୨୮୦୭୭୧୪୪। ଏନେଇ ଡିସିପି କହିଛନ୍ତି ଯେ ଯଦି…