Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଞ୍ଜାମରେ ବାହାଘର ପୂର୍ବରୁ ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ, ପଜିଟିଭ୍ ଆସିଲେ ଅନୁମତି ନାହିଁ

ଗଞ୍ଜାମ: କରୋନାର ସେକେଣ୍ଡ ଓ୍ୱେଭ ଦ୍ରୁତ ମାଡୁଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କଟକଣା ଅଧିକ କଡ଼ାକଡ଼ି ହେଲାଣି । ଏଣିକି ଗଞ୍ଜାମ ଜିଲ୍ଲାରେ ବାହାଘର ଆୟୋଜନ ନେଇ ନୂଆ ନିୟମ କରିଛି ପ୍ରଶାସନ । ବିବାହ ପୂର୍ବରୁ ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ ହେବ । ସମସ୍ତଙ୍କର…

କୋଭିଡ୍ ସୁପରିଚାଳନା ଲାଗି ୧୨ଗୋଟି ଟିମ୍ ଗଠନ କଲା ରାୟଗଡ଼ା ଜିଲ୍ଲା ପ୍ରଶାସନ

ରାୟଗଡ଼ା: କୋଭିଡ୍ ପରିଚାଳନା ନେଇ ରାୟଗଡ଼ା ଜିଲ୍ଲା ପ୍ରଶାସନ ୧୨ ଗୋଟି ଟିମ୍ ଗଠନ କରିଛି । ଏହି ଟିମ୍ ଜିଲ୍ଲାବ୍ୟାପୀ କୋଭିଡ୍-୧୯ ସମ୍ପର୍କିତ କାର୍ଯ୍ୟର ତଦାରଖ କରିବ । ପ୍ରତି ଟିମରେ ୩ରୁ ୪ ଜଣ ସଦସ୍ୟ ଅଛନ୍ତି । ସେମାନେ କୋଭିଡ୍ ହେଲଥ ସେଣ୍ଟର ପରିଚାଳନା, ମୃତଦେହ ଦାହ, ଆମ୍ବୁଲାନ୍ସ,…

ରାଜ୍ୟରୁ କରୋନା ନେଲା ଆଉ ୧୯ ଜୀବନ, ମୃତ୍ୟୁସଂଖ୍ୟା ୨୩ଶହ ଟପିଲା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ମହାମାରୀ ନେଇଛି ଆଉ ୧୯ ଜୀବନ । ୧୩ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ରାୟଗଡ଼ା ଓ ଅନୁଗୋଳ…

ରାଜ୍ୟରେ ଏବେ ସିରିଏଲ ଓ ଫିଲ୍ମ ସୁଟିଂ ମନା, ନିର୍ଦ୍ଦେଶନାମା ଜାରି କଲେ ଏସଆରସି

ଭୁବନେଶ୍ୱର: ଓଡ଼ିଶାରେ ଏବେ ଫିଲ୍ମ କି ସିରିଏସ୍ ସୁଟିଂ ହୋଇ ପାରିବ ନାହିଁ । ସମସ୍ତ ପ୍ରକାର ଇନଡୋର୍ ଓ ଆଉଟ୍ ଡୋର ସୁଟିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର…

ବଣ୍ଡାଘାଟିରେ କରୋନା; ୧୨ ଜଣ ସଂକ୍ରମିତ, ୪ ସୁସ୍ଥ  

ମାଲକାନଗିରି: ବଣ୍ଡାଘାଟିରେ ପଶିଲା କରୋନା । ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଥିବା ବେଳେ ପ୍ରଥମ ଥର ପାଇଁ ବଣ୍ଡାଘାଟିରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଣ୍ଡାଘାଟିର ପ୍ରାୟ ୧୨ ଜଣ ଆଦିମ ଆଦିବାସୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ୮ ଜଣ ହୋମ୍ ଆଇସୋଲସେନରେ ଥିବାବେଳେ ୪ ଜଣ ସୁସ୍ଥ…

ଅର୍ଗସର ସାଟେଲାଇଟ୍ ଯାତ୍ରାର ଶୁଭାରମ୍ଭ

ଭୁବନେଶ୍ୱର: ମାନବ ସେବା ହିଁ ମାଧବ ସେବା । ଆଜିକା ସମୟରେ ଠିକ୍ ସମୟରେ ସଠିକ୍ ସମ୍ବାଦ ପରିବେଷଣ ମଧ୍ୟ ମାନବସେବା । ଆଉ ଅର୍ଗସ ଏପରି କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିବ ବୋଲି କହିଛନ୍ତି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଶନିବାର ଦିନ ଡିଜିଟାଲ ପ୍ଲାଟଫର୍ମରେ ଥିବା ଅର୍ଗସର…

ଓଡ଼ିଶାରେ କରୋନା ନେଲା ଆଉ ଦୁଇ ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ୱର: ନିଷ୍ଠୁର କରୋନା ଓଡ଼ିଶାରୁ ଆଉ ଦୁଇ ଜଣ ସାମ୍ବାଦିକଙ୍କ ଜୀବନ ନେଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବରିଷ୍ଠ ସାମ୍ବାଦିକ କୈଳାସ ସାହୁଙ୍କର ଅକାଳ ବିୟୋଗ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଗତକିଛି ଦିନ ତଳେ କୈଳାସ କରୋନାରେ ସଂକ୍ରମିତ ହୋଇଥିଲେ । ସେ…

୨୪ ଘଣ୍ଟାରେ ଓଡ଼ିଶାରୁ ୧୧,୭୩୨ କରୋନା ପଜିଟିଭ୍, ଖୋର୍ଦ୍ଧାରେ ବଢ଼ିଛି ଓ ସୁନ୍ଦରଗଡ଼ରେ କମିଛି

ଭୁବନେଶ୍ୱର: ରାଜ୍ୟରେ ଏବେ ୧୧ ହଜାର ଉପରେ ରହିଛି କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୭୩୨ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୬ହଜାର ୫୬୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫ହଜାର ୧୬୩ । ଖୋର୍ଦ୍ଧାରେ ପୁଣି ବଢ଼ିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଆଜି…

ଆସନ୍ତାକାଲି ୮ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : କରୋନା କରୁଛି କଲବଲ । ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବା ସହ ଅନେକଙ୍କ ଜୀବନ ନେଲାଣି ଭାଇରସ । ଏଭଳି ସ୍ଥିତିରେ ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । ହେଲେ ଟିକା ସଙ୍କଟ ଟିକାକରଣରେ ସାଜିଛି…

କୋଭିଡ ସମୟରେ ରାଉରକେଲାରେ ଗୃହ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚୁଛି ରାପିଡ୍ ରେସପନ୍ସ ଟିମ୍

ରାଉରକେଲା : ରାଉରକେଲା ସହରରେ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି ରାପିଡ୍ ରେସପନ୍ସ ଟିମ୍ ବା ଆରଆରଟି । ଘରକୁ ଘର ବୁଲି ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରି ଔଷଧ ବଣ୍ଟନ କରୁଛି ଟିମ୍ । ଶରୀରର ତାପମାତ୍ରା ଓ…