Latest Odisha News

BREAKING NEWS

Browsing Category

ଓଡିଶା

Odisha

ପରିବା ମାର୍କେଟ ଖାଁ ଖାଁ . . .

ଢେଙ୍କାନାଳ:କରୋନା କଟକଟକଣା ବଢିଚାଲିଛି । ତା ଭିତରେ ଜନଜୀବନ ପ୍ରଭାବିତ ହେବାରେ ଲାଗିଛି । ଖାସ୍ କରି ଦୈନଦିନ ଚଳଣୀ ମଧ୍ୟ ପ୍ରଭାବିତ ହୋଇଛି । କରୋନା ଯୋଗୁ ଲୋକଙ୍କୁ ବିଭିନ୍ନ ଭାବରେ ସଚେତନତ କରାଯାଉଛି, ଘରୁ ବାହାରକୁ ନ ବାହାରିବାକୁ ଦିଆଯାଉଛି ପରାମର୍ଶ । ଆଉ ତାରି ଭିତରେ ବେଶୀ…

କରୋନା ଟେଷ୍ଟ ଶୃଙ୍ଖଳିତ କରିବା ଲାଗି ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନା ଟେଷ୍ଟିଂ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବାକୁ ଓଡିଶା ସରକାର ଗୁରୁବାର ଦିନ ଜିଲ୍ଲାପାଳଙ୍କ ସମେତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ପ୍ରଦୀପ୍ତ ମହାପାତ୍ର ଏକ ଚିଠିରେ ନିର୍ଦ୍ଦେଶ…

ଚିତ୍ରକୋଣ୍ଡାର ବାସ୍ତବ ଚିତ୍ର …

ମାଲକାନଗିରି:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳ ଭଣ୍ଡାର ଉପରେ ନିର୍ମାଣ ହେଲା ଗୁରୁପ୍ରିୟା ସେତୁ । ସେତୁ ନିର୍ମାଣ ପରେ ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ଘୋଷଣା କଲେ ରାଜ୍ୟ ସରକାର । ହେଲେ ସେତୁ ଉଦଘାଟନର ଦୁଇ ବର୍ଷ ପରେ ଶାସକଙ୍କଠୁ ପ୍ରଶାସକ ସମସ୍ତେ ବିକାଶର ବଡ ବଡ କଥା…

ଅନୁଗୁଳରୁ ତରଳ ମେଡିକାଲ ଅମ୍ଳଜାନ ପରିବହନ କରିବ ଅକ୍ସିଜେନ୍ ଏକ୍ସପ୍ରେସ୍

ନୂଆଦିଲ୍ଲୀ: ଭାରତୀୟ ରେଳ ଅକ୍ସିଜେନ୍ ଏକ୍ସପ୍ରେସକୁ ଗୁରୁତ୍ବ ଦେବା ସହ ଜୀବନ ରକ୍ଷାକାରୀ ଅମ୍ଳଜାନ ପରିବହନ ଜାରି ରଖିଛି। ଭାରତୀୟ ରେଳବାଇର ଅକ୍ସିଜେନ୍ ଏକ୍ସପ୍ରେସ ପରିଚାଳନା ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ ପରେ ହରିୟାଣା ଏବଂ ତେଲେଙ୍ଗାନା ରାଜ୍ୟକୁ ସହାୟତା…

ହସ୍ପିଟାଲର ଅକ୍ସିଜେନ୍ ସିଲିଣ୍ଡରକୁ ମାଗଣାରେ ଭରିବ IFFCO

ଭୁବନେଶ୍ୱର: ଭାରତୀୟ କୃଷକ ଫର୍ଟିଲାଇଜର୍ କୋଅପରେଟିଭ୍ ଲିମିଟେଡ୍ (IFFCO) ଓଡିଶାର ଡାକ୍ତରଖାନା ପାଇଁ ମାଗଣାରେ ଅକ୍ସିଜେନ୍ ସିଲିଣ୍ଡର ଭରିବ ବୋଲି ସୂଚନା ଦେଇଛି। ଏନେଇ IFFCOର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଡ. ୟୁଏସ ଅଶ୍ବସ୍ଥୀ ସୂଚନା ଦେଇଛନ୍ତି। ପାରାଦୀପରେ IFFCOର ୪ର୍ଥ…

ପୁଣି ଟିକା ଅର୍ଡର କଲେ ରାଜ୍ୟ ସରକାର

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । କିପରି ସଂକ୍ରମଣକୁ ରୋକାଯିବ ତାଉ ଉପରେ ଗୁରୁତ୍ବ ଦେଇଛନ୍ତି ସରକାର । ରାଜ୍ୟରେ ଟିକାକରଣକୁ ବ୍ୟାପକ କରାଯାଇଥିବା ବେଳେ, ଆଜି ପୁଣି ଟିକା ଅର୍ଡର କରିଛନ୍ତି ରାଜ୍ୟ ସରକାର । ଟିକା ପାଇଁ ଦୁଇ ଟିକା ଉତ୍ପାଦକଙ୍କୁ ଚିଠି…

କମୁନି ତାତି, ୪୦ ଡିଗ୍ରୀ ଉପରେ ରାଜ୍ୟର ୧୨ ସହର

ଭୁବନେଶ୍ବର : ତାତି କରୁଛି କଲବଲ । ସାରା ରାଜ୍ୟରେ ଲଗାତର କିଛି ଦିନ ଧରି ଉପରମୁହାଁ ରହୁଛି ପାରଦ । ପ୍ରବଳହ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଲେଣି ଲୋକେ । ଆଜି ରାଜ୍ୟର ୧୨ ସହର ୪୦ ଡିଗ୍ରୀ ଉପରେ ରହିଛି । ତେବେ ୪୩.୧ ଡିଗ୍ରୀ ତାପମାତ୍ରା ସହ ସୋନପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି ।…

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୬୭୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ସାରା ରାଜ୍ୟରେ ଦେଖାଦେଇଛି ଆତଙ୍କ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୪୬୭୯ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଥିବା…

ଭୁବନେଶ୍ବରରୁ ଆଉ ୮୫୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ନିୟନ୍ତ୍ରଣକୁ ଆସୁନି ମହାମାରୀ କରୋନା । ରାଜ୍ୟରେ ପ୍ରତିଦିନ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ହଟସ୍ପଟ୍ ପାଲଟିଥିବା ଭୁବନେଶ୍ବରରୁ ଆଜି ଚିହ୍ନଟ ହୋଇଛନ୍ତି ୮୫୧ ପଜିଟିଭ୍ । କ୍ବାରେଣ୍ଟାଇନରୁ ୯୬ ଜଣ ଥିବା ବେଳେ, ଲୋକାଲ୍ କେସ୍ ରହିଛି ୭୫୭ । ସେହିପରି ଭୁବନେଶ୍ବର ଅଞ୍ଚଳରୁ…

କରୋନାରେ ଆରପାରିକୁ ଚାଲିଗଲେ ସାମ୍ବାଦିକ ମାନସ ଜୟପୁରିଆ

ଭୁବନେଶ୍ୱର: କରୋନା ଧନୀ, ଗରିବ କିଛି ମାନୁନି । ସଂକ୍ରମଣ କେତେବେଳେ କାହାକୁ କେଉଁଠି ହେଉଛି ଆଉ କାହାର ଜୀବନ କେତେବେଳେ ପାଣି ଫୋଟକା ଭଳି ଚାଲି ଯାଉଛି । କରୋନା ସଂକ୍ରମିତ ଆଉ ଜଣେ ସାମ୍ବାଦିକ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । କରୋନାରେ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ମାନସ…