Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶା ପାଇଁ NMAର ବାଇ ଲ’ ପ୍ରସଙ୍ଗରେ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ୱିଟ୍

ଭୁବନେଶ୍ୱର: ଓଡ଼ିଶାର ପୁରାତନ କୀର୍ତ୍ତିରାଜିର ବିକାଶ ନିହାତି ଆବଶ୍ୟକ । କିନ୍ତୁ ଆଇନକୁ ଭଙ୍ଗ କରି କିମ୍ବା ଅଣଦେଖା କରି ଏହା ହେବା ଅନୁଚିତ । ଓଡ଼ିଶା ପାଇଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ ବା NMAର ଡ୍ରାଫ୍ଟ ବାଇ ଲ’ ପ୍ରସଙ୍ଗରେ ଟ୍ୱିଟ୍ କରି ଏହି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର…

ସିଡିଏ ‌ସେକ୍ଟର-୧୩ ରେଭେନ୍ସା ଦ୍ବିତୀୟ କ୍ୟାମ୍ପସରେ ଦନ୍ତା ହାତୀ, ଭୟଭୀତ ଅଞ୍ଚଳବାସୀ

କଟକ: କଟକ  ସିଡିଏ ୧୩ ନମ୍ୱର ଅଞ୍ଚଳରେ ପୁଣି ହାତୀ ଆତଙ୍କ । ଏକ ହାତୀ ରେଭନ୍ସା ଦ୍ୱିତୀୟ କ୍ୟାମ୍ପସ ପାଚେରୀ ଭାଙ୍ଗି ଭିତରକୁ ପ୍ରବେଶ କରିଛି । କ୍ୟାମ୍ପସ ପରିସରରେ ଘନ ଜଙ୍ଗଳ ରହିଥିବାରୁ ହାତୀ କେଉଁଠି ଅଛି ତାକୁ ଠାବ କରିବାକୁ ଘଟଣାସ୍ଥଳରେ ପହଞ୍ଚିଛି ବିନ ବିଭାଗ । ବନ ବିଭାଗର ୧୫ରୁ ଅଧିକ…

ଆଜି ରାଜ୍ୟରୁ ୫୩ କରୋନା ପଜିଟିଭ୍, ସମ୍ୱଲପୁରରୁ ସର୍ବାଧିକ ୧୧ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ କେସ୍ ୬୦ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୧୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୩ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୨ଟି । ସମ୍ୱଲପୁର ଜିଲ୍ଲାରୁ…

ଓଭରବ୍ରିଜ୍ ଉପରୁ ବସ୍ ଉପରେ ଖସି ପଡ଼ିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଓଭରବ୍ରିଜ ଉପରୁ ଭାରସାମ୍ୟ ହରାଇ ଖସି ପଡ଼ିଲା ଟ୍ରକ୍ । ତଳେ ଯାଉଥିବା ବସ୍ ଉପରେ ଖସି ପଡ଼ିଲା ଲୁହାପଥର ବୋଝେଇ ଟ୍ରକ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୫୦ଜଣ ଯାତ୍ରୀ । ଏଭଳି ଦୁର୍ଘଟଣା ଘଟିଛି…

କୋଟିଆ ଶୁଣାଣି: ଜବାବ ଦାଖଲ ପାଇଁ ଓଡ଼ିଶାକୁ ୪ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଜି ମାମଲାର ଶୁଣାଣି କରି ଓଡ଼ିଶାକୁ ଜବାବ ଦାଖଲ ପାଇଁ ଚାରି ସପ୍ତାହ ସମୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଆନ୍ଧ୍ରପ୍ରଦେଶର ଜବାବ ଉପରେ ପ୍ରତି ଜବାବ ରଖିବା ପାଇଁ ମାସେ ମହଲତ ମିଳିଛି । ଜଷ୍ଟିସ…

ଲାଞ୍ଚ ନେଇ ବନ୍ଧା ହେଲେ ତହସିଲ ସୁପରଭାଇଜର

ସୋନପୁର: ଲାଞ୍ଚ ନେଇ ଧରାପଡ଼ିଲେ ତହସିଲ ରେଭିନ୍ୟୁ ସୁପରଭାଇଜର । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ରେଭିନ୍ୟୁ ସୁପରଭାଇଜର ଗିରଫ ହୋଇଛନ୍ତି । ତାଙ୍କ ନାଁ ନବେନ୍ଦ୍ର ମହାକୁଡ । ହାଇଟେକ୍ ସେଟେଲମେଣ୍ଟରେ ମା’ ନାଁରେ ଥିବା ଜମିକୁ ପୁଅ ଥାବର ମେହରେଙ୍କ ନାଁରେ କରିବା ପାଇଁ ସେ ୧୦…

ହଟ୍ଟଗୋଳରୁ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭ: ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭ ହେବା କ୍ଷଣି ତମ୍ବିତଫାନ । ବିରୋଧଙ୍କ ହଟ୍ଟଗୋଳ, ନାରାବାଜି । ଧାନକିଣା ବେଳେ ମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀ ସମସ୍ୟା ନେଇ ବିରୋଧୀ ସଦସ୍ୟ ହଙ୍ଗାମା ଆରମ୍ଭ କରି ଦେଇଥିଲେ । ଏହି ଦୁଇଟି ପ୍ରସଙ୍ଗରେ ସ୍ୱତନ୍ତ୍ର ମୋସନ୍ ଆଣି ଆଲୋଚନା…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତର LVA ଟେଷ୍ଟ ନେଇ ଆଜି ଚିଲଡ୍ରେନ କୋର୍ଟରେ ଶୁଣାଣି

ନୟାଗଡ଼: ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଚିଲଡ୍ରେନ କୋର୍ଟରେ ହାଜର ହେବ ଗିରଫ ନାବାଳକ ଅଭିଯୁକ୍ତ । ଅନୁଗୋଳ ବାଳ ସୁଧାର ଗୃହରୁ ତାକୁ କଡ଼ା ସୁରକ୍ଷା ଭିତରେ ଆଣି ନୟାଗଡ଼ ଚିଲଡ୍ରେନ କୋର୍ଟରେ ହାଜର କରାଯିବ । ଅଭିଯୁକ୍ତର LVA ଟେଷ୍ଟ ନେଇ ସ୍ୱତନ୍ତ୍ର ତଦନ୍ତକାରୀ…

ଆମେରିକୀୟ ସାମ୍ବାଦିକାଙ୍କୁ ଆଇପିଏସ୍ ଅରୁଣ ବୋଥ୍ରା କାହିଁକି କହିଲେ ଶିଖିବାକୁ ଓଡ଼ିଶା ଆସ

ଭୁବନେଶ୍ୱର: ସୋସିଆଲ୍ ମିଡିଆ ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟରରେ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଓଡ଼ିଆ ଆଇପିଏସ୍ ଅରୁଣ ବୋଥ୍ରା । କେତେବେଳେ ଅସହାୟଙ୍କୁ ସାହାଯ୍ୟ ନେଇ ତ ଆଉ କେତେବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଖୁଲାସାକୁ ନେଇ ଟାଇମ୍ ଲାଇନକୁ ଟାଣି ହୋଇ ଆସନ୍ତି ଏହି ଚର୍ଚ୍ଚିତ ଆଇପିଏସ୍…

କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହାତୀ, ଭାଙ୍ଗିଲା ପାଚେରୀ

କଟକ: ଓଡ଼ିଶା ହାତୀଙ୍କ ସମସ୍ୟା ସହ ଯୁଦ୍ଧ ଲଢ଼ୁଛି । ଗୋଟିଏ ପଟେ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୧୨ ଦିନରେ ୬ ହାତୀଙ୍କ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ କଟକ ସହରରେ ହାତୀ ପଶିଛି । ଓଡ଼ିଶାର ପୁରାତନ ବିଶ୍ୱବିଦ୍ୟାଳୟ ରେଭେନ୍ସା କ୍ୟାମ୍ପସରେ ବୁଲୁଛି ଦନ୍ତା ହାତୀ ।…