Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ରହ୍ମପୁରରେ ନକଲି କୋଲ୍ଡ ଡ୍ରିଙ୍କସ୍ କାରଖାନା ଠାବ 

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ନକଲି କୋଲ୍ଡ ଡ୍ରିଙ୍କସ୍ କାରଖାନା ଠାବ । ଜିଲ୍ଲା ସଦର ଥାନା ପକ୍ଷରୁ ସୁକୁଣ୍ଡା ଗାଁରେ ଚଢାଉ କରାଯିବା ବେଳେ ନକଲି କୋଲ୍ଡ ଡ୍ରିଙ୍କସ୍ କାରଖାନା ଠାବ କରାଯାଇଛି । ଚଢାଉ ବେଳେ ବିପୁଳ ପରିମାଣର ନକଲି କୋଲ୍ଡ ଡ୍ରିଙ୍କସ୍ ଜବତ କରିଛି ପୋଲିସ । ଏହାସହ ଲକ୍ଷ…

ବାଲିପାଟଣାରୁ ଗୋ ମାଂସ ଜବତ

ଭୁବନେଶ୍ୱର : ବାଲିପାଟଣା ଥାନା ସାହେବନଗର ଗାଁରୁ ବିପୁଳ ପରିମାଣର ଗୋ ମାଂସ ଜବତ ହୋଇଛି। ଏହି ମାଂସ ବାହାରକୁ ପଠାଇବା ପାଇଁ ପ୍ୟାକିଂ କରି ରଖାଯାଇଥିଲା । ଗାଡିରେ ଏହା ରଖାଯାଉଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣଙ୍କୁ ଅଟକ ରଖିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲା ଫିରୋଜ ଅଲ୍ଲୀ ଖାନ…

କରୋନା କଟକଣା ଭିତରେ ଲାଲଗଡ଼ରେ ଉଡିଲା ତ୍ରିରଙ୍ଗା

ଭୁବନେଶ୍ବର : ଲାଲଗଡ଼ରେ ଉଡିଲା ତ୍ରିରଙ୍ଗା । କୋଭିଡ କଟକଣା ଭିତରେ ମାଲକାନଗିରି ଜିଲ୍ଲାରେ ପାଳିତ ହୋଇଛି ୭୨ ତମ ସାଧାରଣତନ୍ତ୍ର ଦିବସ । ମନ୍ତ୍ରୀ ତୁଷାରକାନ୍ତି ବେହେରା ଜିଲ୍ଲାସ୍ତରୀୟ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ…

ଆସନ୍ତାକାଲିରୁ ଶ୍ରୀମନ୍ଦିର ସେବାୟତ ପରିବାରଙ୍କ କୋଭିଡ ଟେଷ୍ଟ 

ପୁରୀ : କାଲିଠୁ ଶ୍ରୀମନ୍ଦିର ସେବାୟତ ପରିବାରଙ୍କ କୋଭିଡ ଟେଷ୍ଟ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏକ ମାସ ଧରି ଏହି ଟେଷ୍ଟ ଜାରି ରହିବ । ବଡଦାଣ୍ଡସ୍ଥିତ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ପ୍ରତିଦିନ ସେବାୟତଙ୍କ ଟେଷ୍ଟ କରାଯିବ । ୨୭ରୁ ଫେବ୍ରୁଆରି ୨୮ ତାରିଖ ମଧ୍ୟରେ ବିଭିନ୍ନ ନିଯୋଗ…

୧ କେଜି ୧୪୦ ଗ୍ରାମ୍ ବ୍ରାଉନସୁଗର ଜବତ, ଜଣଙ୍କୁ ଗିରଫ କଲା STF

ଭଦ୍ରକ: କଲିକତାରୁ ବାଲେଶ୍ୱର ଦେଇ ଭଦ୍ରକରେ ଜମିଲାଣି ନିଶା ବେପାର । ରେଡ୍ ବେଳେ ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ)କୁ ବଡ଼ ସଫଳତା ମିଳିଛି । ଭଦ୍ରକ-ଚାନ୍ଦବାଲି ରୋଡରୁ ୧ କେଜି ୧୪୦ ଗ୍ରାମ ବ୍ରାଉନସୁଗର ସହ ଅନ୍ୟ ଅପରାଧ ସାମଗ୍ରୀ ଜବତ କରିଛି ଏସଟିଏଫ । ମାମଲାରେ ଏସଟିଏଫ ଭଦ୍ରକ…

ହିମାଳୟରେ ପତାକା ଉତ୍ତୋଳନ, ୧୨ହଜାର ୫ଶହ ଫୁଟ୍‌ ଉଚ୍ଚତାରେ ତ୍ରିରଙ୍ଗା ଉଡ଼ାଇଲେ ୨୩ ଓଡ଼ିଆ

ଭୁବନେଶ୍ବର: ହିମାଳୟରେ ୨୩ ଓଡିଆ ଉଡାଇଛନ୍ତି ତ୍ରିରଙ୍ଗା । ହିମାଳୟର ୧୨,୫୦୦ ଫୁଟ ଉଚ୍ଚତା ଦୟାରା ବୁଗୀୟାଲ ଶୀର୍ଷରେ -୫℃ ରୁ -୧୦℃ ହାଡଭାଙ୍ଗା ଶୀତରେ   ପତାକା ଉତ୍ତୋଳନ କରିଛନ୍ତି । ମହାମାରୀ ସମୟରେ ଅନବରତ ସେବା ଯୋଗାଇଥିବା ଦେବଦୂତଙ୍କ ଉଦ୍ଦେଶ୍ୟରେ ଏହି ପତାକା ଉତ୍ତୋଳନ କରାଯାଇଛି ।…

ରାଜପଥରେ ଦେଶ ଦେଖିଲା ଓଡ଼ିଶାର ବାଜସାଲ ନୃତ୍ୟ

ନୂଆଦିଲ୍ଲୀ: ଦେଶର ୭୨ ତମ ଗଣତନ୍ତ୍ର ଦିବସରେ ଦିଲ୍ଲୀର ରାଜପଥରେ ଦେଖିବାକୁ ମିଳିଛି ଓଡିଶାର ବାଜସାଲ ନୃତ୍ୟର ଝଲକ। କଳାହାଣ୍ଡି ଜିଲ୍ଲାର ଲୋକନୃତ୍ୟ ବାଜସାଲ ମଙ୍ଗଳବାର ଦିନ ନୂଆଦିଲ୍ଲୀର ରାଜପଥରେ ଗଣତନ୍ତ୍ର ଦିବସ ପରେଡ ଅବସରରେ ପ୍ରଦର୍ଶିତ ହୋଇଛି। ଗୁରୁ ଧ୍ୟାନନନ୍ଦ ପଣ୍ଡାଙ୍କ…

କାଲିଠାରୁ ରାଜ୍ୟରେ ୧ଲକ୍ଷ ୭୩ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁରେ ଚାଲିଛି କୋଭିଡ ଟିକାକରଣ। ଗତକାଲି ସୁଦ୍ଧା ୧ଲକ୍ଷ ୭୭ହଜାର ୯୦ଜଣ ଟାକା ନେଇଛନ୍ତି। ୩ଲକ୍ଷ ୫୦ହଜାର ୭୨୬ ଜଣଙ୍କୁ ଟିକା ଦେବାକୁ ଟାର୍ଗେଟ ଥିଲା। ବାକି ୧ଲକ୍ଷ ୭୩ହଜାର ୬୩୬ଜଣକୁ ଆସନ୍ତାକାଲିଠାରୁ ଟିକାକରଣ କରାଯିବ। ଫେବ୍ରୁଆରୀ ୧୦ ତାରିିିଖ ଯାଏ ଚାଲିବ।…

ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ବୋଷ, ମୌଲନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ଉତ୍କଳମଣି…

ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟ୍ ଉଦ୍ୟମ, କଟିଗଲା ଆଙ୍ଗୁଠି

ପାରାଦୀପ: ରାତି ହେଲେ ଜମୁଛି ଅପରାଧିକ ଆଡ୍ଡା । ରାସ୍ତା ମଝିରେ ଗାଡ଼ି ରଖିଛନ୍ତି କରୁଛନ୍ତି ଲୁଟପାଟ୍ । ଚଣ୍ଡିଖୋଲ-ପାରାଦୀପ ରାସ୍ତାର କେନ୍ଦ୍ରାପଡ଼ା ଟିକରପଙ୍ଗାରେ ଦୁର୍ବୃତ୍ତ ଅଧରାତିରେ ଏମିତି ଆତଙ୍କରାଜ ଚଳାଇଛନ୍ତି । ଗତ ବିଳମ୍ବିତ ରାତିରେ ଟିକରପଙ୍ଗା ଠାରେ ୧ ଜଣ ଦୁର୍ବୃତ୍ତ ରାସ୍ତା…