Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାରାଦୀପରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାରାଦୀପ: ବନ୍ଦର ନଗରୀ ପାରାଦୀପରେ ଧୂମ ଧାମରେ ପାଳିତ ହୋଇଯାଇଛି ୭୨ ତମ ସାଧାରଣତନ୍ତ୍ର ଦିବସ। କରୋନା କଟକଣା ଯୋଗୁଁ ଚଳିତ ବର୍ଷ ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଅଂଶ ଗ୍ରହଣ କରିନଥିଲେ ମଧ୍ୟ ଏହି ଦିବସକୁ ସମସ୍ତ ବର୍ଗର ଲୋକେ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ…

ଭଲ ଖବର: ରାଜ୍ୟରେ ଶହେ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: କରୋନା ଟିକାକରଣ ବେଳେ ରାଜ୍ୟ ଦେଇଛି ଖୁସି ଖବର । ଶହେ ତଳକୁ ଖସିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୯୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୫୮ ଜଣ । ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୧ଟି…

ବଲାଙ୍ଗିରେ ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବଲାଙ୍ଗିର: ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ବଲାଙ୍ଗିର ଜେଲରେ ରହୁଥିବା ଜଣେ ବିଚାରାଧୀନ କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ହେଲେ ଗଣେଶ ନାଗ ଓ ଘ ସଦର ଥାନା ଅନ୍ତର୍ଗତ ବାରପୁଗୁଡ଼ିଆ ଗାଁରେ । ତେବେ ମୃତ୍ୟୁର କାରଣ ଜଣା ପଡ଼ିନି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ…

ପୁରୀ ଇଣ୍ଡୋର ଷ୍ଟାଡିଅମ ପଡ଼ିଆରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ପୁରୀ: ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିଅମ ପଡ଼ିଆରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। କୋଭିଡ କଟକଣା ପାଇଁ ପ୍ରଶାସନ ପକ୍ଷରୁ…

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ଶାନ୍ତି ଦେବୀଙ୍କୁ ଜାଣନ୍ତୁ…

ରାୟଗଡ଼ା: ୨୦୨୧ ମସିହା ପାଇଁ ପଦ୍ମଶ୍ରୀ ସମ୍ମାନ ପାଇଁ ସମାଜସେବୀ ଶାନ୍ତି ଦେବୀ । ରାୟଗଡ଼ା ଜିଲ୍ଲା ଗୁଣପୁରର ସମାଜସେବୀ ଶାନ୍ତି ଦେବୀ ସେବା ସମାଜରେ କାମ କରନ୍ତି । ସେ ଅଗ୍ରଗ୍ରାମୀ ପରିଚାଳନା ପରିଷଦର ଉପ-ସଭାପତି ଅଟନ୍ତି । ପୂର୍ବରୁ ଶାନ୍ତି ଦେବୀଙ୍କୁ ୧୯୯୪ ମସିହାରେ ଜମନଲାଲ୍ ବଜାଜା…

ଶୌଚ ପାଇଁ ଯିବା ବେଳେ ବୃଦ୍ଧଙ୍କୁ ମାରିଦେଲା ହାତୀ

ଅନୁଗୋଳ: ଦଳି ଦେଲା ହାତୀ । ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧ । ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ବେଲଟିକିର ପଞ୍ଚାୟତର ଧଉରାମରା ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଆଜି ଭୋରୁ ସେ ଘର ପାଖରେ ଥିବା ଜଳାଶୟ ପାଖକୁ ଶୌଚ…

ଗଲଓ୍ୱାନ ଘାଟି ସଂଘର୍ଷରେ ସହିଦ ଓଡ଼ିଶାର ନୁଦୁରାମ ସୋରେନଙ୍କୁ ବୀର ଚକ୍ର

ନୂଆଦିଲ୍ଲୀ: ନାଏବ ସୁବେଦାର ନୁଦୁରାମ ସୋରେନଙ୍କୁ ମରଣୋତ୍ତର ଭାବେ ମିଳିବ ବୀର ଚକ୍ର ସମ୍ମାନ । ଗଲୱାନ ଘାଟିରେ ଚୀନ ସେନା ସଂଘର୍ଷରେ ସହିଦ ହୋଇଥିଲେ ନୁଦୁରାମ । ନୁଦୁରାମଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ । ନୁଦୁରାମ ୧୬ ବାଟାଲିୟନ ବିହାର ରେଜିମେଣ୍ଟର ନାଏବ ସୁବେଦାର ଥିଲେ ।…

ବାଲୁକା କଳାରେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା

ପୁରୀ: ଆଜି ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । ସବୁଠୁ ଭାରତ ମାତାର ଜୟଗାନ ହେଉଛି । ଏହି ଅବସରରେ ବାଲୁକା କଳାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ଏହାସହ…

ମୋ ସ୍କୁଲ ଅଭିଯାନ; କେଉଁ ସ୍କୁଲକୁ କିଏ ପୋଷ୍ୟ କଲେ ଜାଣନ୍ତୁ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ 'ମୋ ସ୍କୁଲ' ଅଭିଯାନରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି, ବିଧାୟକ ଏବଂ ଅନେକ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନିବେଦନ କରିଛନ୍ତି। ସରକାରଙ୍କ ଅନୁରୋଧ କ୍ରମେ ରାଜ୍ୟର କେଉଁ ସରକାରୀ…

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର: ମହାତ୍ମା ଗାନ୍ଧି ମାର୍ଗରେ ୭୨ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସମାରୋହରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…