Latest Odisha News

BREAKING NEWS

Browsing Category

ଓଡିଶା

Odisha

କାଳ ହେଲା ପ୍ରେମ; ଝିଅକୁ ହାଣି ଖଣ୍ଡ ଖଣ୍ଡ କରିଦେଲେ ପରିବାର ଲୋକ !

ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଜଣେ ଯୁବତୀଙ୍କୁ କଟୁରିରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ସ୍ଥାନୀୟ ବିଜୟନଗର ଗ୍ରାମର ମମତା ରାଉତ ଗତକାଲି ରାତିରେ ଖାଇପିଇ ପରିବାର ଲୋକଙ୍କ ସହ ଶୋଇଥିଲେ। ମାତ୍ର ଆଜି ସକାଳୁ ତାଙ୍କୁ…

ଏଥରର ହସ୍ତକଳାରେ ଗୋପାଳପୁରର ଟସର ବସ୍ତ୍ର 

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ହାତତିଆରି କଳାକୃତି ଦେଖିବାକୁ ମିଳିଥାଏ । ବାନ୍ଧ ତଥା ଅନ୍ୟାନ୍ୟ ହାତବୁଣା ଲୁଗା, କାଠ, ପଥର ଖୋଦେଇ, କଂସା-ପିତ୍ତଳ ଓ ସୁନା-ରୂପା କାମ, ଝୋଟି ଚିତା, ପଟ୍ଟଚିତ୍ର, ଚାନ୍ଦୁଆ କାମ ତଥା ଆହୁରି ଅନେକ ପ୍ରକାରର ହାତକାମ ପାଇଁ…

ଧବଳେଶ୍ୱର ପୀଠ ମୁଖ୍ୟ ରାସ୍ତାରେ ଲାଗିଲା ୧୪୪ ଧାରା

ଆଠଗଡ଼: ଧବଳେଶ୍ୱର ପୀଠ ମୁଖ୍ୟ ରାସ୍ତାରେ ୧୪୪ ଧାରା ଜାରି । କାର୍ତ୍ତିକ ପୂର୍ଣ୍ଣିମା ଯାଏ କଟକଣା ଜାରି କଲା ପ୍ରଶାସନ । ପାଇକରାପୁର ଛକରୁ ମଞ୍ଚେଶ୍ୱର ଛକ ଯାଏ ୧୪୪ ଧାରା ଜାରି କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ଓଷା ପାଇଁ ଧବଳେଶ୍ୱର ପୀଠରେ ଭକ୍ତଙ୍କ ସମାଗମ ହୋଇଥାଏ । ଏବର୍ଷ…

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଣିତ ଅଧ୍ୟାପକଙ୍କ ଘରେ ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଗଣିତ ଅଧ୍ୟାପକ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭଯୋଗରେ ଜଣେ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ନାଁ ଡକ୍ଟର ପ୍ରସନ୍ନ କୁମାର ମିଶ୍ର । ସେ ଘାଟିକିଆରେ ଥିବା କଲେଜ ଅଫ୍ ଇଞ୍ଜିନିୟିରିଂ ଆଣ୍ଡ ଟେକ୍ନୋଲୋଜିରେ (ସିଇଟି) ଗଣିତ ବିଭାଗର ସହକାରୀ…

ତପ୍ତପାଣି ଘାଟିରୁ ପୁଣି ଖସିଲା ଟ୍ରକ; ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟିରେ ପୁଣି ଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଟ୍ରକ ଡ୍ରାଇଭର ଆହତ ହୋଇଥିବା ବେଳେ ହେଲପରଙ୍କ ମୃତ୍ୟୁ ହୋଇଛି। କାଳିବୋରେଇ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଗଜପତିରୁ ଏକ ମକା…

ବଙ୍ଗୋପସାଗରରେ ଅବପାତ ନେବ ବାତ୍ୟାର ରୂପ, ନାଁ ରହିବ ‘ନିଭାର’

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ତଥା ସଲଂଗ୍ନ ଦକ୍ଷଣ-ପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଓ୍ୱାଲମାର୍କଡ ଲୋ ପ୍ରେସର ଅବପାତର ରୂପ ନେଇଛି । ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବ । ଆଗାମୀ ୨୪ ଘଣ୍ଟାରେ ଅବପାତର ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ । ଏନେଇ ପାଣିପାଗ ବିଭାଗ…

ଆରପାରିରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ପତ୍ନୀ

ଭୁବନେଶ୍ୱର: ଆରପାରିରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ପତ୍ନୀ ସୁଶିଳା ଦେବୀ। ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି। ରାଜ୍ୟପାଳଙ୍କ ପତ୍ନୀଙ୍କ ସହ, ରାଜ୍ୟପାଳ ଗଣେଶୀ ଲାଲ ଓ ପରିବାରର ଚାରିଜଣ ସଦସ୍ୟ ନଭେମ୍ବର ୧ ରେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏମାନେ…

ଆଜି ପବିତ୍ର ଅଁଳା ନବମୀ; କଟକଣା ମଧ୍ୟରେ ସାକ୍ଷୀଗୋପାଳ ମନ୍ଦିରରେ ହେଉଛି ନିତିକାନ୍ତି

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅଁଳା ନବମୀ। ରାଧାରାଣୀ ଆଜି ଓଡ଼ିଆଣୀ ବେଶରେ ସଜ୍ଜିତ ହେବେ ରାଧା  । ସବୁକିଛି ସାମାନ୍ୟ ଥିଲେ ଆଜି ସାକ୍ଷୀଗୋପାଳ ମନ୍ଦିରରେ ଲାଗିଥାନ୍ତା ଭକ୍ତଙ୍କ ଭିଡ଼। ଜନସମୁଦ୍ର ପାଲଟିଥାନ୍ତା ସାକ୍ଷୀଗୋପଲ ମନ୍ଦିର ପରିସର। ମାତ୍ର ଚଳିତ ବର୍ଷ ସବୁ ଫିକା। କରୋନା…

ମନ୍ଦିର ପରିସରରୁ ଉଦ୍ଧାର ହେଲା ଝୁଲୁଥିବା ଅବସ୍ଥାରେ ଯୁବକଙ୍କ ମୃତ ଦେହ

ଭୁବନେଶ୍ୱର: ୟୁନିଟ ୨ ସ୍ଥିତ ମାର୍କେଟ ବିଲଡିଂ ଅଞ୍ଚଳର ଏକ ମନ୍ଦିର ପରିସରରେ ଜଣେ ଯୁବକଙ୍କର ମୃତଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲାର ବଡ଼ଗଡ ପୋଲିସ ଥାନା ଅନ୍ତର୍ଗତ ଗଡ଼ଚିକିଲି ଅଞ୍ଚଳର ବାସିନ୍ଦା ପୁନିଆ ପ୍ରଧାନ (୨୬) ବୋଲି ଜଣାପଡିଛି।…

ସୁନ୍ଦରଗଡ଼ ଜିଲ୍ଳାରୁ ସର୍ବାଧିକ ୯୨ ସୁସ୍ଥ, ଆଜି ମୋଟ ଆରୋଗ୍ୟ ୯୦୫

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୯୦୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। https://twitter.com/HFWOdisha/status/1330503597092724740?s=19 ଉଲ୍ଲେଖଯୋଗ୍ୟ, ଓଡିଶାରେ…