Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୬୦ କାର୍ଟୁନ ଅଣ୍ଡା ଚୋରି କରିବା ଅଭିଯୋଗରେ ଜଣେ ଗିରଫ

କଟକ: ଅଣ୍ଡା ଚୋରି କରିବା ଅଭିଯୋଗରେ ପୋଲିସ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏଥିସହିତ କ୍ରାଇମ କରିବା ପାଇଁ ବ୍ୟବହୃତ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଅବଦୁଲ ରଜକ ନାମକ ଜଣେ ବ୍ୟକ୍ତି ତାଙ୍କ ଦୋକାନରୁ କେହି ୧୬୦ କାର୍ଟୁନ ଅଣ୍ଡା ଚୋରି କରିଥିବା…

୭ମ ରାଉଣ୍ଡ: ବାଲେଶ୍ୱରରେ ଆଗକୁ ବଢ଼ିଲା ପଦ୍ମ

ବାଲେଶ୍ୱର: ବିଜେଡିକୁ ପଛର ପକାଇଲା ବିଜେପି । ବାଲେଶ୍ୱର ସଦରରେ ବିଜେଡିକୁ ୭ମ ରାଉଣ୍ଡରେ ବି ପଛରେ ପକାଇଲା ବିଜେପି । ୭ମ ରାଉଣ୍ଡ ସୁଦ୍ଧା ବିଜେପିର ମାନସ ଦତ୍ତ ୪୮ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ବିଜେପି ୩୨୩୬ ଭୋଟରେ ଆଗୁଆ ଥିବା ବେଳେ ବିଜେଡି କୁ ୩୧୮୮ ଭୋଟ ମିଳିଛି ।

୧୦୦୦ ଲିଟର କିରୋସିନ ଜବତ, ୨ ଭାଇ ଗିରଫ

ପୁରୀ: ଧରାପଡିଲା ବିପୁଳ ପରିମାଣର ଚୋରା କିରୋସିନ । ଏକ ଟ୍ରାକ୍ଟର ଯୋଗେ ୫ଟି ଟିଣ ଡ୍ରମରେ ବେଆଇନ୍ ଭାବେ ଏକ ହଜାର ଲିଟର କିରୋସିନ୍ ଚାଲାଣ ବେଳେ ପୋଲିସ ହାତରେ ଧରାପଡିଛି । ବେଆଇନ କରୋସିନ ପରିବହନ ଅଭିଯୋଗରେ କାକଟପୁର ଥାନା ପୋଲିସ ୨ ଭାଇଙ୍କୁ ଗିରଫ କରିଛି । ସେମାନେ ହେଲେ କାକଟପୁର…

ଷଷ୍ଠ ରାଉଣ୍ଡ ସୁଦ୍ଧା ତିର୍ତ୍ତୋଲରେ ବିଜେଡି ଆଗୁଆ

ତିର୍ତ୍ତୋଲ: ଉପନିର୍ବାଚନର ଉପୟ ଆସନରେ ଲିଡ୍ କରୁଛି ବିଜେଡି । ଷଷ୍ଠ ରାଉଣ୍ଡ ସୁଦ୍ଧା ତିର୍ତ୍ତୋଲରେ ବିଜେଡି ଆକୁଆ ରହିଛି । ବିଜେଡି ୨୧୯୯୬ ଭୋଟରେ ଆଗୁଆ ଥିବାବେଳେ ବିଜେପିକୁ ମିଳିଛି ୧୩୮୮୨ଟି ଭୋଟ ଓ କଂଗ୍ରେସକୁ ମିଳିଛି ୨୭୯୦ଟି ଭୋଟ ।

ଖସୁଛି ପାରଦ, ରାଜ୍ୟରେ ବଢୁଛି ଶୀତ: ୧୨°C ତଳେ ୬ଟି ସହରର ତାପମାତ୍ରା

ଭୁବନେଶ୍ୱର: ବର୍ଷା ଛାଡ଼ିବା ପରେ ରାଜ୍ୟରେ ଶୀତ ବଢ଼ିଛି । ୬ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ତଳକୁ ଖସିଛି । କ୍ରମାଗତ ଚତୁର୍ଥ ଦିନରେ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ୯.୨°C ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି…

ପାକିସ୍ତାନ ଜେଲରେ ୨୦ ବର୍ଷ ରହିବା ପରେ ଘରକୁ ଫେରୁଛନ୍ତି ଓଡ଼ିଆ ପୁଅ ବିର୍ଜୁ

ରାଉରକେଲା: ସୁନ୍ଦରଗଡ କୁତ୍ରା ବ୍ଲକର ଓଡ଼ିଆ ପୁଅ ବିର୍ଜୁ କୁଲୁ । ପାକିସ୍ତାନ ଲାହୋର ଜେଲରେ ବିତାଇଲେ ୨୦ ବର୍ଷ । ଦୀର୍ଘ ୨୦ ବର୍ଷ ପରେ ଏବେ ନିଜ ଭିଟାମାଟିକୁ ପେରୁଛନ୍ତି । ୱାଘା ବୋର୍ଡର ଦେଇ ସ୍ୱଦେଶ ଫେରୁଛନ୍ତି ଓଡ଼ିଆ ପୁଅ । ବିର୍ଜୁଙ୍କୁ ଆଣିବା ପାଇଁ ସୁନ୍ଦରଗଡ ପ୍ରଶାସନ ଗତ ୬…

ରାଉଣ୍ଡ-୪ ଭୋଟ ଗଣତି ଶେଷ, ତିର୍ତ୍ତୋଲରେ ୫,୬୨୬ ଭୋଟରେ BJD ଆଗୁଆ

ବାଲେଶ୍ୱର: ସରିଛି ଚତୁର୍ଥ ରାଉଣ୍ଡ ଭୋଟ ଗଣତି । ଏଯାଏଁ ଉଭୟ ବିଧାନସଭା ଆସନରେ ବିଜେଡି ଆଗୁଆ ରହିଛି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ଚତୁର୍ଥ ରାଉଣ୍ଡ ଭୋଟ ଗଣତି ସରିଛି । ଚତୁର୍ଥ ରାଉଣ୍ଡ ଭୋଟ ଗଣତି ସରିଲା ବେଳକୁ ତିର୍ତ୍ତୋଲ ଆସନରେ ବିଜେଡି…

ତୃତୀୟ ରାଉଣ୍ଡ ଗଣତି, ବାଲେଶ୍ୱରରେ ବିଜେଡି ଆଗୁଆ

ବାଲେଶ୍ୱର: ବାଲେଶ୍ୱର ସଦର ଆସନରେ ତୃତୀୟ ପର୍ଯ୍ୟାୟ ଭୋଟ ଗଣତି ହୋଇଛି । ଏଥିରେ ମଧ୍ୟ ବିଜେଡି ଆଗୁଆ ରହିଛି । ତୃତୀୟ ପର୍ଯ୍ୟାୟ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୧୪୦୫ ଭୋଟରେ ଆଗୁଆ ରହିଛନ୍ତି । ବିଜେଡି ୧୦,୩୬୭, ବିଜେପି ୯୦୧୫, କଂଗ୍ରେସ ୧୭୮୮ ଭୋଟ ପାଇଛି।

ଧରାପଡିଲା ବାପା, ପୁଅ ଫେରାର, ୪ ଚୋରା ବାଇକ ଜବତ

ପୁରୀ: ପର୍ଦ୍ଦାଫାଶ ହେଲା ବାପା ପୁଅଙ୍କ କାରନାମା । ଧରାପଡିଲା ବାପା, ପୁଅ ଫେରାର । ପୁରୀ ଗୋପ ଥାନା ପୋଲିସ ଚୋରା ବାଇକ୍ କିଣାବିକା ମାମଲାରେ ଚେଙ୍ଗଇଲ ଗାଁର ନିରଞ୍ଜନ ମଲିକଙ୍କୁ ଗିରଫ କରିଛି । ଏଥିସହ ଏହି ମାମଲାରେ ସମ୍ପୃକ୍ତ ଅଉ ଜଣେ ଅଭିଯୁକ୍ତ ସୁକାନ୍ତ କୁମାର ମଲିକଙ୍କୁ ପୋଲିସ…

ମୟୂରଭଞ୍ଜ ଓ ସମ୍ୱଲପୁରରେ ବଢୁଛି କରୋନା ଡେଥ୍ କେସ୍, ଆଜି ରାଜ୍ୟରୁ ୧୩ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ୍ କେସ୍ କମୁଛି । କିନ୍ତୁ କମୁନି ଡେଥ୍ କେସ୍ । ଗତ ୨୪ ଘଣ୍ଚାରେ ଆଉ ୧୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୭ଟି ଜିଲ୍ଲାର ସଂକ୍ରମିତ । ମୟୂରଭଞ୍ଜ ଓ ସମ୍ୱଲପୁର ଜିଲ୍ଲାରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । Regret to…