Latest Odisha News

BREAKING NEWS

Browsing Category

ଓଡିଶା

Odisha

ତିର୍ତ୍ତୋଲ ପାଇଁ ନବୀନଙ୍କ ଡିଜିଟାଲ ପ୍ରଚାର

ଭୁବନେଶ୍ୱର: ତିର୍ତ୍ତୋଲ ଉପନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡିଜିଟାଲ ପ୍ରଚାର କରିଛନ୍ତି । ତିର୍ତ୍ତୋଲ ବାସୀଙ୍କୁ ସମ୍ବୋଧନ କରି ବିଜେଡି ସୁପ୍ରିମୋ କହିଛନ୍ତି ଯେ, ତିର୍ତ୍ତୋଲ ବାସୀ ସବୁବେଳେ ବିଜୁ ପରିବାର ସହ ରହିଛନ୍ତି । ସେଠାରେ ଅନେକ ବିକାଶ ମୂଳକ ପଦକ୍ଷେପ…

ଧର୍ମାନୁଷ୍ଠାନ ଖୋଲିବା ଦାବିରେ ବିଭିନ୍ନ ମନ୍ଦିର ସମ୍ମୁଖରେ ଘଣ୍ଟ ଘଣ୍ଟା ବଜାଇ ସେବାୟତଙ୍କ ପ୍ରତିବାଦ 

ପୁରୀ: ପୁରୀ ଜିଲ୍ଲା ତଥା ରାଜ୍ୟର ସମସ୍ତ ମନ୍ଦିର ଖୋଲିବା ଏବଂ ସେବାୟତଙ୍କୁ କୋଭିଡ୍ ସହାୟତା ମିଳିବା ଦାବିରେ ପୁରୀ ଜଗନ୍ନାଥ ମନ୍ଦିର ସମେତ ଓଡ଼ିଶାର ବିଭିନ୍ନ ମନ୍ଦିର ସମ୍ମୁଖରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ଡାକରାରେ ଘଣ୍ଟ, ଘଣ୍ଟି ବଜାଇ ସେବାୟତ ଓ ଧାର୍ମିକ ଅନୁଷ୍ଠାନ କର୍ମକର୍ତ୍ତା…

[ଭିଡ଼ିଓ] ସରକାରୀ ଖଟକୁ ବେସରକାରୀ କୁକୁର !

ଅନୁଗୁଳ: ମଣ୍ଡାପାଳ ସବ୍‌-ଡିଭିଜିନାଲ ହସ୍ପିଟାଲର ଦୃଶ୍ୟ । ଖାଲି ଅଛି ବେଡ୍ ହେଲେ ରୋଗୀ ନାହିଁ । ବାହ୍ୟରୋଗୀ ବିଭାଗରେ ପଡିଛି ଚିକ୍କଣିଆ ଚୌକି ହେଲେ ଡାକ୍ତରଙ୍କ ଦର୍ଶନ ନାହିଁ । ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ବେଡ୍‌ରେ ଶୋଇଛନ୍ତି ବାରବୁଲା କୁକୁର । ତେବେ ପରିତ୍ୟକ୍ତ ଗୃହ ନୁହେଁ ବରଂ…

ରାଜଧାନୀରେ ଖଣ୍ଡାରେ ହାଣି ଲୁଟିନେଲେ ସୁନା ଚେନ୍‌

ଭୁବନେଶ୍ୱର: ରାଜଧାନୀରେ ମାତିଲେ ଲୁଟେରା । ଖଣ୍ଡାରେ ହାଣିଲେ । ଲୁଟିନେଲେ ସୁନା ଚେନ୍ । ଶୈଳଶ୍ରୀ ବିହାରର ଜଣେ ଇଂଜନିୟରଙ୍କୁ ୨ ଲୁଟେରା ମରାଣାନ୍ତକ ଆକ୍ରମଣ କରି ତାଙ୍କଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇଛି । ସତ୍ୟ ନାରାୟଣ ମିଶ୍ର ତାଙ୍କ…

‘ସେକେଣ୍ଡ ୱେଭ ନେଇ ସତର୍କତା ଜରୁରୀ’

ଭୁବନେଶ୍ୱର: ଗଞ୍ଜାମରେ କରୋନାର ସେକେଣ୍ଡ ୱେଭ ଆସିବା ନେଇ ଅଧିକ ସମ୍ଭାବନା ରହିଛି । କାରଣ ସେଠାରେ ସଂକ୍ରମଣ ସଂଖ୍ୟା ପିକ କରି କମିଯାଇଥିଲା । ତେଣୁ ଯଦି ସେଠାରେ ସଂକ୍ରମଣ ବଢେ, ତେବେ ଆମେ ସେକେଣ୍ଡ ୱେଭ ବୋଲି କହିପାରିବା । ସେହିଭଳି ଭୁବନେଶ୍ୱରରେ ବି ସଂକ୍ରମଣ ସଂଖ୍ୟା କମିଯାଇଛି ଯଦି…

ନଭେମ୍ବର ପହିଲାରୁ ଖରିଫ ଧାନ ସଂଗ୍ରହ

ଭୁବନେଶ୍ୱର: ନଭେମ୍ବର ପହିଲାରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ । ନଭେମ୍ବର ୧ରୁ ମାର୍ଚ୍ଚ ୩୧ ଯାଏଁ ୨୦୨୦-୨୧ ଖରିଫ ଧାନ ସଂଗ୍ରହ ହେବ । ଏନେଇ ଆଜି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ସବୁ ଜିଲ୍ଲାର…

ବ୍ଲୁ ଫ୍ଲାଗ ବିଚ୍‌ରେ ପର୍ଯ୍ୟଟକ ଭାସିବା ଘଟଣା: ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ବ୍ଲୁ ଫ୍ଲାଗ ବିଚରେ ଭାସି ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ପିଙ୍କ ହାଉସ ପଛପଟ ବେଳାଭୂମିରୁ ମିଳିଛି ମୃତଦେହ । ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି । ମଙ୍ଗଳବାର ପୁରୀ ବ୍ଲୁ ଫ୍ଲାଗ ବିଚରେ ଗାଧୋଇବା ବେଳେ ଭାସି ଯାଇଥିଲେ ଝାଡଖଣ୍ଡର ଯୁକ୍ତ ୨ ଛାତ୍ର…

ଉପନିର୍ବାଚନ: କମ୍ପୁଛି ପ୍ରଚାର ମଇଦାନ

ବାଲେଶ୍ୱର: ବାଲେଶ୍ୱର-ତିର୍ତ୍ତୋଲ ବ୍ୟାଟେଲ ଗ୍ରାଉଣ୍ଡରେ ଚାଲିଛି ମହା ମୁକାବିଲ । ଉପନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ କମ୍ପୁଛି ପ୍ରଚାର ମଇଦାନ  । ବିଶେଷ କରି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକର ଦେଖିବା ପାଇଁ ମିଳୁଛି । ଭୋଟରଙ୍କ ମନ ଜିଣିବାକୁ ତିନି…

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି; ଚତୁର୍ଦ୍ଧା ମୂର୍ତ୍ତିଙ୍କର ହେବ ମହାସ୍ନାନ

ପୁରୀ:ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନିତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ  ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନିତି ସମ୍ପର୍ଣ୍ଣ କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ…

ସୁରକ୍ଷାବାହିନୀ-ମାଓବାଦୀ ଗୁଳିବିନିମୟ, ଖସିଗଲେ ମାଓ ନେତା

ମାଲକାନଗିରି: ମାଲକାନଗିରିର ସ୍ୱାଭିମାନ ଅଂଚଳରେ ଓଡିଶା-ଆନ୍ଧ୍ର ପୁଲିସର ମିଳିତ ଅପରେସନରେ ପୁଲିସକୁ ମିଳିଛି ବଡ ସଫଳତା । ଗତକାଲି ପାପେରମେଟଲା ଗ୍ରାମପଂଚାୟତ ଅନ୍ତର୍ଗତ ଗୁନାମାମୁଡି ଅଂଚଳରେ ପୁଲିସ-ମାଓବାଦୀ ଗୁଳିବିନିମୟ ଘଟିଥିଲା । ସର୍ଚ ଅପରେସନ ପରେ ଘଟଣାସ୍ଥଳରୁ ବିପୁଳ ପରିମାଣରେ…