Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱରରେ କରୋନା ସ୍ଥିତିରେ ସୁଧାର ଆସିଛି: ବିଏମସି କମିଶନର

ଭୁବନେଶ୍ୱର : ରାଜଧାନୀରେ ବର୍ତ୍ତମାନ କରୋନା ସ୍ଥିତି ପିକ୍‌ରେ ନାହିଁ ବରଂ ଫ୍ଲାଟ୍‌ରେ ଅଛି । ପୂର୍ବରୁ ୪ରୁ ୫ ଶହ କେସ୍ ଆସୁଥିବା ବେଳେ ଏବେ ଦୁଇ ଶହ ଭିତରେ ରହୁଛି । ଆଗାମୀ ଦିନରେ ଏହା ଆହୁରି ତଳକୁ ଖସିବ ବୋଲି ଆଇସିଏମ୍‌ଆର କହିଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର…

ବଢିଲା +୨ ନାମଲେଖାର ସମୟସୀମା

ଭୁବନେଶ୍ୱର: ଯୁକ୍ତ ଦୁଇର ପ୍ରଥମ ପର୍ଯ୍ୟାୟ ନାମଲେଖାର ଅବଧିକୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ବଢାଇଛନ୍ତି ରାଜ୍ୟ ସରକାର । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ମିଳିଛି । ପୂର୍ବରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଆଡମିଶନ୍ ତାରିଖ ସେପ୍ଟେମ୍ବର ୨୬ ରହିଥିଲା । ଯାହାକୁ ଏବେ…

ବଜ୍ରପାତ ସହ ବର୍ଷା ଆଶଙ୍କା; ୧୨ ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୨ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଯାଜପୁର, ଦେବଗଡ଼,…

ଆଗପଛ ହୋଇ ଚାଲିଗଲେ ପତିପତ୍ନୀ…

ପୁରୀ: ସ୍ୱାମୀଙ୍କ ମୃତ୍ୟୁକୁ ୪୮ ଘଣ୍ଟା ନପୁରୁଣୁ ଚାଲିଗଲେ ସ୍ତ୍ରୀ। ୨ ଦିନ ତଳେ ଆଖି ବୁଜିଥିଲେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ର। ଆଜି ତାଙ୍କ ପତ୍ନୀ ବିନୋଦିନୀ ଦାସ ମହାପାତ୍ରଙ୍କର କରୋନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଜି ସକାଳେ ତାଙ୍କର ଦେହାନ୍ତ…

କଟକ ଏନଏଚ-୧୬ରେ ଥିବା ନଦୀ ପୋଲରେ ଗାଡି ଚଳାଚଳ ଉପରେ କଟକଣା

କଟକ: ସେପ୍ଟେମ୍ବର ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ଏନଏଚ-୧୬ରଥରେ ଥିବା ବ୍ରିଜ୍‌ ଉପ‌େ‌ର ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି। ୬ ଦିନ ଦିନ ୧୧ଟାରୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ଉକ୍ତ ବ୍ରିଜ୍‌ ଉପରେ ଯାନବାହନ ଚଳାଚଳ କରିବା ନେଇ କମିସନରେଟ୍‌ ପୁଲିସ ପକ୍ଷରୁ କଟକଣା କରାଯିବା ସହିତ ଡାଇଭରସନ୍…

ସଂସଦ ଢାଞ୍ଚାରେ ବିଧାନସଭା ଅଧିବେଶନ, ୪ ଫୁଟ ଦୂରତାରେ ବସିବେ ବିଧାୟକ

ଭୁବନେଶ୍ୱର: ସମ୍ପୂର୍ଣ୍ଣ ସଂସଦ ଢାଞ୍ଚାରେ ବସିବ ଏଥରର ବିଧାନସଭା । ମୌସୁମୀ ଅଧିବେଶନରେ ରହିବନି ପ୍ରଶ୍ନକାଳ । ତେବେ ନିୟମ ଅନୁଯାୟୀ ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ମୋସନ ଓ କଲିଂ ଆଟେନସନ ରହିବ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସୂଚନା ଅନୁସାରେ ବିଧାୟକ ମାନେ ୪ ଫୁଟ ଦୂରତାରେ…

ଗୋଟିଏ ଦିନରେ ରାଜ୍ୟରେ ୪୫ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୫ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୫ ହଜାର ୬୭୬ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୭,୬୪୯ ଜଣଙ୍କର ଆଣ୍ଟିଜେନ, ୭୮୯୯ ଟି ଆରଟି-ପିସିଆର୍ ଓ ୧୨୮ ଟି ଟ୍ରୁନଟ୍…

ଘର ଭିତରୁ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ସବଡେଗା ଅଞ୍ଚଳରେ ଏକ ଘର ଭିତରୁ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜମୁନା ପଞ୍ଚାୟତର ମାୟାବାହାଲ ଗ୍ରାମର ସଂଜୁ ମାଝିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକାଙ୍କୁ…

କୋଭିଡ ପରବର୍ତ୍ତୀ ପ୍ରସଙ୍ଗରେ କେଉଁଠି ଦିବ୍ୟାଙ୍ଗ ?

ଭୁବନେଶ୍ବର: ମହାମାରୀ ଯୋଗୁଁ ଅସଂଗଠିତ ଶ୍ରମିକ ଏବଂ ସହରାଞ୍ଚଳ ଗରିବଙ୍କ ଜୀବନରେ ଅପ୍ରତ୍ୟାଶିତ ବ୍ୟାଘାତ ଆସିଛି ଏବଂ ତାଲାବନ୍ଦୀରେ ଦିବ୍ୟାଂଗ ବ୍ୟକ୍ତି ବିଶେଷ ମାନଙ୍କୁ ଅଧିକ ପ୍ରଭାବିତ କରିଛି। ସେମାନେ ଦିନକୁ ଦି ମୁଠା ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ସେଣ୍ଟର ଫର ଆଡଭୋକେସୀ ଆଣ୍ଡ…

ରାଜ୍ୟରେ ପୁଣି ୨୪ ଘଂଟାରେ ୪,୧୮୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ମିଟର ଉପରମୁହାଁ । ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟା ଭିତରେ ରାଜ୍ୟରେ ୪ ହଜାର ୧୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ହଜାର ୪୫୩ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୭ ଶହ…