Latest Odisha News

BREAKING NEWS

Browsing Category

ଓଡିଶା

Odisha

ସେପ୍ଟେମ୍ବର ୨୫ ଯାଏଁ ଓଡିଶାର ଏହି ହସ୍ପିଟାଲ ବନ୍ଦ

କେନ୍ଦ୍ରାପଡା: ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍ କରୋନା ପଜିଟିଭ ଚିହ୍ନଟ ହେବାପରେ କେନ୍ଦ୍ରାପଡାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସେପ୍ଟେମ୍ବର ୨୫ ତାରିଖ ଯାଏଁ ବନ୍ଦ କରାଯାଇଛି। ଏସମ୍ପର୍କରେ କେନ୍ଦ୍ରାପଡା ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ…

ଓଡିଶାରୁ ସୁସ୍ଥ ହେଲେ ଆଉ ୩୮୩୪ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୮୩୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ୍ ସୁସ୍ଥତାଙ୍କ ସଂଖ୍ୟା ୧୫୩୨୧୩ ଟପିଛି । ଖୋର୍ଦ୍ଧାରୁ ୫୨୫, କଟକରୁ ୩୮୯, ପୁରୀରୁ ୨୭୪,ଅନୁଗୁଳରୁ…

ବାଲେଶ୍ୱରରେ ‘ଅଭ୍ୟାସ’ର ସଫଳ ପରୀକ୍ଷଣ

ଭୁବନେଶ୍ୱର: ବାଲେଶ୍ୱରର ଚାନ୍ଦିପୁରରେ ହାଇସ୍ପିଡ ଏକ୍ସପେଣ୍ଡେବଲ୍ ଏରିୟଲ୍ ଟାରଗେଟ୍ ‘ଅଭ୍ୟାସ’ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି । କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚପ୍ୟାଡରୁ ଏହି ଉତକ୍ଷେପଣ ହୋଇଥିଲା । ‘ଅଭ୍ୟାସ’ ହେଉଛି ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ୍ ଏୟାରକ୍ରାଫ୍ଟ ।…

ଯୋଗ ଓ ପ୍ରାଣାୟାମ କରନ୍ତୁ କରୋନା ରୋଗୀ:ଡାକ୍ତର ସାରଦା ସ୍ୱାଇଁ

କଟକ: କରୋନାରେ ଆକ୍ରାନ୍ତ ବ୍ୟକ୍ତି ହୋମ୍ ଆଇସୋଲେସନରେ ଥିବା ସମୟରେ କିଛି ନିୟମ ମାନି ଚଳିବା ଆବଶ୍ୟକ ବୋଲି ରାଜ୍ୟ ସରକାରଙ୍କ କୋଭିଡ ସଂପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଆଜି ଯୋଗ ଦେଇ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତର ସାରଦା ସ୍ୱାଇଁ କହିଛନ୍ତି।…

ଭୁବନେଶ୍ୱରରେ ୧୯ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୪୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଭୁବନେଶ୍ୱରରେ ୧୯ ହଜାର ଟପିଛି କରୋନା ସଂକ୍ରମଣ । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର…

ସିଏସ୍‌ଆର୍‌: ରାୟଗଡାରେ ଉତ୍କଳ ଆଲୁମିନା ପକ୍ଷରୁ କରାଗଲା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକର କିଛି ପଛୁଆ ଅଂଚଳ ଲୋକଙ୍କୁ ସହଜରେ ବିଶୁଦ୍ଧ ପିଇବା ପାଣିର ସୁବିଧା କଲା ଆଦିତ୍ୟ ବିର୍ଲା ଗ୍ରୁପର ଉତ୍କଳ ଆଲୁମିନା କମ୍ପାନୀ । କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ସ୍ୱରୂପ କମ୍ପାନୀ ଏହି ସୁବିଧା ଯୋଗାଇ ଦେଇଛି ।…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ଜାଳି ଦେଲେ ଦୁର୍ବୁତ୍ତ; ଜଳିଗଲା ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ସୁନା

ଯାଜପୁର: ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ବାଙ୍ଗରଖୋଣ୍ଟା ଗ୍ରାମ ପଞ୍ଚାୟତର ଦିଅପାଳ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ପୂର୍ବ ଶତୃତାକୁ କେନ୍ଦ୍ରକରି ଦିଗପାଳ ଗ୍ରାମ ର ଆନନ୍ଦ ଦଳେଇଙ୍କ ଘରେ ସେହି ଗ୍ରାମର ସୁମନ୍ତ ଖୁଣ୍ଟିଆ,ରମେଶ ଖୁଣ୍ଟିଆ ,କୁନୁ ଖୁଣ୍ଟିଆ, ନିଆଁ ଲଗାଇ ଦେଇଥିବା…

ପ୍ରବଳବର୍ଷା ଯୋଗୁଁ ବାଲେଶ୍ୱରରେ ସୃଷ୍ଟି ହେଲା ବନ୍ୟା ପରିସ୍ଥିତି

ବାଲେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ପରେ ବାଲେଶ୍ଵର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଗତ ୨୪ ଘଣ୍ଟାରୁ ରାସଗୋବିନ୍ଦପୁର, ମୋରାଡା, ସୁଲିଆପଡା ଏବଂ ଚିତ୍ରାଡା ଉପର ପ୍ରବାହିତ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଜଳକା ନଦୀର ଜଳସ୍ତର ମଥାନିରେ ବିପଦ ସଙ୍କେତ…

ତିନି ମାସ ମଧ୍ୟରେ ୩୪ ହଜାର ଟନରୁ ଉର୍ଦ୍ଧ୍ଵ ପ୍ଳେଟ ରପ୍ତାନୀ କରିଛି ସେଲ ରାଉରକେଲା ଇସ୍ପାତ କାରଖାନା

ରାଉରକେଲା: ସେଲ ରାଉରକେଲା ଇସ୍ପାତ କାରଖାନା ୨୦୨୦ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ମଧ୍ୟରେ ଏସୀୟ ଓ ୟୁରୋପୀୟ ଦେଶଙ୍କୁ ୩୪ ହଜାର ଟନରୁ ଉର୍ଦ୍ଧ୍ଵ ପ୍ଳେଟ ରପ୍ତାନୀ କରିଛି। ଚଳିତ ମାସ ଆଉ ୧୦୦୦ ଟନ ରପ୍ତାନୀ ନିମନ୍ତେ ପ୍ରସ୍ତୁତ ରହିଛି । ଏଥିସମେତ ଇସ୍ପାତ କାରଖାନା ୟୁରୋପୀୟ ବଜାରକୁ…

ମୁସଲିମ ଝିଅ କଣ୍ଠରୁ ଅନର୍ଗଳ ଝରି ପଡୁଛି ହିନ୍ଦୁ ବେଦ ମନ୍ତ୍ର…

କେନ୍ଦ୍ରାପଡା: ହିନ୍ଦୁ ଧର୍ମର ବେଦ ମନ୍ତ୍ରକୁ ମନେ ରଖିବା ଯେତିକି କଷ୍ଟ ଏହାକୁ ସଠିକ ଭାବେ ଉଚ୍ଚାରଣ କରି ଗାନ କରିବା ଆହୁରି ମଧ୍ୟ କଷ୍ଟକର । ତେବେ କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ । ସ୍ଥାନୀୟ ଅଞ୍ଚଳର ଜଣେ ମୁସଲିମ ଝିଅ କଣ୍ଠରୁ ଝରି ପଡୁଛି ଅନର୍ଗଳ ହିନ୍ଦୁ…