Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ,ଅଳ୍ପକେ ବର୍ତିଲେ ୫୦ ଯାତ୍ରୀ

ଅନୁଗୋଳ: ଅନୁଗୁଳ ଜିଲ୍ଲା ବଡକେରା ନିକଟରେ ଘଟିଛି ଏହି ଦୁର୍ଘଟଣା। ବୁର୍ଲା ରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ଗଣପତି ନାମକ ନାଇଟକୋଚ୍ ବସ୍ ଭୋର ସମୟରେ ଦୁର୍ଘଟଣାର ଶିକାର ହୋଇଛି। ସୂଚନାନୁସାରେ, ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ…

ଆସୁଛନ୍ତି ମାଆ; ବିଭିନ୍ନ ଶକ୍ତିପୀଠରେ ଷୋଡଶପୂଜା ଉପଚାର ଆରମ୍ଭ

ଭୁବନେଶ୍ୱର: ଆଉ ଖୁବକମ ଦିନ ରହିଲା ମାଆଙ୍କ ଆଗମନକୁ । ପ୍ରାୟତଃ ସମସ୍ତ ଦେବୀପୀଠରେ ଷୋଡ଼ଶ ପୂଜା ଉପଚାର ଆରମ୍ଭ ହୋଇସାରିଛି । ଏହା ହେଉଛି ଶାରଦୀୟ ଦୁର୍ଗା ପୂଜାର ପ୍ରଥମ ପର୍ବ । ରାଧାଷ୍ଟମୀରୁ ମୂଳାଷ୍ଟମୀ ପର୍ଯ୍ୟନ୍ତ ମାଆଙ୍କର ବିଶ୍ରାମ ସମୟ ଥିଲା । ମୂଳାଷ୍ଟମୀଠାରୁ ମାଆଙ୍କୁ ନିଦରୁ…

ବଜ୍ରପାତ ସହ ବର୍ଷା ଆଶଙ୍କା: ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ୧୧ ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଉଛି ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା…

ସୋସିଆଲ ମିଡିଆରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଗୁଜବ ପ୍ରଚାର କରୁଛନ୍ତି: ଅନୁଭବ

କଟକ: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ବିବାଦକୁ ନେଇ ଗୁରୁବାର ଅପରାହ୍ନରେ ଟ୍ୱିଟ୍ କରିଛନ୍ତି ଅନୁଭବ ମହାନ୍ତି । ଅନୁଭବ ଲେଖିଛନ୍ତି, 'ସୋସିଆଲ ମିଡିଆରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଗୁଜବ ପ୍ରଚାର କରୁଛନ୍ତି । ମାମଲା କୋର୍ଟରେ ବିଚାରଧୀନ ରହିଛି ।…

ମାଓ ଇଲାକାର ସିଙ୍ଗିଙ୍ଗ ସେନ୍‌ସେସନ ନମିତା, ଗୀତ ଶୁଣିଲେ ମତୁଆଲା ହେବେ…

ଭୁବନେଶ୍ୱର: ପଛୁଆ ଅଂଚଳର ଆଗୁଆ ଝିଅ । ରାଜଧାନୀ କି ରାଜ୍ୟର ବଡ ସହରରେ ରହୁ ନାହାଁନ୍ତି । ଆଦିବାସୀ ଅଧ୍ୟୁଷିତ କେରାପୁଟ ଜିଲ୍ଲାରେ ଘର । ଗାଁ ଚିନ୍ତାଗୁଡାର ସେ ହେଉଛନ୍ତି ଚମକ । କୁହୁକ ଭରା କଣ୍ଠ ସ୍ୱର ତାଙ୍କର । ଅପହଂଚ ଇଲାକାରୁ ଦରିଆପାରି ଯାଏଁ ପରିଚିତ ନାଁ ନମିତା ମେଲକା ।..…

ସ୍କୁଟି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ

ଅନୁଗୁଳ: ସ୍କୁଟି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ସୃଷ୍ଟି ହୋଇଛି ତୁମୁଳକାଣ୍ଡ । ଉତ୍ତ୍ୟକ୍ତ ଲୋକେ ଦୋକାନ ଘର ଏବଂ କାର୍‌ରେ ନିଆଁ ଲଗାଇଦେଇଛନ୍ତି । ଏଥିସହ ମୃତଦେହକୁ ରାସ୍ତାରେ ରଖି କ୍ଷତିପୂରଣ ଦାବି କରିଛନ୍ତି । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୭୦୬ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୦୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୨୭୦୬ ଜଣଙ୍କ ମଧ୍ୟରୁ ୪୧୧ ଜଣ କଟକରୁ, ୩୫୪ ଜଣ ଖୋର୍ଦ୍ଧା, ୨୩୩ ଜଣ ମୟୁରଭଞ୍ଜରୁ, ୧୭୩ ଜଣ ଗଞ୍ଜାମରୁ,…

୧୪ରୁ ଆରମ୍ଭ ହେବ DL ସ୍କିଲ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୧୪ରୁ ଆରମ୍ଭ ହେବ ଡିଏଲ୍ ସ୍କିଲ ଟେଷ୍ଟିଂ । ୧୪ ତାରିଖରେ ଦିନ ୧୧ଟାରୁ ସ୍ଲଟ ବୁକିଂ ହେବ ଏବଂ ରାତି ୧୦ ଯାଏଁ ସ୍ଲଟ ବୁକିଂ କରିପାରିବେ ଆବେଦନକାରୀ । ତେବେ ତା’ପରଦିନ ଠାରୁ ସକାଳ ୭ରୁ ରାତି ୧୦ ଯାଏଁ ଡିଏଲ୍ ପରୀକ୍ଷା ପାଇଁ ଅନ୍‌ଲାଇନ୍ ସ୍ଲଟ ବୁକିଂ କରିହେବ । ଏନେଇ…

ଭୁବନେଶ୍ୱରରେ ଆଜି ୪୬୦ ପଜିଟିଭ, ୪୦୫ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୪୬୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୮୫ ଜଣ…

ମାଲକାନଗିରିରେ ଗଞ୍ଜେଇ ସ୍ମଗଲିଂ, ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୋଲିସ ଗୁରୁବାର ଦିନ ଏକ କଦଳୀ ଭ୍ୟାନରୁ ୩ କ୍ୱିଣ୍ଟାଲରୁ ଅଧିକ ନିଶାଦ୍ରବ୍ୟ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି। ସୂଚନାନୁସାରେ, ଏହି ଭ୍ୟାନଟି ଚିତ୍ରକୋଣ୍ଡା ବ୍ଲକର ଅର୍କେଲ ଥାନା ନିକଟରେ ସନ୍ଦେହଜନକ ଭାବେ ବୁଲୁଥିବା ନଜର ଆସିଥିଲା। ପରେ ଖବର…