Latest Odisha News

BREAKING NEWS

Browsing Category

ଓଡିଶା

Odisha

ସେପ୍ଟେମ୍ବର ୧୫ ଯାଏଁ ଓଡିଶାର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୩ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆନ୍ଧ୍ର ଉପକୂଳରେ ଏକ ଘୃର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ସେପ୍ଟେମ୍ବର ୧୨ ତାରିଖ ଆଡକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏପରିକି ୧୧ ରୁ…

ଶ୍ରୀମନ୍ଦିର ମା’ ବିମଳାଙ୍କ ପୀଠେ ମୂଳାଷ୍ଟମୀ ତଥା ଶାରଦୀୟ ଦୁର୍ଗୋତ୍ସବର ଆୟମାରମ୍ଭ

ଶ୍ରୀକ୍ଷେତ୍ରର ବିଭିନ୍ନ ଶକ୍ତି ପୀଠରେ ଷୋଡ଼ଶ ଉପଚାର ପୂଜା ବା ଶାରଦୀୟ ପୂଜା ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଶ୍ରୀକ୍ଷେତ୍ରରେ ଥିବା ସପ୍ତ ଦେବୀ ପୀଠକୁ ଏହା ଯାଇଥାଏ । ଗୁରୁବାର ପବିତ୍ର ମୂଳାଷ୍ଟମୀ ଦିନଠାରୁ ଷୋଡ଼ଶ ଉପଚାର…

ଦ୍ଵିତୀୟା ଭାର ନେଇ ଯାଉଥିଲେ, ପିଟି ଦେଲା ଟ୍ରକ: ମାମୁଁ, ଭଣଜା ମୃତ

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ୧୬ନଂ ଜାତୀୟ ରାଜପଥର ସାହାପୁର ନିକଟ ଖରସ୍ରୋତା ନଦୀ ପୋଲ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ଧକ୍କାରେ ମାମୁ ଭଣଜାଙ୍କ ମୃତ୍ୟୁ। ଭଉଣୀ ଘରକୁ ଦ୍ଵିତୀୟା ଓଷା ଭାର ନେଇ ଯାଉଥିବା ବେଳେ ଘଟିଛି ଏହି ଅଘଟଣ । ମୃତକ ସ୍ଥାନୀୟ ମଧୁବନ ନଗୁଆଁ ଗ୍ରାମର…

ଖଣ୍ଡଗିରିରେ ନାବାଳକକୁ ହତ୍ୟା ଘଟଣା: ‘ନିଶା ନୁହେଁ ପୂର୍ବ ଶତ୍ରୁତାରୁ ହତ୍ୟା’

ଭୁୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଛକ ଭରତପୁରରେ ଜଣେ ନାବାଳକକୁ ନିଶା ପାଇଁ ଗତକାଲି ହତ୍ୟା କରାଯାଇଥିଲା । ଏହି ଘଟଣା ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାସ । ନିଶା ନୁହେଁ ପୂର୍ବ ଶତ୍ରୁତାରୁ ହତ୍ୟା ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଡ୍ରଗ୍ସ କଥା…

ଯାଜପୁରରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ୫ ଗୁରୁତର

ଯାଜପୁର : ଗ୍ୟାସ ଟାଙ୍କିର ପାଇପକୁ ସଜାଡୁଥିବା ବେଳେ ଫାଟିଲା ଟାଙ୍କି । ଗୋଟିଏ ପରିବାରର ୫ ଗୁରୁତର । ଘଟଣାଟି ଘଟିଛି ଯାଜପୁର ଖାଇରାବାଦ କାଳିନ୍ଦ୍ରାବାଦ ଗାଁରେ । ଗୁରୁତର ପାଞ୍ଚ ଜଣଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

ଗୁମ୍ମା ଘାଟିରେ ଓଳଟିଲା ବସ୍‌, ୪ ପ୍ରବାସୀ ଶ୍ରମିକ ଗୁରୁତର

ରାୟଗଡା: ରାୟଗଡା ଜିଲ୍ଲା ୩୨୬ ନମ୍ବର ରାଜପଥ ଗୁମ୍ମା ଘାଟିରେ ପ୍ରବାସୀ ଶ୍ରମିକକୁ ନେଇ ଯାଉଥିବା ଏକ ବସ୍ ଓଲଟିପଡିଛି । ଏଥିରେ ୪ ଶ୍ରମିକ ଗୁରୁତର ହୋଇଛନ୍ତି । ରାୟଗଡା ପୋଲିସ ଆହତମାନଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ବସରେ ପ୍ରବାସୀ ଶ୍ରମିକମାନେ ବୌଦ୍ଧ ଓ…

ଗ୍ରୀନ ମିଶନରେ ଓଡ଼ିଶାର ଏହି ଶିକ୍ଷୟତ୍ରୀ; ଖର୍ଚ୍ଚ କଲେଣି ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

ଅନୁଗୁଳ: ଗୀତାଞ୍ଜଳୀ ସାମଲ । ପେଷାରେ ଶିକ୍ଷୟତ୍ରୀ ମାତ୍ର ନିଶା ତାଙ୍କର ପରିବେଶ ସୁରକ୍ଷା । ନିଜ ସଞ୍ଚୟରୁ ପାଖାପାଖି ୮ ଲକ୍ଷ ଟଙ୍କା ଖର୍ଚ୍ଚ ଏକ ସବୁଜ ପରିବେଶ ସୃଷ୍ଟି କରିଛନ୍ତି ଗୀତାଞ୍ଜଳୀ । ଗତ ଛଅ ମାସ ମଧ୍ୟରେ ଗୀତାଞ୍ଜଳି ଅଙ୍ଗୁଲର ବିଭିନ୍ନ ସ୍ଥାନରେ ୧୦ ହଜାରରୁ ଅଧିକ ଚାରା ରୋପଣ…

ଭୁବନେଶ୍ୱରରେ ଗଞ୍ଜାମ ଫର୍ମୁଲା

ଭୁବନେଶ୍ୱର: ଭୁବନେଶ୍ୱରରେ ଲାଗୁ ହେବ ଗଂଜାମ ଫର୍ମୁଲା । ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହାକୁ ନିୟନ୍ତ୍ରଣ କରିବାକୁ ବିଏମ୍‌ସି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । କରୋନକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱରରେ ଗଂଜାମ ଫର୍ମୁଲା ଲାଗୁ କରିବାକୁ…

ଆଜି ବର୍ଷାଙ୍କୁ ଭେଟିଲେ ମାନବାଧିକାର କର୍ମୀ

କଟକ: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ପ୍ରସଙ୍ଗରେ ମାନବାଧିକାର କର୍ମୀଙ୍କ ଏକ ଟିମ୍ ଆଜି ବର୍ଷାଙ୍କୁ ଭେଟିଛନ୍ତି । ଅନୁଭବଙ୍କ ନନ୍ଦି ସାହି ସ୍ଥିତ ଘରେ ଏହି ଟିମ୍ ବର୍ଷାଙ୍କୁ ଭେଟିଛନ୍ତି । ବର୍ଷା ଏହି…

କରୋନା ବିରୋଧରେ ଲଢେଇ; ଜୀବନ ହାରିଛନ୍ତି ଓଡ଼ିଶାର ୫୪ କୋଭିଡ ଯୋଦ୍ଧା

ଭୁବନେଶ୍ୱର: କରୋନା ସଂକ୍ରମଣରେ ଏଯାବତ୍ ଓଡିଶାରେ ୧୩୯୧୨୧ ସଂକ୍ରମିତ ହୋଇଥିବା ବେଳେ ମୋଟ ୫୯୧ ଜଣଙ୍କର ମୃତ୍ୟୁ ଘଟିଛି। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଏଯାଏଁ ୫୪ ଜଣ ଆଗଧାଡିର କରୋନା ଯୋଦ୍ଧା ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୧ ଜଣ ଡାକ୍ତର ଏବଂ ବହୁ…