Latest Odisha News

BREAKING NEWS

Browsing Category

ଓଡିଶା

Odisha

ମର୍କେଟ ବିଲ୍ଡିଂରେ ମହିଳା ଚୋର, ଗ୍ରାହକଙ୍କ ପର୍ସ ଚୋରି କରି ଫେରାର

ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ମହିଳା ଚୋର । ମହିଳା ଜଣକ ଗ୍ରାହକଙ୍କ ପର୍ସ ଚୋରି କରିବା ସମୟର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ରବିବାର ଦିନ ଗ୍ରାହକଙ୍କ ପର୍ସ ଚୋରି କରି ମହିଳା ଚୋର ଜଣକ ଫେରାର ହୋଇଯାଇଥିଲେ । ଗୋଟିଏ ଦିନରୁ ୧୦ରୁ ଅଧିକ ଦୋକାନରେ ମହିଳା ଜଣକ ଚୋରି…

ରାଉଲକେଲା ରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ରାଉଲକେଲା: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଅତିରିକ୍ତ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀ ପ୍ରଦୀପ୍ତ ମହାପାତ୍ର ଆଜି ରାଉଲକେଲା ରେ ପହଞ୍ଚିଛନ୍ତି । ସେମାନେ ଜିଲ୍ଳାରେ ଚାଲିଥିବା କୋଭିଡ ପରିଚାଳନା ର ଯାଞ୍ଚ କରିଛନ୍ତି । ହାଇଟେକ ହସ୍ପିଟାଲ, ଜୟ ପ୍ରକାଶ…

ସୁସ୍ଥ ହେଲେ ଲକ୍ଷେରୁ ଉର୍ଦ୍ଧ୍ବ ଆକ୍ରାନ୍ତ: କୋଭିଡ ଯୋଦ୍ଧାଙ୍କ ଉଦ୍ୟମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମହାମାରୀ କରୋନା ରୁ ସୁସ୍ଥ ହୋଇ ଘରକୁ ଫେରିଥିବା ରୋଗୀ ଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି । ଏହି ପାଇଁ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ଉଦ୍ୟମକୁ ମଙ୍ଗଳବାର ଦିନ ପ୍ରଶଂସା  କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । In a momentous occasion in our…

ଭୁବନେଶ୍ୱରରେ ମହିଳାଙ୍କଠୁ ଝାମ୍ପିନେଲେ ୫ ଲକ୍ଷ

ଭୁବନେଶ୍ୱର: ମହିଳାଙ୍କଠାରୁ ଦିନ ଦ୍ୱିପହରେ ଲୁଟ୍ । ସ୍ପଷ୍ଟ ଦିବାଲୋକରେ ମହିଳାଙ୍କୁଠାରୁ ୫ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଫୁଲନଖର ନିକଟ ତ୍ରିନାଥ ବଜାର ଛକରେ । ଏଠି ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି । ମହିଳାଙ୍କ ସ୍କୁଟିରୁ ବ୍ୟାଗ୍…

ବର୍ଷାଙ୍କ ରୁମ୍‌ରେ ଭିଡିଓ ରେକର୍ଡିଂ ମାମଲା, ୨ଯୁବକଙ୍କୁ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ରୁମ୍‌ରେ ଭିଡିଓ ରେକର୍ଡିଂ ମାମଲାରେ ୨ଯୁବକଙ୍କୁ ଡାକିଲା ପୋଲିସ । ଭିଡିଓ କରିଥିବା ୨ ଯୁବକଙ୍କୁ କଟକ ପୁରୀ ଘାଟ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗ ଅନୁଯାୟୀ ଭିଡିଓ କରୁଥିବା ୨ ଯୁବକ ଅନୁଭବଙ୍କ ସହଯୋଗୀ । ଗତକାଲି…

ପୋଲିସ-ନକ୍ସଲ ଗୁଳି ବିନିମୟ, ଦୁଇ ନକ୍ସଲ ନିହତ

ମାଲକାନଗିରି: ମାଲକାନିଗିରି ଜିଲ୍ଲା ସୀମାନ୍ତ ଚେର୍ଲାମଣ୍ଡଳ ଠାରେ ପୋଲିସ ନକ୍ସଲ ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ବହୁଳ ପରିମାଣରେ ଗୁଳି ବାରୁଦ ଜବତ କରିଛି ସୀମାନ୍ତ ପୋଲିସ । ମିଳିଥିବା ସୁଚନା ଅନୁଯାୟୀ,…

ଶାଶୁଘର ଛାଡିବେନି ବର୍ଷା: ଓକିଲ

ଭୁବନେଶ୍ୱର: ବର୍ଷା ଶାଶୁଘର ଛାଡି କୁଆଡେ ଯିବେନି । ଶାଶୁ ଘରେ ରହି ମାମଲା ଲଢ଼ିବେ । ଏନେଇ ସୂଚନା ଦେଇଛନ୍ତି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ । ଘରୋଇ ହିଂସା ଅଭିଯୋଗ ଆଣୁଥିବା ବର୍ଷା କେମିତି ଶାଶୁ ଘରେ ରହୁଛନ୍ତି ବୋଲି ଗତକାଲି ପ୍ରଶ୍ନ ଉଠାଇଥିଲେ ସ୍ୱାମୀ ଅନୁଭବ ମହାନ୍ତି । ସେ…

ସାଂସଦ ଅନୁଭବ ମହାନ୍ତିଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚା

ଭୁବନେଶ୍ୱର: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବିବାଦ ପରେ ବିଜେପି ମହିଳା ମୋର୍ଚା ପକ୍ଷରୁ ଗତକାଲିଠାରୁ ସାଂସଦଙ୍କ ଇସ୍ତଫା ଦାବି ହୋଇଛି । ଆଜି ମୋର୍ଚ୍ଚା ପକ୍ଷରୁ ମାଷ୍ଟରକଣ୍ଟିନ ଛକରେ ଅନୁଭବଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସହ ତାଙ୍କର କୁଶ ପୁତ୍ତଳିକା…

କଟକଣା ମଧ୍ୟରେ ଖୋଲାଯାଉ ମନ୍ଦିର ଓ ଧର୍ମାନୁଷ୍ଠାନ: ଓଡିଶା ମନ୍ଦିର ସେବାୟତ ସଂଘ  

ଭୁବନେଶ୍ୱର: ରାଜ୍ୟର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବାକୁ ଦାବି କରିଛନ୍ତି ଓଡିଶା ମନ୍ଦିର ସେବାୟତ ସଂଘ । କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ସାରାଦେଶରେ ଜୁନ ମାସ ୮ ତାରିଖରୁ ମନ୍ଦିର ଖୋଲା ଯାଇଥିବା ବେଳେ ଓଡ଼ିଶାରେ ଏପର୍ଯ୍ୟନ୍ତ ମନ୍ଦିର କିମ୍ବା ଧର୍ମାନୁଷ୍ଠାନ ଖୋଲା…

ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚାଲୁ କରିବାକୁ ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ଓଡ଼ିଶାରୁ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ପୁଣି ଥରେ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରୁ ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁନର୍ବାର ଶ୍ରମିକ ସ୍ପେଶାଲ୍ ଟ୍ରେନ୍…