Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱରରେ ରହିଛି ୫.୧ ପ୍ରତିଶତ ଆଣ୍ଟିବଡି ପ୍ରିଭେଲାନ୍ସ

ଭୁବନେଶ୍ୱର: ଭୁବନେଶ୍ୱରରେ ୫.୧ ପ୍ରତିଶତ ଆଣ୍ଟିବଡି ପ୍ରିଭେଲାନ୍ସ ରହିଛି । ଏବେ ଏଠାରେ ସ୍ଥିତି ଭଲ ରହିଥିବା ବେଳେ ଆଗାମୀ ଦିନରେ ରିସ୍କ ବଢିବାର ଆଶଙ୍କା ରହିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସୂଚନାନୁଯାୟୀ, ଏଯାବତ୍ ଦ୍ୱିତୀୟ…

ନଭେମ୍ୱର ୨୯ ପୂର୍ବରୁ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ

ନୂଆଦିଲ୍ଲୀ: ବିହାର ବିଧାନସଭା ସାଧାରଣ ନିର୍ବାଚନ ସହ ଦେଶରେ ଖାଲି ପଡ଼ିଥିବା ବାକି ୬୫ଟି ଆସନ ଲାଗି ଉପନିର୍ବାଚନ ଏକ ସମୟରେ କରାଯିବ । ଏହି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ଆଜି ଏସମ୍ପର୍କିତ ବୈଠକରେ ବିସ୍ତୃତ ଭାବରେ ବିଚାବିମର୍ଶ ହୋଇଥିଲା । ଏହାସହ ଓଡ଼ିଶାରେ ଖାଲି ପଡ଼ିଥିବା ଦୁଇଟି…

SBI ଷ୍ଟ୍ରଙ୍ଗ ରୁମରେ ନାଗ ସାପ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ବ୍ୟାଙ୍କ ଭିତରେ ନାଗ ସାପ । ଏସବିଆଇ ଷ୍ଟ୍ରଙ୍ଗ ରୁମ ଭିତରେ ଥିଲା । ଟଙ୍କା ଆଣିବାକୁ ଯିବା ବେଳେ ଦେଖିଲେ କର୍ମଚାରୀ । ରାଜଧାନୀରେ ଏମିତି ଘଟଣା ସାମନାକୁ ଆସିଛି । ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ ଏଣ୍ଡ ମେଟେରିଆଲ୍ ଟେକ୍ନୋଲୋଜି ବା ଆଇଏମଏମଟି ପରିସରରେ ଥିବା…

ଓଡିଶାର ୫ ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୫ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କେନ୍ଦୁଝରଗଡ, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ…

ପରିବା ହାଟ ଭିତରକୁ ମାଡ଼ିଗଲା ଟ୍ରକ; ଜଣେ ମୃତ, ୩ ଆହତ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବାରବାଟୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ଯ ହରାଇ ରାସ୍ତା କଡ଼ରେ ଥିବା ପରିବା ବଜାର ଉପରେ ମାଡିଗଲା ଟ୍ରକ । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ କଟକ ବଡ଼…

ଭୁବନେଶ୍ୱର ବିମାନ ବନ୍ଦର ବିଲ୍ଡିଂ କାମ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ବିଲ୍ଡିଂ କାମ ପୁନଃ ଆରମ୍ଭ ହୋଇଛି । ସୁତ୍ରରୁ ପ୍ରକାଶ ଯେ ଗତ ଜାନୁଆରୀ ୨୪ରେ ବିଲ୍ଡିଂ ଭୁଶୁଡିବା ପରେ କାମ ବନ୍ଦ ରହିଥିଲା । ବିମାନବନ୍ଦରର ଟର୍ମିନାଲ୍‌-୧ ସହ ଟର୍ମିନାଲ୍ ୨କୁ ସଂଯୋଗ କରୁଥିବା ଉକ୍ତ ନିମାଣଧିୀନ…

ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରା ଗିରଫ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିବା । ବନ୍ଧା ହେଲେ ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରା । ତାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । କୋଟିପତି ସରକାରୀ ବାବୁ ଠୁଳ କରିଛନ୍ତି ଦେଢ଼ କୋଟିରୁ ଅଧିକ ଟଙ୍କା ସ୍ଥାବର ଓ ଅସ୍ଥାବର…

ମୌସୁମୀ ଅଧିବେଶନ ପୂର୍ବରୁ ଓଡ଼ିଶାର ଆଉ ଜଣେ ସାଂସଦ କରୋନା ସଂକ୍ରମିତ

ଭୁବନେଶ୍ୱର: ଆସନ୍ତା ୧୪ ତାରିଖରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ । ତାପୂର୍ବରୁ କରୋନା ସଂକ୍ରମିତ ହୋଇଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ । ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ରମେଶ ମାଝୀ କହିଛନ୍ତି, କୋଭିଡ ପିଟିଜିଭ ଚିହ୍ନଟ ପରେ ସେ ଏବେ ହୋମ୍…

ରାଉରକେଲା ହସ୍ପିଟାଲର ଏହି ଓପିଡି ସେବା ବନ୍ଦ

ଭୁବନେଶ୍ୱର: ୨ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବାପରେ ଶୁକ୍ରବାର ଦିନ ରାଉରକେଲା ହସ୍ପିଟାଲର ଅବସ୍ଟେଟ୍ରିକ୍ସ ଏବଂ ଗାଇନୋକୋଲୋଜିର ଓପିଡିକୁ ୨ ଦିନ ପାଇଁ ବନ୍ଦ କରାଯାଇଛି । ଏଥିସହିତ ଅଲଟ୍ରାସାଉଣ୍ଡ ବିଭାଗର ସେବା ମଧ୍ୟ ବନ୍ଦ କରି ଦିଆଯାଇଛି । ପ୍ରାପ୍ତ ସୂଚନାନୁଯାୟୀ କରୋନା…

ମହାନଦୀକୁ ଡେଇଁଲେ ମହିଳା, ଉଦ୍ଧାର କଲେ ମତ୍ସ୍ୟଜୀବୀ

କଟକ: ପୁଣି ମହାନଦୀକୁ ଡେଇଁଲେ ଜଣେ ମହିଳା । ତାଙ୍କୁ ଉଦ୍ଧାର କରିଛନ୍ତି ମତ୍ସ୍ୟଜୀବୀ । ଏହି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାରେ । ବାଙ୍କି ନିକଟ ସୁବର୍ଣ୍ଣପୁର-ଜାତମୁଣ୍ଡିଆ ବ୍ରିଜ ଉପରୁ ନଦୀ ଗର୍ଭକୁ ଜଣେ ଯୁବତୀ ଡେଇଁଥିଲେ । ଖବର ପାଇ ପୋଲିସ ଡମପଡ଼ା ଅଗ୍ନିଶମ ବାହିନୀକୁ ଖବର…