Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କରୋନା ସଂକ୍ରମିତ

ଭୁବନେଶ୍ୱର: ଚାନ୍ଦବାଲିର ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କୁ କରୋନା । ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନିଜେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ବ୍ୟୋମକେଶ । ବ୍ୟୋମକେଶ ରାୟ ଲେଖିଛନ୍ତି, ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ନିକଟ ଅତୀତରେ ଯେଉଁମାନେ ସଂସ୍ପର୍ଶରେ…

ମର୍ଣ୍ଣିଂୱାକ୍ ବେଳେ ଧକ୍କା ଦେଲା ଅଜଣା ଗାଡି, ଝିଆରୀ ଓ ମାଉସୀ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅନ୍ତର୍ଗତ କୋଟି ନଡା ଫାଣ୍ଡି ଅଞ୍ଚଳରେ ସୋମବାର ଦିନ ମର୍ଣ୍ଣିଂୱାକରେ ଯାଉଥିବା ବେଳେ ୨ ଜଣଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଛି । ମୃତଙ୍କ ନାମ ଆଶା ରାଣୀ ଖଣ୍ଡୁଆଳ ଓ ରଶ୍ମୀତା ପରିଡା ବୋଲି…

ପଥରର ପୂର୍ବଜନ୍ମ

ପଥର ବି କଥା କହେ - ଅନେକ ଯୁଗର କଥା । ସେ କଥାରେ କାଳାନ୍ତରର କ୍ଳେଶ...ମନ୍ୱନ୍ତରରମନାସ... ପୁରାଣର ପ୍ରାସ...କିମ୍ବଦନ୍ତୀର ଖଣ୍ଡିତକ୍ଷୟକାଶ...ଇତିହାସର ଆଭାସ !ପଥର ଆଖିରେ ପ୍ରାଗୈତିହାସିକ ପର୍ଯାୟର ପରଳ... ପଥର ପତାରେଜମାଟବାଂଧେ ଅଜସ୍ର ଅବ୍ଦର ଅଶ୍ରୁଜଳ । ତା’ଛାତିରକ୍ଷତଚିହ୍ନ -…

ଗୋଟିଏ ଦିନରେ ରାଜ୍ୟରେ ୫୭ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୭ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୭ ହଜାର ୮୭୭ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୫୧,୭୦୭ ଜଣଙ୍କର ଆଣ୍ଟିଜେନ, ୫୯୯୪ ଟି ଆରଟିପିସିଆର୍ ଓ ୧୭୬ ଟି ଟ୍ରୁନଟ୍…

ଆଜି ଆସିବ ରାଜ୍ୟର ଅନଲକ୍ ୪ ଗାଇଡଲାଇନ୍, ଏସବୁ କ୍ଷେତ୍ରକୁ ଫୋକସ

ଭୁବନେଶ୍ୱର: ଆଜି ଶେଷ ହେଉଛି ଅନଲକ୍ ୩ ସମୟସୀମା । କାଲିଠୁ ଅନଲକ୍ ୪ । କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଆଜି ଅନଲକ୍ ୪ ନେଇ ଗାଇଡଲାଇନ ଜାରି କରିବେ ରାଜ୍ୟ ସରକାର । କେଉଁ କ୍ଷେତ୍ରକୁ କୋହଳ କରିବେ ତାଉପରେ ନଜର ରହିଛି । ଉଠିବ କି ସଟଡାଉନ୍ ? କରୋନା ସଂକ୍ରମଣକୁ…

ଓଡିଶାର ୫ଟି ଜିଲ୍ଲାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବଲାଙ୍ଗିର, ସୋନପୁର, ବୌଦ୍ଧ, ନୂଆପଡା ଓ ବରଗଡ ଆଦି…

ଖଣ୍ଡପଡା ବନ୍ୟାଞ୍ଚଳ ସ୍ଥିତି ପରଖିଲେ ପୂର୍ବତନ ବିଧାୟକ ସିଦ୍ଧାର୍ଥ ସିଂହ

ନୟାଗଡ: ରାଜ୍ୟରେ ବନ୍ୟାସ୍ଥିତି ସଂଗୀନ ହୋଇ ପଡ଼ିଥିବା ବେଳେ ପାଣି ଘେରରେ ଆଠ ଲକ୍ଷରୁ ଅଧିକ ଲୋକ ଫସି ରହିଛନ୍ତି । ମହାନଦୀରେ ମଧ୍ୟ ବନ୍ୟା ଆସିଥିବା ବେଳେ ନୟାଗଡ ଜିଲ୍ଲା ଖଣ୍ଡପଡା ନିର୍ବାଚନମଣ୍ଡଳୀ ଅଧିକ କ୍ଷତିଗ୍ରସ୍ତ ହୋଇପଡିଛି । ଏଭଳି ପରିସ୍ଥିତିରେ ଲୋକମାନଙ୍କ ନିକଟରେ ପହଂଚି…

ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍, ୩୬ ଗେଟ୍ ଖୋଲା

ସମ୍ୱଲପୁର: ଉପରମୁଣ୍ଡରେ ଛତିଶଗଡ଼ରେ କମିଛି ବର୍ଷା ପରିମାଣ । ହୀରାକୁଦ ଡ୍ୟାମକୁ ଜଳ ପ୍ରବେଶ କମିଛି । ଜଳଭଣ୍ଡାରର ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି । ଏବେ ୩୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ହୀରାକୁଦ ଡ୍ୟାର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି । ବର୍ତ୍ତମାନ ଜଳ ପତ୍ତନ ରହିଛି…

ଜେଇଇ ମେନ୍ ପରୀକ୍ଷା; ହୋଟେଲ୍ ଲିଷ୍ଟ ଜାରି କଲା ବିଏମସି

ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷା ଲାଗି ଶତାଧିକ ଛାତ୍ରଛାତ୍ରୀ ଅପେକ୍ଷାରତ ଥିବା ବେଳେ ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ । ଏହି ଅବସରରେ ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ ମାନଙ୍କୁ ସୁରକ୍ଷିତ ସ୍ଥାନ ପ୍ରଦାନ କରିବା ଲାଗି ସରକାରଙ୍କ ପକ୍ଷରୁ ପରୀକ୍ଷା କେନ୍ଦ୍ର ନିକଟରେ…

ପିଲାଙ୍କ ତୂଳୀରୁ ..

ସମୀକ୍ଷ ଆର୍ଯ୍ୟ, ଏଲ୍‌କେଜି, ଲୟୋଲା ସ୍କୁଲ, ଭୁବନେଶ୍ୱର ଆଦ୍ୟା ମହାପାତ୍ର, ଷ୍ଟାଣ୍ଡାର୍ଡ -୨, ପ୍ରଭୁଜୀ ଇଂଲିଶ ମିଡିୟମ ସ୍କୁଲ, ଭୁବନେଶ୍ୱର ଶ୍ରେୟାଂଶ ମହାପାତ୍ର, ଷ୍ଟାଣ୍ଡାର୍ଡ-୨, ଲୟୋଲା ସ୍କୁଲ, ଭୁବନେଶ୍ୱର ପ୍ରିୟାଂଶୁ କୁମାର ପଣ୍ଡା, ଷ୍ଟାଣ୍ଡାର୍ଡ-୨,…