Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱରରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ଆଜି ପୁଣି ୩୮୬ ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦନ ବଢ଼ୁଛି ବିପଦ । ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଏଠି ବଢ଼ି ଚାଲଇଛି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଆଜି ପୁଣି ରାଜଧାନୀରୁ ୩୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୮୩ଜଣ ରହିଥିବା ବେଳେ…

ପଠାଣି ସାମନ୍ତଙ୍କ ପିଲାଦିନ

ପିଲାମାନେ ତମେ ମାନେ ଭୁବନେଶ୍ୱରରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଦେଖିଥିବ । କିନ୍ତୁ ଏହି ପ୍ଲାନେଟାରିୟମ ଯେଉଁ ପଠାଣି ସାମନ୍ତଙ୍କ ନାଁରେ ହୋଇଛି ତାଙ୍କ ବିଷୟରେ କିଛି ଜାଣିଛ । ପଠାଣି ସାମନ୍ତ ପିଲାଟି ଦିନରୁ ବେଶ୍ ବିଚକ୍ଷଣ ଥିଲେ । ଖଣ୍ଡେ ବାଉଁଶ ନଳୀ ସାହାଯ୍ୟରେ ସେ ଗ୍ରହ…

ଲଣ୍ଡନରେ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଓଡିଶା ସୋସାଇଟିର ପ୍ରସ୍ତାବ

ଲଣ୍ଡନ: ଲଣ୍ଡନଠାରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ସୋସାଇଟି ଅଫ୍ ୟୁକେ (ଓଏସ୍‌ୟୁକେ) । ଓଡ଼ିଶା ସୋସାଇଟି ଅଫ୍ ୟୁକେ (ଓଏସ୍‌ୟୁକେ)ର ୪୧ତମ ବାର୍ଷିକ ଅଧିବେଶନରେ ସଂଯୁକ୍ତ ରାଷ୍ଟ୍ରରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ଗଠିତ ସଂସ୍ଥା ‘ଦ…

ଗାଁ ଦାଣ୍ଡରେ ଆଁ କରିଛି କୁମ୍ଭୀର

ଯାଜପୁର: ଗାଁ ଦାଣ୍ଡରେ କୁମ୍ଭୀର । ବିରାଟ କୁମ୍ଭୀରକୁ ଦେଖି ଲେକେ ଛାନିଆ । ବର୍ଷା ପାଣିରେ ଗାଁ ଭିତରକୁ ବିରାଟ କୁମ୍ଭୀର ପଶି ଆସିଛି । ଯାଜପୁର ଦଶରଥପୁର ଗାଁ ଦାଣ୍ଡରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ଗାଁରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି । ନଦୀର ବନ୍ୟା ଜଳ…

ରିୟାଙ୍କ ଓଡ଼ିଶା ଲିଙ୍କକୁ ନେଇ ମତ ରଖିଲେ ଡିଜିପି

ଭୁବନେଶ୍ୱର: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଓଡ଼ିଶା ଲିଙ୍କକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ରିୟା ଡ୍ରଗ୍ସ କାରବାର ସମ୍ପର୍କରେ କଥା ହେବା ବେଳେ ରାଜଧାନୀ ଭୁବନେଶ୍ୱର କଥା ଉଠାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।…

‘କୋଭିଡ ଯୋଦ୍ଧା ପିଲାଙ୍କ ସ୍କୁଲ ଫି’ ଛାଡ କରାଯାଉ’

ଭୁବନେଶ୍ୱର: ମହାମାରୀ କରୋନା ବେଳେ କୋଭିଡ ଯୋଦ୍ଧାଙ୍କ ପିଲାଙ୍କୁ ସ୍କୁଲ ଫି’ ସମ୍ପୂର୍ଣ୍ଣ ଛାଡ କରାଯାଉଛି । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କୋଭିଡ ଯୋଦ୍ଧାଙ୍କ ପିଲାଙ୍କ…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସରିଲା ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର : ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାକୁ ଦେଢମାସ ପୂରିଲାଣି କିନ୍ତୁ ଏ ଯାଏଁ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିପାରିନାହିଁ । ଆଜି ପତ୍ନୀ ବିଦ୍ୟାଶ୍ରୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି । ଭୁବନେଶ୍ୱର ଫୋରେନସିକ୍ ଲ୍ୟାବରେ ହୋଇଥିବା ଏହି ଲାଇ ଡିଟେକସନ ଟେଷ୍ଟ ୫ ଘଣ୍ଟା…

‘ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଓ ତେଲ ନଦୀରେ ବନ୍ୟା ଆଶଙ୍କା’

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଫଳରେ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି । ଗତ ୨୪ ଘଂଟାରେ ୩୦ ଜିଲ୍ଲାରେ ବର୍ଷା ହୋଇଛି । ହାରାହାରି ୫୫ .୮ମିଲିମିଟର ଓ ୬ ଜିଲ୍ଲାରେ ୧୦୦ ମିଲିମିଟର ବର୍ଷା ହୋଇଛି ବୋଲିଏସ୍ ଆରସି ସୂଚନା ଦେଇଛନ୍ତି । ଝାରସୁଗୁଡ଼ାରେ ସର୍ବାଧିକ…

ଓଡିଆ ଫିଲ୍ମ ‘ମହାବାହୁ’ର ମହୁରତ

ଭୁବନେଶ୍ୱର: ଆର୍ ଆର୍ ଇଭେଣ୍ଟସ୍ ପ୍ରଯୋଜିତ ଚଳଚ୍ଚିତ୍ର ‘ମହାବାହୁ’ର ମହୁରତ ଅନୁଷ୍ଠିତ ହୋଇଯାଇଛି । ବାଣୀବିହାର ପରିସରରେ ଥିବା ଜଗନ୍ନାଥ ମନ୍ଦିରର ଆୟୋଜିତ ଏହି ମହୁରତ ଅବସରରେ ପୁରା ଟିମ୍ ଉପସ୍ଥିତ ଥିଲେ । ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନେତା ଆକାଶ ଦାସ ନାୟକ, ପ୍ରକୃତି ମିଶ୍ର, ଉଷସୀ…

ରୂପାରେ ଝଲସିବ ଶ୍ରୀମନ୍ଦିର ଦ୍ୱାର

ପୁରୀ: ରୂପାରେ ଝଲସିବ ଶ୍ରୀମନ୍ଦିର । ବଡଦେଉଳରେ ଲାଗିବ ରୂପା ଦ୍ୱାର । ସାତଟି ଦ୍ୱାରରେ ରୂପାରେ ଝଲସିବ । ଶ୍ରୀମନ୍ଦିର ଭିତର ଓ ବାହାର ଚାରି ଦ୍ୱାର ଓ କବାଟର ମରାମତି କରାଯିବ । ଏହି ମରାମତି ସମୟରେ ସମସ୍ତ ଦ୍ୱାରରେ ରୂପାର ଚାଦର ଦିଆଯିବ । ମନ୍ଦିରର ସିଂହଦ୍ୱାର, ଜୟ ବିଜୟ ଦ୍ୱାର, କଳାହାଟ…