Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଥପ୍ରାନ୍ତ ସୁବିଧା କେନ୍ଦ୍ର ବଢ଼ାଉଛି ପଥିକଙ୍କ ଦୁଃଖ !

ଦେବଗଡ଼: ଦେବଗଡ଼ ଜ଼ିଲ୍ଲା ରିଆମାଲ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥ ପାର୍ଶରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ଏଵେ ବଢ଼ାଇଛି ପଥିକଙ୍କ ଦୁଃଖ l ରାଜ୍ୟ ସରକାର ଜାତୀୟ ରାଜପଥ ରେ ଯାତାୟାତ କରୁଥିବା ପଥିକଙ୍କ ବିଭିନ୍ନ ସମସ୍ୟା କୁ ହୃଦବୋଧ କରି ପ୍ରାୟ ୧ କୋଟି ଟଙ୍କା ଅର୍ଥ ବିନିମୟରେ ବର୍ଷକ…

ରାଜ୍ୟର ଏହି ୧୦ ଜିଲ୍ଲାରେ ୭୪ % କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟ‌ରେ ବିଜୁଳି ଗତିରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟର ସମୁଦାୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୪ ପ୍ରତିଶତ ଅଛନ୍ତି ୧୦ଟି ଜିଲ୍ଲାରୁ । ଆଉ ୨୦ଟି ଜିଲ୍ଲାରୁ ଅଛନ୍ତି ମାତ୍ର ୨୬ ପ୍ରତିଶତ ରୋଗୀ। ଏହି ୧୦ଟି ଜିଲ୍ଲା ମଧ୍ୟରୁ ଗଞ୍ଜାମରେ ସର୍ବାଧିକ…

ବେହେରା ସାହିରୁ ୨୪ ସମେତ କଟକରୁ ଆଉ ୬୪ ପଜିଟିଭ ଚିହ୍ନଟ

କଟକ: କଟକରୁ ପୁଣି ଚିହ୍ନଟ ହୋଇଛନ୍ତି ଆଉ ୬୪ କରୋନା ସଂକ୍ରମିତ । ଏଥିମଧ୍ୟରୁ ୧୧ ଜଣ କ୍ୱାରେଂଟାଇନ୍ କେନ୍ଦ୍ରର, ୧୨ ଜଣ ହୋମ୍ କ୍ୱାରେଂଟାଇନ୍‌ର ଓ ୧୦ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏହାକୁ ମିଶାଇ କଟକରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୮୯ରେ ପହଂଚିଛି । ସହରରେ ୭୦୮ ଟି ଆକ୍ଟିଭ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୧୫୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୧୫୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୨୬,୮୮୭ ରହିଛି । ସୁସ୍ଥ ହୋଇଥିବା ୧୧୫୦ ଜଣଙ୍କ ମଧ୍ୟରୁ ୨୯୦ ଜଣ ଗଞ୍ଜାମରୁ, ୧୯୭…

‘ମୋ ବସ୍‌’ ପାସର ଅବଧି ବଢିଲା

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଗୁରୁବାର ଦିନ ଅନଲାଇନ୍ ଭୁବନେଶ୍ୱର ପାସ୍ ଓ ମ୍ୟାଜିକ ପାସର ଅବଧିକୁ ଅଟୋମେଟିକାଲି ବୃଦ୍ଧି କରାଯାଇଛି। ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି ।…

ଓଡ଼ିଶାର ୨ ଗାଁକୁ ୟୁନେସ୍କୋ ମାନ୍ୟତା

ନୂଆଦିଲ୍ଲୀ: ଓଡ଼ିଶାର ଦୁଇଟି ଗାଁକୁ ୟୁନେସ୍କୋ ମାନ୍ୟତା ମିଳିଛି । ଦେଶ ଓ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଦୁଇଟି ଗାଁକୁ “ସୁନାମି ପ୍ରସ୍ତୁତି” ମାନ୍ୟତା ମିଳିଛି । ଗଂଜାମ ଓ ଜଗତସିଂହପୁରର ଦୁଇଟି ଗାଁ ୟୁନେସ୍କୋ ତରଫରୁ ଜାରି ହୋଇଥିବା ଏହି ତାଲିକା ସ୍ଥାନ ପାଇଛନ୍ତି । ଏହି ଦୁଇ ଗାଁ ମଧ୍ୟରୁ…

ବିଧାନସଭାର ପୂର୍ବତନ ବାଚସ୍ପତି କରୋନା ଆକ୍ରାନ୍ତ ଚିହ୍ନଟ

ବ୍ରହପୁର: ବିଧାନସଭାର ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରାୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶ୍ରୀ ସାମନ୍ତରାୟଙ୍କୁ ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ପୁଅ ମନୋରଞ୍ଜନ ଦ୍ୟାନ୍ ସାମନ୍ତରାୟ ତାଙ୍କର ଦେଖାଶୁଣା କରିଥିଲେ ।…

ମୋବାଇଲ୍ ଚୋରୀ କରୁଥିବା ବେଳେ ଧରା ପଡିଲା ମହିଳା ଲୁଟେରା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀର ଆଇଆରସି ଭିଲେଜ ଅଞ୍ଚଳରେ ଜଣେ ମହିଳା ଗୋଟିଏ ଘରେ ପଶି ମୋବାଇଲ୍ ଚୋରୀ ଉଦ୍ୟମ କରୁଥିବା ବେଳେ ଗୁରୁବାର ଦିନ କମିଶନରେଟ୍ ପୋଲିସ ତାଙ୍କୁ ଗିରଫ କରିଛି । ସମ୍ପୃକ୍ତ ଅଭିଯୁକ୍ତଙ୍କ ନାମ ପ୍ରିୟଙ୍କା ନାଏକ ବୋଲି ଜଣାପଡିଛି । ପ୍ରାପ୍ତ…

ଶ୍ରୀମନ୍ଦିର ରତ୍ନସିଂହାସନରୁ ପଦ୍ମପାଖୁଡା ପଥର ଗାଏବ୍‌: ବୟାନ ରଖିଲେ ବରିଷ୍ଠ ସେବାୟତ

ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସପନରୁ ପଦ୍ମପାଖୁଡା ପଥର ଗାଏବ । ଏହି ଘଟଣାରେ ଆଜି ବୟାନ ରଖିଛନ୍ତି ବରିଷ୍ଠ ସେବାୟତ । ସେବାୟତ ଇପସିତ ପ୍ରତିହାରୀଙ୍କୁ ଏହି ଘଟଣା ନେଇ ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍ କରିଥିଲେ । ନୋଟିସ୍ ଭିତ୍ତିରେ ସେବାୟତ ଇପସିତ ପ୍ରତିହାରୀ ଶ୍ରୀମନ୍ଦିର ପ୍ରଶାସନଙ୍କ…

ଭୀମସାରର ପୁଣି ୩ ଡାକ୍ତରଙ୍କୁ କରୋନା

ବୁର୍ଲା: କରୋନା କବଳରେ କୋଭିଡ ଯୋଦ୍ଧା । ବୁର୍ଲା ଭୀମସାରରେ ପୁଣି ୩ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ୩ ଜଣ ଡାକ୍ତର ମେଡିସିନ୍ ବିଭାଗରେ କାର୍ଯ୍ୟରତ ଥିବା ଜଣାପଡିଛି । ଭୀମସାର ଅଧକ୍ଷକ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ୯ ଜଣ ଡାକ୍ତର ମେଡିସିନ ବିଭାଗର କରୋନା ପଜିଟିଭ୍…