Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋଭିଡ ଯୋଦ୍ଧାଙ୍କ ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ୧ ମିନିଟ୍ ନିରବ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇଛନ୍ତି । କୋଭିଡ ଯୋଦ୍ଧାଙ୍କ ପାଇଁ ଟିଭି, ସୋସିଆଲ ମିଡିଆ ଜରିଆରେ ଶପଥ ପାଠ ମଧ୍ୟ କରାଇଛନ୍ତି । ରାଜ୍ୟରେ ୨୫ ହଜାରରୁ ଅଧିକ କରୋନା…

ଗଂଜାମରେ ପୁଣି ୩ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ଗଞ୍ଜାମ: ଗଂଜାମରେ ଆଜି ପୁଣି ୩ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି । ଏନେଇ ଗଂଜାମ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେବା ସହ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଆମେ ଆମ କୋଭିଡ ଯୋଦ୍ଧାଙ୍କୁ ହରାଇଛୁ। ଜିଲ୍ଲା ପ୍ରଶାସନ ମୃତ କୋଭିଡ ଯୋଦ୍ଧାଙ୍କ ପରିବାର ସହିତ…

ରାଜ୍ୟରେ ଖୋଲିଲା ଆଉ ୨ଟି ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟରେ ଖୋଲିଲା ଆଉ ୨ଟି ପ୍ଲାଜମା ବ୍ୟାଙ୍କ । ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି । ବ୍ରହ୍ମପୁର ଓ ବୁର୍ଲାରେ ନୂଆ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଛି । ବ୍ରହ୍ମପୁର ଏମ୍‌କେସିଜିରେ ପ୍ଲାଜମା ବ୍ୟାଙ୍କ…

ରେକର୍ଡ, ଦିନକରେ ସୁସ୍ଥ ହେଲେ ୧୨୫୫ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା ସୁସ୍ଥ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି । ଓଡ଼ିଶାରେ ଦିନକରେ ରେକର୍ଡ ସଂଖ୍ୟାକ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ସାରା ରାଜ୍ୟରୁ ୧୨୫୫ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନାରୁ ଆରୋଗ୍ୟ ସଂଖ୍ୟା…

ବାହାର ଲୋକଙ୍କୁ ରାଉରକେଲା ମହାନଗର ନିଗମ ଅଫିସ ମନା

ରାଉରକେଲା: ରାଉରକେଲା ମହାନଗର ନିଗମ ଅଫିସ୍‌କୁ ପ୍ରବେଶ ମନା । ସାଧାରଣ ଲୋକଙ୍କୁ ଆର୍‌ଏମ୍‌ସି ଅଫିସ ଯିବାକୁ ବାରଣ କରାଯାଇଛି । ଅଫିସରରେ ୪ ଜଣ ଇଂଜିନିୟରଙ୍କ ସହ କିଛି କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ଏଥିସହ ଅଗଷ୍ଟ ୩୧ ଯାଏଁ ଅଫିସ ଭିତରକୁ ସାଧାରଣ…

ଭୁବନେଶ୍ୱରରେ ପୁଣି ୧୩୭ ପଜିଟିଭ, ମୋଟ ସଂଖ୍ୟା ୩୩୫୪କୁ ବୃଦ୍ଧି

ଭୁବନେଶ୍ୱର: କରୋନା କବଳରେ ରାଜଧାନୀ ଭୁବନେଶ୍ୱର । ଆଜି ପୁଣି ଭୁବନେଶ୍ୱରରୁ ୧୩୭ ପଜିଟିଭ ବାହାରିଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୧୩ ଜଣ କ୍ୱାରେଂଟାଇନ୍ ସେଂଟର ଓ ୨୪ ଜଣଙ୍କ ସ୍ଥାନୀୟ ଅଚଂଳ ଅଛନ୍ତି । ଏଥିସହ ୧୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି…

ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଏବେ ଖୋଲିବନି ନନ୍ଦନକାନନ । ଗୋଟିଏ ପଟେ କରୋନା ସଂକ୍ରମଣ ଭୟ ଓ ଅନ୍ୟ ପକ୍ଷରେ ବର୍ଷା ଦିନ ଥିବାରୁ ବର୍ତ୍ତମାନ ନନ୍ଦନକାନନ ଖୋଲିବା ସମ୍ଭାବନା ନାହିଁ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିଲେ ଏହା…

ଭିଜିଲାନ୍ସ ଜାଲରେ ପୁରୀ ଓ୍ୱାଇଲ୍ଡ ଲାଇଫ ଏସିଏଫ୍, ୫ଟି ସ୍ଥାନରେ ରେଡ୍

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ସହକାରୀ ବନ ସଂରକ୍ଷକ । ତାଙ୍କ ନାଁ ପ୍ରଶାନ୍ତ କୁମାର ସ୍ୱାଇଁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଏସିଏଫଙ୍କ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭୁବନେଶ୍ୱର ଭିଜିଲାନ୍ସ ଟିମ୍ । ଭୁବନେଶ୍ୱରରେ ଥିବା ଘର, ବାଲିପାଟଣାରେ ଥିବା…

ପୂର୍ବତନ ଓଡିଶା ଗୁଇନ୍ଦା ଡିଜି ଏସ୍‌ଏନ୍ ତିୱାରୀଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ଓଡ଼ିଶା ଗୁଇନ୍ଦା ଡିଜି ଏସ୍‌ଏନ୍ ତିୱାରୀଙ୍କ ପରଲୋକ । ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ କ୍ୟାନ୍‌ସରରେ ପୀଡିତ ଥିଲେ । ଏସ୍‌ଏନ୍ ତିୱାରୀଙ୍କ ପରଲୋକଙ୍କ…

‘ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପାଇଁ ନୁହେଁ, କରୋନା ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା କରିବୁ’

ଭୁବନେଶ୍ୱର: କାରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ଆଜି ସନ୍ଧ୍ୟାରେ ୨ ମିନିଟ ନୀରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି । ଏଥିସହ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେବେ ଏହି…