Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖୋର୍ଦ୍ଧା ଜିଲ୍ଲାରେ ସଂଧ୍ୟା ୫ଟା ଯାଏ ଦୋକାନ ବଜାର ଖୋଲା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ସକାଳ ୫ଟାରୁ ସଂଧ୍ୟା ୫ଟା ଯାଏ ଖୋଲା ରହିବ ଦୋକାନ ବଜାର । ଏହି ସମୟରେ ଲୋକ ଜିନିଷପତ୍ର କିଣି ପାରିବେ । ଆଜିଠୁ ଅଗଷ୍ଟ ୩୧ ତାରିଖ ଯାଏ ନିୟମ ଲାଗୁ ହେବ । ଏହି ସୂଚନା ଦେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଏହି ନିୟମରୁ ବାଦ ପଡ଼ିବ ଭୁବନେଶ୍ୱର ମହାନଗର…

ଚିକିତ୍ସା ପାଇଁ ପଶ୍ଚିମବଙ୍ଗରୁ ଆସୁଥିଲେ କଟକ: ବାଟରେ ଜଗିଥିଲା ମୃତ୍ୟୁ

ବାଲେଶ୍ବର: ରୋଗ ଭଲ କରିବାକୁ ମନରେ ଆଶା ବାନ୍ଧି ପଶ୍ଚିମବଙ୍ଗରୁ ଆସୁଥିଲେ କଟକ । ହେଲେ କିଏ ଜାଣିଥିଲେ ବାଟରେ ଜଗିଥିଲା ମୃତ୍ୟୁ । ବାଲେଶ୍ଵର ଜିଲ୍ଲା ସୋର ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟ ସକାଳୁ ସକାଳୁ ଘଟିଛି ଏକ ହୃଦୟ ବିଦାରକ ଦୁର୍ଘଟଣା । ଏଥିରେ ପ୍ରାଣ ହରାଇଛନ୍ତି ଦୁଇ ବ୍ୟକ୍ତି,…

କ୍ୟାପିଟାଲ ହସ୍ପିଟାଲରୁ ପୁଣି ୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ପ୍ରତିଦିନ ରାଜଧାନୀରୁ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲ ଓପିଡିରୁ ପୁଣି ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଉଭୟ ଆକ୍ରାନ୍ତ ଓପିଡିରୁ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ…

ଭୁବନେଶ୍ୱର ରେଳ ଷ୍ଟେସନରୁ ୪୧୦ କିଲୋ ଗଞ୍ଜେଇ ଜବତ

ଭୁବନେଶ୍ୱର: ଚୋରା ଚାଲାଣ ବେଳେ ଭୁବନେଶ୍ୱରରୁ ଜବତ ହୋଇଚି ୪୧୦ କିଲୋଗ୍ରାମ ଗଞ୍ଜାଇ । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଜିଆରପି । ସେମାନେ ହେଲେ ସାଗର ପ୍ରଧାନ ଓ ସନ୍ତୋଷ ବାବୁ । ଦୁହିଁଙ୍କର ଘର ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ । ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ ହେଉଥିଲା । ରେଳ…

ଅଗଷ୍ଟ ୫ ଯାଏଁ କାମାକ୍ଷାନଗରରେ ତାଲା

କାମାକ୍ଷାନଗର: ପ୍ରତିଦିନ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହି ସଂକ୍ରମଣର ଶିକୁଳିକୁ ଭାଙ୍ଗିବା ପାଇଁ ବିଭିନ୍ନ ଅଞ୍ଚଳକୁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଘୋଷଣା କରାଯାଉଛି । ବଢ଼ୁଥୁବ ସଂକ୍ରମଣକୁ ଦୃଷ୍ଟିରେ ରଖି ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସିକୁ ସଟଡାଉନ ଘୋଷଣା…

ବଡ଼ଦେଉଳରେ କିପରି ପାଳନ ହୁଏ ରାକ୍ଷୀ ପୂର୍ଣ୍ଣିମା ?

ପୁରୀ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାରତର କୋଣ ଅନୁକୋଣରେ ବେଶ୍ ଧୂମଧାମରେ ଏହାକୁ ପାଳନ କରଯାଏ। ଶ୍ରୀମନ୍ଦିରରେ ମଧ୍ୟ ଯଥା ବିଦି ପାଳନ ହୁଏ ଏହି ପର୍ବ । ଭଉଣୀ ହାତରୁ ରାକ୍ଷୀ ପିନ୍ଧନ୍ତି ଲୀଳାମୟ ଠାକୁର । ଆଜି ଓଡ଼ିଶାର ପୁରପଲ୍ଲୀରେ ଏହି ପବିତ୍ର ଦିନରେ ଓଡ଼ିଆ ଝିଅମାନେ…

ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ନୀତି..

''ସୁଦ୍ଧ ସ୍ପଟିକ ପ୍ରାୟେକ ତନୁ ବର୍ଣ୍ଣ ଶଙ୍ଖ ଆକାର କୁଣ୍ଡଳ ବେନି କର୍ଣ୍ଣ ।। ଶିରେଶ ସପତ ଅହରି ମୁକୁଟ ମୁକୁତା କଦମ୍ବ ହାର ଶୋହେ କଣ୍ଠତଟ ।।'' ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ଦିନ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସଵ ପାଳନ କରା ଯାଇଥାଏ । ଏହି ପବିତ୍ର ଜନ୍ମୋତ୍ସଵ…

କାଲିଠୁ ରାଜ୍ୟରେ ବର୍ଷା, ୪ ତାରିଖରୁ ଛେଚିବ

ଭୁବନେଶ୍ୱର: ଚଳିତବର୍ଷ ଏଯାଏଁ ରାଜ୍ୟରେ ଲୁଚକାଳି ଖେଳିଛି ମୌସୁମୀ । ଶ୍ରାବଣରେ ଆକାଶରୁ ଅଗ୍ନି ବର୍ଷିଛି । ଚାଷୀର ଚିନ୍ତା ବଢ଼ିଥିବା ବେଳେ ପାଣିପାଗ ବିଭାଗ ଆଶ୍ୱସ୍ତିଖର ଖବର ଦେଇଛି । କାଲିଠୁ ରାଜ୍ୟରେ ବର୍ଷା ହେବ । ଆସନ୍ତା ସପ୍ତାହେ ମଧ୍ୟରେ ବଙ୍ଗାପସାଗରରେ ଦୁଇ ଦୁଇଟି ଲଘୁଚାପ ସୃଷ୍ଟି…

ଶାହାଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ-ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନାରେ ସଂକ୍ରମିତ ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି । ଏଥିସହ ତାଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏନେଇ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା…

ଅଗଷ୍ଟ ୩ରୁ ଅନଲାଇନ ସାଟ ଆଡ଼ମିସନ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଆଡ଼ମିସନ ଟେଷ୍ଟ (ସାଟ-୨୦୨୦) ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ଟୁ ବି ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏହି ଅନଲାଇନ ପରୀକ୍ଷା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ…