Latest Odisha News

BREAKING NEWS

Browsing Category

ଓଡିଶା

Odisha

ସହିଦ ୨ ଓଡ଼ିଆ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର: ପୂର୍ବ ଲଦାଖର ଗଲୱାନା ଘାଟିରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ମିଳିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ରାଶି ପ୍ରଦାନ କରାଯିବ । ସେପଟେ…

ଭୁବନେଶ୍ୱରରୁ ପୁଣି ୧୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଥରେ କରୋନା ତାର କାୟା ମେଲାଇବାରେ ଲାଗିଛି । ଆଜି ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୨୫ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରେ ଭୁବନେଶ୍ୱରର ୧୭ ପଜିଟିଭ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣ କ୍ୱାରେଂଟିନ ସେଂଟରର ହୋଇଥିବା ବେଳେ ୩ ଟି ଲୋକାଲ କେସ୍ ରହିଛି । ଏନେଇ…

ମହିଳା ରୋଗୀଙ୍କୁ ଅସଦାଚରଣ ଅଭିଯୋଗରେ ପୂର୍ବତନ ସିଡିଏମ୍‌ଓ ଗିରଫ

ଖୋର୍ଦ୍ଧା : ମହିଳା ରୋଗୀଙ୍କୁ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ । କ୍ଲିନିକରେ ଚେକ୍ ଅପ୍ ବେଳେ ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ସିଡିଏମ୍‌ଓ ବୈଦ୍ୟନାଥ ନାୟକ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଅଭିଯୋଗକାରିଣୀଙ୍କ…

୧୩ ଜିଲ୍ଲାରୁ ସୁସ୍ଥ ହେଲେ ଆଉ ୭୩ କରୋନା ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ତ ହୋଇଛନ୍ତି ୭୩ ଜଣ କରୋନା ସଂକ୍ରମିତ । ୧୩ଟି ଜିଲ୍ଲାରୁ ଏହି ସଂକ୍ରମିତମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୦୪୭ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।…

ପାଣି ନିଷ୍କାସନ ପାଇଁ ଟାୟାର ଜାଳି ରାସ୍ତା ଅବରୋଧ

ଶେରଗଡ: ଜମିରୁ ପାଣି ନିଷ୍କାସନ ପାଇଁ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ । ପ୍ରାୟ ୫ଶହରୁ ଅଧିକ ଲୋକେ ଏକାଠି ହୋଇଛି ରାସ୍ତା ଅବସରୋଧ କରିଛନ୍ତି । ଗଂଜାମ ଜିଲ୍ଲା ଶେରଗଡ ଚାରିଛକ ନିକଟରେ ଲୋକେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ସୂଚନାମୁତାବକ, ଶେରଗଡ଼ କଳିଙ୍ଗ ବୈଶ୍ୟ ଭବନ ସମ୍ମୁଖରେ…

ଓଷଲାଗି, ଚକାବିଜେ ନୀତି ସହ ଅଣସର ପିଣ୍ଡିରେ ଚାଲିଛି ମହାପ୍ରଭୁଙ୍କ ଜ୍ୱର ଚିକିତ୍ସା

ପୁରୀ: ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଅନେକ ପାରମ୍ପକରିକ ନୀତି ପାଳିତ ହୋଇଥାଏ । ସ୍ନାନଯାତ୍ରା ହିଁ ରଥଯାତ୍ରା ମହୋତ୍ସବର ଆଦ୍ୟପର୍ବ କହିଲେ ଅତ୍ୟୁକ୍ତି ହେବନାହିଁ । ଖାଲି ସେତିକି ନୁହେଁ ସାଧାରଣ ମଣିଷ ଯେପରି ରୋଗଗ୍ରସ୍ତ…

ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ଓ ୱାର୍ଡ ସ୍ତରୀୟ କମିଟି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋଭିଡ୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏକ ରଣକୌଶଳ ପ୍ରସ୍ତୁତ କରିଛନ୍ତି । ପ୍ରତି ପଂଚାୟତରେ କୋଭିଡ କେୟାର ହୋମ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି କୋଭିଡ କେୟାର…

କରୋନା ସାମଗ୍ରୀ କିଣା ପ୍ରସଙ୍ଗ: ଲୋକାୟୁକ୍ତଙ୍କ ଦ୍ୱାରସ୍ତ ହେଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ କରୋନା ସାମଗ୍ରୀ କିଣା ନେଇ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ଲୋକାୟୁକ୍ତଙ୍କ ଦ୍ୱାରସ୍ତ ହୋଇଛି କଂଗ୍ରେସ । ଲୋକାୟୁକ୍ତଙ୍କ ନିକଟରେ କଂଗ୍ରେସ ପକ୍ଷରୁ ପିଟିସନ୍ ଦାଖଲ କରାଯାଇଛି । ବିଧାୟକ ସୁରେଶ ରାଉତରାୟ, ତାରା ପ୍ରସାଦ ବାହୀନିପତି, ବରିଷ୍ଠ ନେତା…

ରଥଯାତ୍ରା ବନ୍ଦ କରିବାକୁ ଷଡଯନ୍ତ୍ର ଚାଲିଛି: ବିଜୟ ମହାପାତ୍ର

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ୫ ଦିନ । ହେଲେ ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିିଁ ସେନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେଇନାହାଁନ୍ତି । ଏହାରି ଭିତରେ ସରକାରଙ୍କୁ ଘେରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ସାଧାରଣରେ ସନ୍ଦେହ…

ବନ୍ଦ ହେବ ରସୁଲଗଡ-ବାଣୀବିହାର ରାସ୍ତା

ଭୁବନେଶ୍ୱର: ଖୁବଶୀଘ୍ର ବନ୍ଦ ହେବ ରାଜଧାନୀ ଭୁବନେଶ୍ୱରର ବାଣୀବିହାର ଓ ରସୁଲଗଡକୁ ସଂଯୋଗ କରୁଥିବା ରାସ୍ତା । ସହିଦ ନଗର ରେଳ ଓଭରବ୍ରିଜ୍‌ର ସମ୍ପ୍ରସାରଣ ହେବ । ତେଣୁ ଜାତୀୟ ରାଜପଥ ୧୬ର ଏହି ରାସ୍ତା ବଦଳରେ ବିକଳ୍ପ ରାସ୍ତା ଦେଇ ଯାତାୟତ ପାଇଁ କମିଶନରେଟ୍ ପୋଲିସ ଚିଠି ଲେଖିଛି । ରେଳ…