Latest Odisha News
Browsing Category

ଓଡିଶା

Odisha

ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର

ପୁରୀ: ଶୋକାକୁଳ ପରିବେଶରେ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ଅନ୍ତିମ ସଂସ୍କାର। ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ଚିକିତ୍ସାବିତ୍। ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି ତାଙ୍କର ଶେଷକୃତ୍ୟ। ଝିଅ ଶୁଭଶ୍ରୀ ମହାପାତ୍ର ମୁଖାଗ୍ନି ଦେଇଥିବା…

ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟକ୍ଷଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ମିଳିବ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ଖୁସି ଖବର। ସେମାନେ ଏଣିକି ସ୍ଥାନ ଓ ପୋଷ୍ଟିଂ ଅନୁଯାୟୀ ପାଇବେ ମାସିକ ପ୍ରୋତ୍ସାହନ ରାଶି । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ବିଶ୍ୱ ପରିବେଶ ଦିବସ; ବେଦାନ୍ତ ଆଲୁମିନିୟମ ମେଟାଲ ଲି. ପକ୍ଷରୁ ଝାରସୁଗୁଡ଼ାରେ ୨୦୦୦ ଚାରା ରୋପଣ

ଝାରସୁଗୁଡ଼ା: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାସ୍ଥିତ କାର୍ଯ୍ୟକ୍ଷେତ୍ରରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ପ୍ରାୟ ୨,୦୦୦ ଚାରା ରୋପଣ ସହ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସ୍ଥାନୀୟ ସମୁଦାୟଙ୍କ…

ବନ୍ୟାରେ ଭାସିଲା ଚାଷୀଙ୍କ ସ୍ୱପ୍ନ, କୋଟିଆରେ ବିପନ୍ନ ଓଡ଼ିଶାର ସ୍ୱାଭିମାନ: ଓଜେସି

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ବିପର୍ୟ୍ୟୟ ପରିଚାଳନାରେ ବିଫଳତା ଓ ପ୍ରଶାସନିକ ବିଭ୍ରାଟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ଓଡ଼ିଶା ଜନତା କଂଗ୍ରେସ। ବନ୍ୟାରେ ଚାଷୀଙ୍କ ମାସ ମାସର ପରିଶ୍ରମ ଓ ଆଶା ଧୋଇଯାଇଛି। ବନ୍ୟା ପରିଚାଳନାରେ ପ୍ରସ୍ତୁତିର…

Relocation Plan for Vulnerable Hilltop Habitats: ଭୂସ୍ଖଳନ ମୃତାହତ ରୋକିବାକୁ ସରକାରଙ୍କ ବଡ ଆକ୍ସନ;ପାହାଡ଼ରୁ…

ଭୁବନେଶ୍ବର: ଗିଡ଼ିପାବାଲି ଭୂସ୍ଖଳନ ପରେ ଭୂସ୍ଖଳନ ଜନିତ ମୃତାହତ ରୋକିବାକୁ ସରକାରଙ୍କ ବଡ ପ୍ଲାନ । ପାହାଡ଼ ଉପରେ ଏବଂ ତଳେ ଥିବା ଲୋକଙ୍କୁ କରାଯିବ ସ୍ଥାନାନ୍ତରିତ । ଭୂସ୍ଖଳନ ସମ୍ଭାବନା ଥିବା ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ ପାଇଁ ସର୍ଭେ ଆରମ୍ଭ ହୋଇଛି । ସମସ୍ୟାର ସମାଧାନ ପାଇଁ…

କୋଟିଆରେ ନିର୍ବାଚନ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଓଡ଼ିଶା ହାତରୁ ଧିରେ ଧିରେ କୋଟିଆ ଖସି ଯାଉଥିବା ଭଳି ଲାଗୁଛି। ଏହି ଘଟଣାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏ ନେଇ ନଭେମ୍ବର ୪ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖଛନ୍ତି ନବୀନ। ନବୀନ ଚିଠିରେ…

ଖଣି ଦୁର୍ନୀତି ମାମଲା; ରାଜା ଚକ୍ର ଓ ସହଯୋଗୀଙ୍କ ଘରେ EOWର ଚଢ଼ାଉ

ଭୁବନେଶ୍ୱର: ଖଣି ଦୁର୍ନୀତି ଏବଂ କ୍ରସର ସମ୍ବନ୍ଧୀୟ ଜାଲିଆତି କାରବାରର ତଦନ୍ତ ପରିପ୍ରେକ୍ଷୀରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) କେନ୍ଦୁଝର ଜିଲ୍ଲାର ତିନୋଟି ସ୍ଥାନରେ ବ୍ୟାପକ ଚଢ଼ାଉ କରିଛି। EOW ପକ୍ଷରୁ କୁହାଯାଇଛି ଯେ, କେନ୍ଦୁଝର ସହରରେ ତିନୋଟି ସ୍ୱତନ୍ତ୍ର ଦଳ…

ବେଆଇନ ବାଲି ଚାଲାଣବେଳେ ମାଡି ବସିଲା ପୋଲିସ, ଜବତ ହେଲା ୭ଡମ୍ପର

ଜଳେଶ୍ୱର:୧୬ ନମ୍ବର ଜାତୀୟ ରାଜପଥର ଜମାଳପୁର ବାଇପାସ୍ ନିକଟରୁ ବେଆଇନ ବାଲି ଚାଲାଣ ବେଳେ ଜବତ ହେଲା ୭ଟି ବାଲି ବୋଝେଇ ଡମ୍ପର । ଏହି ଗାଡ଼ିଗୁଡ଼ିକୁ ଜବତ କରିଛି ଜଳେଶ୍ୱର ପୋଲିସ । ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିବା ସନ୍ଦେହ…

ପୋଲିସକୁ କଡା ଚ୍ୟାଲେଞ୍ଜ;ପାର୍କ ନିକଟରୁ ଯୁବକଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ମଞ୍ଚେଶ୍ୱର ଥାନା ଜନଗହଳି ପୂର୍ଣ୍ଣ କେଳୁ ଚରଣ ପାର୍କ ନିକଟରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ଅଧାପୋଡ଼ା ଓ ଗଳିତ ମୃତଦେହ । ଘଟଣାକୁ ନେଇ ଗାଡ଼କଣ ଅଞ୍ଚଳରେ ଖେଳିଯାଇଛି ଆତଙ୍କ । ମୃତକଙ୍କୁ ପ୍ରଥମେ ହତ୍ୟା କରାଯାଇ ଏହାପରେ ଚିହ୍ନଟ ଓ ପ୍ରମାଣ…

ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ 

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର 'ବନକଲାଗି' ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଚାରି ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ…