Latest Odisha News

BREAKING NEWS

Browsing Category

ପୁରୀ

Puri

ମାଉସୀ-ମା ମନ୍ଦିରରୁ ଲୁଟ ଘଟଣା, ମନ୍ଦିରରୁ ଚୋରି ମୋତେ ଆଶ୍ଚର୍ଯ୍ୟ କରିଛି: ପୁରୀ ଗଜପତି

ପୁରୀ: ଆଜି ପୁରୀ ମାଉସୀ-ମା ମନ୍ଦିରରୁ ଲୁଟ ଘଟଣା । ଗଜପତି ମହାରାଜା ଦିବ୍ୟସିଂହ ଦେବ ମନ୍ଦିରର ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିଛନ୍ତି । ମନ୍ଦିରରୁ ଲୁଟ ନେଇ ସେ କହିଛନ୍ତି, ଚୋରି ଘଟଣା ମୋତେ ଆଶ୍ଚର୍ଯ୍ୟ କରିଛି । ଅଭିଯୁକ୍ତଙ୍କ ଧରିବାକୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ ।…

ପୁରୀରେ ମାଉସୀ ମା’ ମନ୍ଦିରରୁ ଚୋରି, ରୂପା ଅଳଙ୍କାର ଓ ହୁଣ୍ଡିରୁ ଟଙ୍କା ଚୋରି

ପୁରୀ: ମନ୍ଦିରରୁ ପୁଣି ଲୁଟ୍ । ପୁରୀରେ ମାଉସୀ ମା’ ମନ୍ଦିରରୁ ଲୁଟ୍ ଅଭିଯୋଗ ହୋଇଛି । ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟରେ ପଡ଼ିଥିବା ତାଲା ଭାଙ୍ଗି ଭିତରେ ପଶିଥିଲେ ଦୁର୍ବୃତ୍ତ । ଏହାସହ ଭିତରେ ୩ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରି ଲୁଟପାଟ କରିଛନ୍ତି । ମନ୍ଦିରର ହୁଣ୍ଡି…

ସ୍କୁଲରେ ହିଂସା: ଜଣେ ଛାତ୍ରକୁ ଅନ୍ଯଜଣେ ଛାତ୍ରର ଛୁରାମାଡ଼, ଆହତ ଛାତ୍ର ହସ୍ପିଟାଲରେ ଭର୍ତ୍ତି 

ପୁରୀ: ପୁରୀରେ ଅଘଟଣ । ଜଣେ ଛାତ୍ରର ଛୁରାମାଡ଼ରେ ଅନ୍ୟଜଣେ ଛାତ୍ର ଆହତ ହୋଇଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଭୋଳାନାଥ ବିଦ୍ଯାପୀଠ ସ୍କୁଲ ଗେଟ ନିକଟରେ ଘଟିଛି ଘଟଣା । ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛୁରାମାଡ କରିଥିବା ଛାତ୍ର ଘଟଣାସ୍ଥଳରୁ ଫେରାର…

ସ୍କୁଲରେ ଛୁରାମାଡ଼: ଜଣେ ଛାତ୍ରର ଆକ୍ରମଣରେ ଆଉ ଜଣେ ଆହତ

ପୁରୀ: ସଗଣ୍ଡଗୋଳକୁ କେନ୍ଦ୍ର କରି ସ୍କୁଲରେ ଛୁରାମାଡ଼ । ଜଣେ ଛାତ୍ରର ଛୁରାମାଡ଼ରେ ଆଉ ଜଣେ ଛାତ୍ର ଆହତ । ପୁରୀ ଭୋଳାନାଥ ସ୍କୁଲରେ ଏହି ଘଟଣା ଘଟିଛି । ଆକ୍ରମଣରେ ଜଣେ ନବମ ଶ୍ରେଣୀ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଛୁରା ମାଡ଼…

ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ କରୋନା ସଂକ୍ରମିତ, ସାନିଟାଇଜ ହେଲା କ୍ୟାମ୍ପସ

ପୁରୀ: ରାଜ୍ୟରେ ମାଡୁଛି କରୋନା ସଂକ୍ରମଣ । ଦିନକୁ ଦିନ ନୂଆ ନୂଆ ସଂକ୍ରମଣ ଟେନସନ ଦେଉଛି । ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ବ୍ୟାକରଣ ବିଭାଗର ଜଣେ ଅଧ୍ୟାପକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଧ୍ଯାପକ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଶ୍ବ ବିଦ୍ୟାଳୟରେ ସମସ୍ତେ…

ଆସନ୍ତା ସପ୍ତାହରୁ ଗୋଟିଏ ଦିନ ବନ୍ଦ ରହିବ ଶ୍ରୀମନ୍ଦିର, ରବିବାର ମହାପ୍ରଭୂଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ,…

ପୁରୀ: ପ୍ରତ୍ୟେକ ରବିବାର ମହାପ୍ରଭୂଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଆସନ୍ତା ରବିବାରଠାରୁ ସପ୍ତାହରେ ଗୋଟିଏ ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ । ଏହି ଦିନ ଶ୍ରୀମନ୍ଦିରକୁ ସାନିଟାଇଜ୍ କରାଯିବ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି…

ଶ୍ରୀମନ୍ଦିରରୁ ମୂର୍ତ୍ତି ଖସି ଆହତ ସେବାୟତଙ୍କୁ ସହାୟତାର ହାତ ବଢ଼ାଇଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀଜିଉଙ୍କ ସେବାରେ ନିୟୋଜିତ ସେବାୟତଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ସରକାର ହାତକୁ ନେଇଛନ୍ତି ଏକାଧିକ ଯୋଜନା । ସେମାନଙ୍କର ସୁଖଦୁଃଖର ଠିଆ ହେଉଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ସେବା କରିବା ପରେ ଶ୍ରୀମନ୍ଦିରରେ ମୂର୍ତ୍ତି ଖସି ଆହତ ହୋଇଥିବା ସେବାୟତଙ୍କୁ ସହାୟତାର ହାତ…

ଆଜି ଦୋଳ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏଥିପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଏହି ଅବସରରେ ରତ୍ନ ସିଂହାସନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ । ସକାଳ ଧୂପ ପରେ ମହାପ୍ରଭୁଙ୍କ ଠାରେ ପାଟବସ୍ତ୍ର ଲାଗି ହୋଇ ପ୍ରାୟ…

ପିପିଲି ପାଇଁ ବିଜେପି ପରେ ବିଜେଡିର ପ୍ରାର୍ଥୀ ଘୋଷଣା:ରୁଦ୍ର ମହାରଥୀଙ୍କ ନାଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପିପିଲି:ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ରୁଦ୍ର ମହାରଥୀଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ମହାରଥୀଙ୍କ ପୁଅଙ୍କ ନାଁରେ ମୋହର ମାରିଛନ୍ତି ନବୀନ । ଏପ୍ରିଲ ୧୭ରେ…

ପିପିଲି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଆଶ୍ରିତ ପଟ୍ଟନାୟକ: ପ୍ରଥମ ଦଳ ଭାବେ ବିଜେପିର ପ୍ରାର୍ଥୀ ଘୋଷଣା

ପିପିଲି: ପିପିଲି ଉପନିର୍ବାଚନ ପାଇଁ ବଢୁଛି ଦଳୀୟ ଉଷ୍ମତା । ପିପିଲି ୧୧୦ନମ୍ବର ପିପିଲି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଆରମ୍ଭ ହୋଇଛି । ବିଜେପି ପ୍ରାର୍ଥୀ ଭାବେ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପିପିଲି…