Latest Odisha News

BREAKING NEWS

Browsing Category

ପୁରୀ

Puri

ଶ୍ରୀକ୍ଷେତ୍ରରେ ‘ମୋ ଧାମ, ମୋ ଗର୍ବ’ କାର୍ଯ୍ୟକ୍ରମ, ପ୍ରତି ଶନିବାର ବଡଦାଣ୍ଡ ସେବା

ପୁରୀ: ଆଜିଠୁ ପୁରୀରେ ଆରମ୍ଭ ହୋଇଛି ବଡଦାଣ୍ତ ସେବା । ମୋ ଧାମ, ମୋ ଗର୍ବ ଅଭିଯାନରେ ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି ଜିଲ୍ଲା ପ୍ରଶାସନ । ପ୍ରତି ଶନିବାର ସକାଳ ସାଢ଼େ ୬ଟାରୁ ସାଢ଼ା ୮ଟା ଦୁଇ ଘଣ୍ଟା ବଡ଼ଦାଣ୍ଡ ସେବା କରାଯିବ । ଏହି ଅଭିଯାନରେ ସ୍ୱେଚ୍ଛାକୃତ ଭାବରେ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଆଜି ଫାଲଗୁନ୍ କୃଷ୍ଣ ପଞ୍ଚମୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର । ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦତ୍ତ ମହାପାତ୍ର ସେବାୟତମାନେ…

ବାଲୁକାକଳା ମାଧ୍ୟମରେ ରାଜ୍ୟପାଳଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ଓଡ଼ିଶାର ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କର ଆଜି ଜନ୍ମଦିନ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା ନିର୍ମାଣ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ପ୍ରସିଦ୍ଧ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏହାକୁ ଦେଖିବା ପାଇଁ ବେଳାଭୂମିରେ ଲୋକଙ୍କ ଭିଡ…

ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଶ୍ରୀକ୍ଷେତ୍ରରେ ପୁଣି ଉଚ୍ଛେଦ କାର୍ଯ୍ୟ

ପୁରୀ: ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ପାଇଁ ପୁରୀରେ ପୁଣି ଥରେ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ । ଆଜି ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଥିବା ରାଧାବଲ୍ଲଭ ମଠର କିଛି ଅଂଶକୁ ଉଚ୍ଛେଦ କରୁଛି ପ୍ରଶାସନ । ୭୫ ମିଟର ଶ୍ରୀଜଗନ୍ନାଥ କରିଡର ଭିତରେ ଆସୁଥିବା ରାଧାବଲ୍ଲଭ ମଠରେ ଉଚ୍ଛେଦ କରାଯାଉଛି ।…

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ପୁରୀ: ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ । ଡିଜାଇନକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ଏହି ବିଶ୍ବବିଦ୍ୟାଳୟ ସ୍ଥାପନ କରାଯିବ । ବନ ବିଦ୍ୟାଳୟ ଢାଞ୍ଚାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ…

ପିପିଲି ଓ ଡେଲାଙ୍ଗବାସୀଙ୍କୁ ୭୦ କୋଟିର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସହ କଥା ହେଲେ

ଭୁବନେଶ୍ୱର: ପିପିଲି ଓ ଡେଲାଙ୍ଗବାସୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟି ବ୍ଲକକୁ ମୁଖ୍ୟମନ୍ତ୍ରୀ ଭେଟି ଦେଇଛନ୍ତି ମୋଟ୍ ୭୦ କୋଟି ଟଙ୍କାର ପ୍ରକଳ୍ପ । ଆଜି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ପିପିଲି ଓ ଡେଲାଙ୍କବାସୀଙ୍କ ସହ କଥା…

ପିପିଲି ଓ ଡେଲାଙ୍ଗ ଜନସାଧାରଣଙ୍କ ସହ ଆଜି କଥା ହେବେ ମୁଖ୍ୟମନ୍ତ୍ରୀ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆରମ୍ଭ ହେଲାଣି ସଜବାଜ । ରାଜନୈତିକ ଦଳ ଗୋଟି ଚାଳନା ଆରମ୍ଭ କରିଛନ୍ତି । ଆଜି ଡେଲାଙ୍ଗ ଓ ପିପିଲି ଜନସାଧରଣଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ସମସ୍ୟା ଓ ସୁଖ ଦୁଃଖ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂରେ ଏହି…

ଆଜି ପବିତ୍ର ମାଘ ସପ୍ତମୀ: ବିନା ଭକ୍ତରେ ହେଲା ଚନ୍ଦ୍ରଭାଗା ବୁଡ଼

କୋଣାର୍କ(ପୁରୀ): ଆଜି ପବିତ୍ର ମାଘ ସପ୍ତମୀ । ଏବର୍ଷ କରୋନା କଟକଣା ଭିତରେ ଚନ୍ଦ୍ରଭାଗାରେ ଅନୁଷ୍ଠିତ ହେଉଛି ମାଘମେଳା । ଚନ୍ଦ୍ରଭାଗାରେ ମାଘ ବୁଡ଼ ପକାଇବାରୁ ଏଥର ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । କୋଭିଡ୍ କଟକଣା ଭିତରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ଚନ୍ଦ୍ରଭାଗା ବୁଡ଼ । ପରମ୍ପରା…

[ଭିଡିଓ] ସେବାୟତଙ୍କ ମାଡରେ ଯାତ୍ରୀ ସହାୟକ ଗୁରୁତର !

ପୁରୀ: ମହାବାହୁଙ୍କ ଘର ଦୁଆର ସାମ୍ନାରେ ମାଡଗୋଳ । ଯାତ୍ରୀ ସହାୟକଙ୍କୁ ମାଡ ମାରି ଲହୁଲୁହାଣ କଲେ ସେବାୟତ । ଏହି ମାମଲାରେ ସିଂହଦ୍ୱାର ପୋଲିସ ଅଭିଯୁକ୍ତ ସେବାୟତ ରାମକୃଷ୍ଣ ଖୁଣ୍ଟିଆକୁ ଅଟକ ରଖିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ସକାଳୁ ଉତ୍ତରଦ୍ୱାର ଦେଇ ସେବାୟତ ରାମକୃଷ୍ଣ…

ହାଜତ ଭିତରେ ହାତ ଓ ବେକ କାଟିଦେଲା ଅଭିଯୁକ୍ତ

ପୁରୀ: ହାଜତରେ ଆତ୍ମହତ୍ୟା ଉଦ୍ୟମ କଲା ଅଭିଯୁକ୍ତ । ନିଜ ହାତ ଓ ବେକ କାଟି ଦେଲା । ପୁରୀ ତାଳବଣିଆ ଥାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ତାକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରବିବାର ରାତିରେ ଏକ ଡକାୟତି ମାମଲାରେ  ତାଳବଣିଆ ଥାନା ପୋଲିସ ୫ଜଣ…