Latest Odisha News

BREAKING NEWS

Browsing Category

ପୁରୀ

Puri

ପୋଖରୀରେ ବୁଡି ଯୁବ ସେବାୟତଙ୍କ ମୃତ୍ୟୁ

ପୁରୀ: ସାଙ୍ଗମାନଙ୍କ ସହ ଶଙ୍କରେଶ୍ୱର ବୁଲିଯିବା ପୁରୀର ଯୁବ ସେବକ ବିଶ୍ୱନାଥ ପ୍ରଧାନୀ(୨୩)ଙ୍କ ପାଇଁ କାଳ ହୋଇଛି । ପୋଖରୀରେ ସ୍ନାନ କରୁଥିବା ବେଳେ ବିଶ୍ୱନାଥଙ୍କ ଗୋଡ ଖସି ଯାଇଥିଲା । ପାଣିରେ ବୁଡି ଯାଉଥିବା ଦେଖି ସାଙ୍ଗମାନେ ଚିତ୍କାର କରି ସ୍ଥାନୀୟ ଲୋକଙ୍କୁ ଡାକିଥିଲେ । ସେତେବେଳକୁ…

ଆଜିଠୁ ଦୁଇ ଦିନ ଯାଏଁ ରଥ ନିର୍ମାଣ କାର୍ଯ୍ୟ ବନ୍ଦ

ପୁରୀ: ସୁପର ସାଇକ୍ଲୋନ୍ ଅମ୍ଫାନ ଓଡିଶାର ଉପକୂଳ ଆଡକୁ ଗତି କରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ଠାରୁ ଦୁଇ ଦିନ ଯାଏଁ ରଥ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଏହି ବାତ୍ୟା ପ୍ରଭାବରେ ପୁରୀ ସମେତ ଉପକୂଳବର୍ତ୍ତୀ ଜିଲ୍ଲାକୁ…

ନୂଆ କରୋନା ମାମଲା ଚିହ୍ନଟ ପରେ ପୁରୀରେ ସାନିଟାଇଜେସନ ଆରମ୍ଭ

ପୁରୀ: ପୁରୀ ଜିଲ୍ଲାରେ ଚାରିଟି ନୂଆ କୋଭିଡ-୧୯ ମାମଲା ଚିହ୍ନଟ ହେବା ପରେ ସୋମବାର ଦିନ ପ୍ରଶାସନ ପକ୍ଷରୁ ସହରରେ ସାନିଟାଇଜେସନ୍ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଜଗନ୍ନାଥ ମନ୍ଦିର ପରିସର ତଥା ରଥ ନିର୍ମାଣ ସ୍ଥାନ ସହ ବିଭିନ୍ନ ସ୍ଥାନକୁ ବିଶୋଧନ କରାଯାଇଛି। ଯେଉଁଥିରେ ଅଗ୍ନିଶମ…

ରଥ ନିର୍ମାଣ ପାଇଁ ଆନୁଷ୍ଠାନିକ ଅନୁମତି ପତ୍ର ପ୍ରଦାନ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରଥ ନିର୍ମାଣ ନେଇ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ସର୍ତ୍ତମୂଳକ ସବୁଜ ସଙ୍କେତ ମିଳିବା ପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଆନୁଷ୍ଠାନିକ ଅନୁମତି ପତ୍ର ପ୍ରଦାନ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଖଳାରେ ରଥ ନିର୍ମାଣ କାମ…

ଆଜିଠୁ ଆରମ୍ଭ ରଥକାର୍ଯ୍ୟ; ରଥଖଳାରୁ ଶୁଭିବ ନିହାଣ ମୁନର ଶବ୍ଦ !

ପୁରୀ : ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭକୁ ନେଇ ଲାଗି ରହିଥିବା ଦ୍ୱନ୍ଦର ଅନ୍ତ ଘଟିଛି। ରଥ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଗ୍ରୀନ ସିଗିନାଲ ପରେ ଶୁକ୍ରବାର ଠାରୁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ଵକର୍ମା…

ମହାପ୍ରଭୁଙ୍କ ରଥ ନିର୍ମାଣ ନେଇ କେନ୍ଦ୍ରର ସବୁଜ ସଙ୍କେତ

ଭୁବନେଶ୍ୱର : ରଥଖଳାରେ ନିର୍ମାଣ ହୋଇପାରିବ ଶ୍ରୀ ଜିଉଙ୍କ ରଥ । ରଥ ନିର୍ମାଣକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସର୍ତ୍ତମୂଳକ ଅନୁମତି ମିଳିଛି । ଏ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଆସିଛି । ତେବେ ରଥଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ରାଜ୍ୟ ସରକାର…

ଭାରତୀୟ ନୌସେନା ପକ୍ଷରୁ ‘ଓଡ଼ିଶା ପୋଲିସ’କୁ ପ୍ରଶଂସା

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ଓଡ଼ିଶା ପୋଲିସର ନିରନ୍ତର ସେବା ଲାଗି ‘କରୋନା ଯୋଦ୍ଧା’ ମାନଙ୍କୁ ଭାରତୀୟ ନୌବାହିନୀ ପକ୍ଷରୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରାଯାଇଛି । ଓଡ଼ିଶାରେ ଥିବା ଭାରପ୍ରାପ୍ତ ନୌସେନା ଅଧିକାରୀ (ଏନଓଆଇସି) ଓଡ଼ିଶାରେ କାର୍ଯ୍ୟରତ ସମସ୍ତ…

ଝିଅ ମୃତ୍ୟୁର ଦୁଇଦିନ ପରେ କାମରେ ଯୋଗ ଦେଲେ ହୋମଗାର୍ଡ ମାଆ

ଭୁବନେଶ୍ୱର: କର୍ତ୍ତବ୍ୟ ଆଗରେ ହୋମଗାର୍ଡ ମାଆ ଭୁଲିଗଲା ଝିଅକୁ ହରାଇଥିବାର ଦୁଃଖ । ଝିଅ ମୃତ୍ୟୁର ଦୁଇ ଦିନ ପରେ ଯୋଗ ଦେଲା କରୋନା ଡ୍ୟୁଟିରେ । ଏହି ମାଆ ଜଣଙ୍କ ହେଲେ ଗୌରି ବେହେରା । ପୁରୀ ପିପିଲି ଥାନାରେ ହୋମଗାର୍ଡ ଭାବେ କାମ କରନ୍ତି । ପରିବାର କହିଲେ ୧୩ ବର୍ଷର ଝିଅ ଲୋପାମୁଦ୍ରା,…

ରଥଯାତ୍ରା: ପୁରୀରେ ପହଞ୍ଚିଲା ନବମ ପର୍ଯ୍ୟାୟ ରଥକାଠ

ପୁରୀ: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାନେଇ ଅନିଶ୍ଚିତତା ଜାରି ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ତିନିରଥ ନିର୍ମାଣ ଲାଗି ରଥ କାଠ ମଧ୍ୟ ପର୍ଯ୍ୟାୟ କ୍ରମେ ପୁରୀରେ ପହଞ୍ଚିବାରେ ଲାଗିଛି । ଗୁରୁବାର ଦିନ ୯ମ ପର୍ଯ୍ୟାୟରେ…

କଟକଣା ମାନି ରଥଯାତ୍ରା କରିବାକୁ ଶଙ୍କରାଚାର୍ଯ୍ୟ ଓ ଦଇତାପତି ନିଯୋଗର ଆଲୋଚନା

ପୁରୀ : ଜୁନ ୨୩ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଲକ୍‌ଡାଉନ କଟକଣା ସତ୍ତତ୍ତ୍ୱ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ରଥଯାତ୍ରା କିଭଳି ପୂର୍ବ ପରାମ୍ପରା ଅନୁସାରେ ହୋଇପାରିବ ସେନେଇ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଦଇତାପତି ନିଯୋଗଙ୍କ ବୈଠକ…