Latest Odisha News

BREAKING NEWS

Browsing Category

ପୁରୀ

Puri

ଏଣିକି ଅନ୍ତିମ ସଂସ୍କାର ପାଇଁ ସ୍ଵର୍ଗଦ୍ଵାରରେ ଆଗୁଆ କରିବେ ବୁକିଂ, ଆସିଲା ସ୍ଵର୍ଗଦ୍ଵାର ୱେବସାଇଟ

ପୁରୀ: ଏଣିକି ସ୍ଵର୍ଗଦ୍ଵାରରେ ଶବଦାହ ହେଲା ଆହୁରି ସହଜ । ଶବଦାହ ପାଇଁ ଆଉ କରିବାକୁ ପଡିବନି ଘଣ୍ଟା ଘଣ୍ଟା ଅପେକ୍ଷା । ଏବେ ଶବଦାହ ପୂର୍ବରୁ ଆଗୁଆ ସ୍ଥାନ ବୁକିଂ କରିବେ ଲୋକେ । ସ୍ଵର୍ଗଦ୍ଵାରରେ ଶବଦାହ ପାଇଁ ଆସିଲା ସ୍ଵର୍ଗଦ୍ଵାର ୱେବସାଇଟ । ଅନଲାଇନ ମାଧ୍ୟମରେ ଏହି ୱେବସାଇଟରେ ପଞ୍ଜିକରଣ…

ପୁରୀ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ପୁରୀ: ପୁରୀ ରେଳ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ । ରିପେୟାର ଲାଇନରେ ଥିବା ଏକ କୋଚ୍ ରେ ଅଗ୍ନିକାଣ୍ଡ ଘଟିଛି । ମରାମତି ପାଇଁ ଷ୍ଟେସନରେ ରଖାଯାଇଥିଲା ଏସି କୋଚ୍ । ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ପାଇଁ ଆଜି ଷ୍ଟେସନକୁ ଆସିଥିଲା କୋଚ୍ । ହୁତୁହୁତୁ ହୋଇ କୋଚଟି ଜଳୁଥିବା ବେଳେ…

ନୂଆବର୍ଷରୁ ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ମନା

ପୁରୀ: ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଜାନୁଆରୀ ୧ ତାରିଖରୁ ଏହି ନିୟମ ଲାଗୁ ହେବାକୁ ଯାଉଛି  । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଛତିଶା ନିଯୋଗକୁ ଚିଠି ଲେଖିଛି । ବର୍ତ୍ତମାନ ଲୋକଙ୍କୁ ଏ ନେଇ ସଚେତନ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର…

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଉତ୍ତର ଦ୍ୱାରରେ ବିଶ୍ରାମ ଗୃହ

ପୁରୀ: ଏଣିକି ବିନା କଷ୍ଟରେ ଜଗା ଦର୍ଶନ କରିପାରିବେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ। କାରଣ ଠାକୁର ଦର୍ଶନ ଲାଗି ଶ୍ରୀମନ୍ଦିର ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା। ଶ୍ରୀମନ୍ଦିର ରୀତି ନୀତି ଓ ପରମ୍ପରାକୁ ନଜରରେ ରଖି ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ…

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା

ବ୍ରହ୍ମଗିରି: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଏଁସା ଗାଁ ନିକଟରେ ଫସି ରହିଛି ଯାତ୍ରୀ ବାହି ଘାଟ ଡ଼ଙ୍ଗା ।ଡଙ୍ଗାରେ ୩୦ ଜଣ ଯାତ୍ରୀ ଥିବା ବେଳେ ୧୦ଟି ବାଇକ୍ ମଧ୍ୟ ଥିଲା ।ସାତପଡାରୁ ଜହ୍ନିକୁଦ ଅଭିମୁଖେ ଏହି ଯାତ୍ରୀବାହୀ ଡଙ୍ଗାଟି ବାହାରିଥିବା…

ପବିତ୍ର ଦୀପାବଳିରେ ମା ଦକ୍ଷୀଣକାଳୀଙ୍କ ଓଲଟା ଚିତ୍ର ଆଙ୍କି ଶୁଭେଚ୍ଛା ଜଣାଇଲେ ପୁରୀର ଯୁବଶିଳ୍ପୀ ଆୟୁଷ ମହାପାତ୍ର

ପୁରୀ : ଆଜି ପବିତ୍ର ଦୀପାବଳି ଅମାବାସ୍ୟା ଓ କାଳୀପୂଜା। ଏହି ଉପଲକ୍ଷେ ପୁରୀର ଯୁବଶିଳ୍ପୀ ଆୟୁଷ ମହାପାତ୍ର ପୁରୀ ବିରଗୋବିନ୍ଦପୁରସ୍ଥିତ ମା ଦକ୍ଷୀଣକାଳୀଙ୍କ ଓଲଟା ଚିତ୍ର କରି ଦର୍ଶକଙ୍କୁ ନିଆରା ଭେଟି ପ୍ରଦାନ କରିଛନ୍ତି। ପ୍ରତ୍ୟେକ ପର୍ବପର୍ବାଣି ମାନଙ୍କରେ ଆୟୁଷ ଯେଉଁଭଳି ଭାବେ ଦୁଇହାତରେ…

ଆଜି ଆଲୋକର ପର୍ବ ଦୀପାବଳି , ଉତ୍ସବମୂଖର ଗାଁଠୁ ସହର: ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ ସହ ବଡବଡୁଆ ଡାକିଲେ ଶ୍ରଦ୍ଧାଳୁ

ପୁରୀ : ଆଜି ଆଲୋକର ପର୍ବ ଦୀପାବଳୀ  । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର  । ସବୁଠି ଭକ୍ତମୟ ପରିବେଶ  । ମାଆ କାଳୀଙ୍କ ଆବାହନ ଲାଗି ସବୁଠି ଚାଲିଛି ପ୍ରସ୍ତୁତି । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘରଠୁ ଅଫିସ୍ । ଆଜି ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ କରିବା ସହ ବଡବଡୁଆଙ୍କ…

ପୟା ଶ୍ରାଦ୍ଧ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ବଡବଡୁଆ ଡାକିବାପାଇଁ ଶ୍ରୀମନ୍ଦିର ନିକଟରେ ସ୍ଥାନ ଚିହ୍ନଟ

ପୁରୀ: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ସବୁଆଡେ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଝିଲମିଲ ଆଲୋକରେ ଝଲସୁଛି ସାରା ଅଞ୍ଚଳ । ଦୀପାବଳି ଦିନ ପୟାଶ୍ରାଦ୍ଧ ପଡିଥାଏ । ଏଥିପାଇଁ ପୁରୀରେ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥାଏ । ଏହି ଅବସରରେ ସିଂହ…

ପୁରୀରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଫାଇଭ ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ : ନିର୍ଦ୍ଧାରିତ ସମୟ ମଧ୍ୟରେ କାମ…

ପୁରୀ : ପୁରୀରେ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଆଜି ସକାଳୁ ପୁରୀ ଆସି ପ୍ରଥମେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ…

ଶ୍ରୀମନ୍ଦିରରେ ଠେଲାପେଲା, ୧୦ ଆହତ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଅଘଟଣ । ଆଜି ସକାଳେ ମଙ୍ଗଳ ଆଳତି ସମୟରେ ଭିଡ ଅଧିକ ଥିବାରୁ ଠେଲାପେଲାରେ ୧୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ସମସ୍ତ ଆହତ ଶ୍ରଦ୍ଧାଳୁଙ୍କୁ ପୁରୀ ବଡ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିବା ବେଳେ ସମସ୍ତଙ୍କ ପ୍ରାଥମିକ ଚିକିତ୍ସା ପରେ…