Latest Odisha News

BREAKING NEWS

Browsing Category

ପୁରୀ

Puri

ଖୋଳା ହେବ ପୁରୀ ଏମାର ମଠ, ଖୋଲିବ ଗୁପ୍ତ ଧନ ରହସ୍ୟ

ପୁରୀ: ଖୋଲିବ ଗୁପ୍ତ ଧନ ରହସ୍ୟ । ପୁଣି ଖୋଳା ହେବ ପୁରୀ ଏମାର ମଠ । ପୂର୍ବରୁ ଚିହ୍ନଟ ହୋଇଥିବା ୩ଟି ସ୍ଥାନକୁ ଖୋଳିବ ପ୍ରଶାସନ । ତାପୂର୍ବରୁ ଯାଞ୍ଚ ପ୍ରକ୍ରିୟା ସରିଛି । ପୁରୀ ଉପଜିଲ୍ଲାପାଳ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୂର୍ବ ଚିହ୍ନଟ ସ୍ଥାନକୁ ଖୋଲାଯିବ । ମଠ ପରିଚାଳନା ସଦସ୍ୟ ବି…

[ଭିଡ଼ିଓ] ହାସ୍ୟ ରସାତ୍ମକ ଲେଖାରେ ସାମାଜିକ ବିପ୍ଲବ

ପୁରୀ : ସେ ଜଣେ ବିପ୍ଲବୀ କବି । ମନରେ ଅନେକ ବୈପ୍ଲବିକ ଚିନ୍ତା ନେଇ ଲେଖନୀ ନିଃସୃତ ଅନେକ ଲେଖା ସାହିତ୍ୟ ପୃଷ୍ଠା ମଣ୍ଡନ କରୁଥିଲା । ଲେଖାର ଧାରା ବଜାୟ ରହିଲା ହେଲେ ବଦଳିଗଲା ଲେଖିବାର ମୋଡ । ହାସ୍ୟରସାତ୍ମକ ବ୍ୟଙ୍ଗ କବିତା ଯୋଗୁ ତାଙ୍କ ମିଳିଲା ନୂଆ ଏକ ପରିଚୟ । କବି ରତ୍ନାକର ବେହେରାରୁ…

ଦୁର୍ଲଭ ପଦ୍ମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

ପୁରୀ: ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ଦୁର୍ଲଭ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । କୋଭିଡ୍ କଟକଣାରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଗତବର୍ଷ କରୋନା ପାଇଁ ମହାପ୍ରଭୁଙ୍କୁ ଏହି ବେଶ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ ଭକ୍ତ ।…

ବଡଦାଣ୍ଡରେ ପହଞ୍ଚିଲା ରଥକାଠ

ପୁରୀ : ବଡଦାଣ୍ଡରେ ପହଞ୍ଚିଲା ରଥକାଠ । ପୁରୀ ବଡଦାଣ୍ଡରେ ରଥ କାଠ ବୋଝେଇ ଟ୍ରକ ଆସି ପହଁଞ୍ଚି ସାରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୬୩ ଟି କାଠ ୩ଟି ଟ୍ରକରେ ଆସି ପହଁଞ୍ଚିଛି । ଚଳିତ ବର୍ଷ ମୋଟ୍ ୭୬୫ କାଠର ଆବଶ୍ୟକତା ରହିଛି ।ପୂର୍ବ ବର୍ଷର ୮୦ ଖଣ୍ଡ କାଠ ବଳକା ରହିଛିା ଚଳିତ ବର୍ଷ…

[ଭିଡ଼ିଓ] ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମ ବେଶ

ପୁରୀ: ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ  ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି…

ଆଜି ପୁରୀରେ ପହଞ୍ଚିବ ରଥ କାଠ

ନୟାଗଡ଼: ରଥଯାତ୍ରା ପାଇଁ ଆଜି ପୁରୀ ବଡ଼ଦାଣ୍ଡରେ ପହଞ୍ଚିବ ରଥ କାଠ । ନୟାଗଡ଼ରୁ ପ୍ରଥମ ରଥ କାଠ ପରିବହନର ଶୁଭାରମ୍ଭ କରାଯାଇଛି । ବନଖଣ୍ଡ ପକ୍ଷରୁ ପୂଜାର୍ଚ୍ଚନା ପରେ ପରିବହନ ଅନୁକୂଳ ହୋଇଛି । ଦଶପଲ୍ଲାରୁ ପୁରୀ ଅଭିମୁଖେ ବାହାରିଛି ଦୁଇ ଟ୍ରିପ୍‌ କାଠ । ପରମ୍ପରା ଅନୁସାରେ, ଆସନ୍ତା…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମ ବେଶ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ପଦ୍ମବେଶରେ ବିଭୂଷିତ ହେବେ । ବଡ଼ଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିର ପାରମ୍ପରିକ ସେବାୟତମାନେ ନିଷ୍ଠାର ସହ ଏହି ବେଶ ଶେଷ କରିଛନ୍ତି । କିମ୍ବଦନ୍ତୀ ଅନୁଯାୟୀ ସନ୍ଥ ମନୋହର…

ମିଳିଲା ଜଗା ଦର୍ଶନ: ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଲା ଶ୍ରୀମନ୍ଦିର

ପୁରୀ: ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଭକ୍ତ ଓ ଭଗବାନଙ୍କର ପୁଣି ଥରେ ମିଳନ ହୋଇଛି । ୨୦ ଦିନ ପରେ ଚର୍ମଚକ୍ଷୁରେ ଶ୍ରୀଜିଉଙ୍କୁ ଦର୍ଶନ କରି ମହା ଆନ୍ଦନ ପାଉଛନ୍ତି ଭକ୍ତ । ସକାଳ ୬ଟାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ଏଥିପାଇଁ ପ୍ରଶାସନ ସ୍ୱତନ୍ତ୍ର…

ଶ୍ରୀମନ୍ଦିର ପର୍ବପର୍ବାଣୀ ଓ ଯାନିଯାତ୍ରାର ଚୂଡ଼ାନ୍ତ ତାଲିକା ପ୍ରକାଶ

ପୁରୀ:  ଶ୍ରୀମନ୍ଦିର ପର୍ବପର୍ବାଣୀ ଓ ଯାନିଯାତ୍ରାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ଜାରି ତାଲିକା ଅନୁଯାୟୀ ଆସନ୍ତା ମେ ମାସ ୩ ତାରିଖରେ ପବିତ୍ର ଅକ୍ଷୟତୃତୀୟ ପଡୁଛି। ଏହିଦିନ ରଥକାଠ ଅନୁକୂଳ ସହ ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହେବ । ସେହିଭଳି ପ୍ରସିଦ୍ଧ ଚନ୍ଦନଯାତ୍ରା ବି ଏହି…

ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ କି ଶ୍ରୀମନ୍ଦିର, ଆଜି ନିଷ୍ପତ୍ତି

ପୁରୀ: ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ କି ଶ୍ରୀମନ୍ଦିର ? ଆଜି ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଶ୍ରୀମନ୍ଦିର ଖୋଲିବା ନେଇ ଆଜି ପୁରୀରେ ବସୁଛି ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ସାଢ଼େ ୪ଟାରେ ଏହି ବୈଠକ…