Latest Odisha News

BREAKING NEWS

Browsing Category

ପୁରୀ

Puri

ବଡଦାଣ୍ଡରେ ପହଞ୍ଚିଲା ରଥକାଠ

ପୁରୀ : ବଡଦାଣ୍ଡରେ ପହଞ୍ଚିଲା ରଥକାଠ । ପୁରୀ ବଡଦାଣ୍ଡରେ ରଥ କାଠ ବୋଝେଇ ଟ୍ରକ ଆସି ପହଁଞ୍ଚି ସାରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୬୩ ଟି କାଠ ୩ଟି ଟ୍ରକରେ ଆସି ପହଁଞ୍ଚିଛି । ଚଳିତ ବର୍ଷ ମୋଟ୍ ୭୬୫ କାଠର ଆବଶ୍ୟକତା ରହିଛି ।ପୂର୍ବ ବର୍ଷର ୮୦ ଖଣ୍ଡ କାଠ ବଳକା ରହିଛିା ଚଳିତ ବର୍ଷ…

[ଭିଡ଼ିଓ] ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମ ବେଶ

ପୁରୀ: ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ  ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି…

ଆଜି ପୁରୀରେ ପହଞ୍ଚିବ ରଥ କାଠ

ନୟାଗଡ଼: ରଥଯାତ୍ରା ପାଇଁ ଆଜି ପୁରୀ ବଡ଼ଦାଣ୍ଡରେ ପହଞ୍ଚିବ ରଥ କାଠ । ନୟାଗଡ଼ରୁ ପ୍ରଥମ ରଥ କାଠ ପରିବହନର ଶୁଭାରମ୍ଭ କରାଯାଇଛି । ବନଖଣ୍ଡ ପକ୍ଷରୁ ପୂଜାର୍ଚ୍ଚନା ପରେ ପରିବହନ ଅନୁକୂଳ ହୋଇଛି । ଦଶପଲ୍ଲାରୁ ପୁରୀ ଅଭିମୁଖେ ବାହାରିଛି ଦୁଇ ଟ୍ରିପ୍‌ କାଠ । ପରମ୍ପରା ଅନୁସାରେ, ଆସନ୍ତା…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମ ବେଶ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ପଦ୍ମବେଶରେ ବିଭୂଷିତ ହେବେ । ବଡ଼ଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିର ପାରମ୍ପରିକ ସେବାୟତମାନେ ନିଷ୍ଠାର ସହ ଏହି ବେଶ ଶେଷ କରିଛନ୍ତି । କିମ୍ବଦନ୍ତୀ ଅନୁଯାୟୀ ସନ୍ଥ ମନୋହର…

ମିଳିଲା ଜଗା ଦର୍ଶନ: ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଲା ଶ୍ରୀମନ୍ଦିର

ପୁରୀ: ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଭକ୍ତ ଓ ଭଗବାନଙ୍କର ପୁଣି ଥରେ ମିଳନ ହୋଇଛି । ୨୦ ଦିନ ପରେ ଚର୍ମଚକ୍ଷୁରେ ଶ୍ରୀଜିଉଙ୍କୁ ଦର୍ଶନ କରି ମହା ଆନ୍ଦନ ପାଉଛନ୍ତି ଭକ୍ତ । ସକାଳ ୬ଟାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ଏଥିପାଇଁ ପ୍ରଶାସନ ସ୍ୱତନ୍ତ୍ର…

ଶ୍ରୀମନ୍ଦିର ପର୍ବପର୍ବାଣୀ ଓ ଯାନିଯାତ୍ରାର ଚୂଡ଼ାନ୍ତ ତାଲିକା ପ୍ରକାଶ

ପୁରୀ:  ଶ୍ରୀମନ୍ଦିର ପର୍ବପର୍ବାଣୀ ଓ ଯାନିଯାତ୍ରାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ଜାରି ତାଲିକା ଅନୁଯାୟୀ ଆସନ୍ତା ମେ ମାସ ୩ ତାରିଖରେ ପବିତ୍ର ଅକ୍ଷୟତୃତୀୟ ପଡୁଛି। ଏହିଦିନ ରଥକାଠ ଅନୁକୂଳ ସହ ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହେବ । ସେହିଭଳି ପ୍ରସିଦ୍ଧ ଚନ୍ଦନଯାତ୍ରା ବି ଏହି…

ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ କି ଶ୍ରୀମନ୍ଦିର, ଆଜି ନିଷ୍ପତ୍ତି

ପୁରୀ: ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ କି ଶ୍ରୀମନ୍ଦିର ? ଆଜି ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଶ୍ରୀମନ୍ଦିର ଖୋଲିବା ନେଇ ଆଜି ପୁରୀରେ ବସୁଛି ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ସାଢ଼େ ୪ଟାରେ ଏହି ବୈଠକ…

ଖୋଲିପାରେ ଶ୍ରୀମନ୍ଦିର ! ଆସନ୍ତାକାଲି ବସିବ ବୈଠକ

ପୁରୀ : ଖୋଲିପାରେ ଶ୍ରୀମନ୍ଦିର । ଆସନ୍ତା କାଲି ଶ୍ରୀମନ୍ଦିର ଖୋଲିବା ନେଇ ବସିବ ବୈଠକ । ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏହି ବୈଠଳରେ ସେବାୟତ ପ୍ରତିନିଧି ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି…

ପୁରୀ ଶିଶୁକନ୍ୟା ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଗିରଫ

ପୁରୀ: ପୁରୀ  ଶିଶୁକନ୍ୟା ଦୁଷ୍କର୍ମ ଘଟଣା । ଟାଉନ ଥାନା ଅନ୍ତର୍ଗତ ସିଦ୍ଧବକୁଳ ଲେନରେ ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାର ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ପୁରୀ ପୋଲିସର ସ୍ବତନ୍ତ୍ର ଟିମ୍ ଅଭିଯୁକ୍ତ ମହେଶ ମହାନ୍ତିକୁ ଆଜି ଗିରଫ କରିଛି । ଏସପିଙ୍କ ନିର୍ଦ୍ଦେଶ କ୍ରମେ…

ପୁରୀରେ ପୁଣି ଲଜ୍ଜା, ୨ ବର୍ଷର ଶିଶୁକନ୍ୟାକୁ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ

ପୁରୀ : ପୁରୀରେ ପୁଣି ଲଜ୍ଜା ।ଗୋଟିଏ ପଟେ ୫ ବର୍ଷର ଶିଶିକନ୍ୟା ଦୁଷ୍କର୍ମ ଘଟଣା ୩୬ ଘଣ୍ଟା ନପୁରୁଣି ି ଆଉ ଗୋଟିଏ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ପୁଣି ୨ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଶିଶୁଟିକୁ ତାର ପିତା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । । ପୁରୀ ଟାଉନ ଥାନା ପରେ…