Latest Odisha News

BREAKING NEWS

Browsing Category

ପୁରୀ

Puri

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଉତ୍ତେଜନା ସହ ରାସ୍ତାରେ ପୋଡାଜଳା

ପୁରୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ପିପିଲି ଅନ୍ତର୍ଗତ ସିଫା କାର୍ଯ୍ୟଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ କାର ଭିତରେ ଧକ୍କା ହୋଇ ୪ ଜଣ ଗୁରତର ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳର ତିନିଜଣ କଲେଜ ପିଲା ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ଯୋଗୁଁ…

ଶ୍ରୀମନ୍ଦିରରେ ଗୁପ୍ତ ଗୁଣ୍ଡିଚା ନୀତି

ପୁରୀ : ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଗୁପ୍ତ ଗୁଣ୍ଡିଚା ନୀତି । ଦୁର୍ଗମାଧବ ରଥକୁ ବିଜେ ହୋଇଥିବା ବେଳେ ୧୨.୩୦ରେ ନାରାୟଣୀ ମନ୍ଦିରକୁ ବିଜେ ହୋଇଛନ୍ତି । ଦୁର୍ଗା ମାଧବ ଉପାସନାର ଅନନ୍ୟ ଐତିହ୍ୟ କ୍ଷେତ୍ର ନାରାୟଣୀ ମନ୍ଦିର । ଆଶ୍ବିନ ମାସରେ ଷୋଳପୂଜା ସମୟରେ ପ୍ରଥମ ଆଠ ଦିନ…

ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ, ଏବେ ବି ଜଣେ ନିଖୋଜ

ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ପୁରୀରେ ଅଘଟଣ । ଭାସିଗଲେ ୩ ଜଣ ପର୍ଯ୍ୟଟକ । ବର୍ତ୍ତମାନ ସୁଦ୍ଧା ୨ଜଣ ଉଦ୍ଧାର ହୋଇଥିବାବେଳେ, ଜଣେ ଏବେ ବି ନିଖୋଜ ଅଛନ୍ତି। ସେପଟେ ମିଳିଥିବା ସୂଚନା ମୁତାବକ ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି ସହିଦ ଅନଓ୍ବର । ଲାଇଟ ହାଉସ ସମ୍ମୁଖ ସମୁଦ୍ରରେ ସ୍ନାନ ସମୟରେ…

ବ୍ରହ୍ମଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରି ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିଛନ୍ତି । ଜିଲ୍ଲାରେ ୩ ଲକ୍ଷ ୬୪ ହଜାର ହିତାଧିକାରୀ ସ୍ମାର୍ଟକାର୍ଡ ଯୋଜନାରେ ଉପକୃତ ହେବେ । ସେହିପରି ବ୍ରହ୍ମଗିରିରେ ୧ ହଜାର ୬…

ବିଧାୟକଙ୍କ ନାଁରେ ୨ ହଜାର ଟଙ୍କା ଜରିମାନା

ପୁରୀ : ନିଷିଦ୍ଧାଞ୍ଚଳରେ ଗାଡି ଚଲାଇବା ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟଙ୍କ ପାଇଁ ପଡ଼ିଛି ମହଙ୍ଗା । ଶ୍ରୀ ମନ୍ଦିର ସମ୍ମୁଖରେ ଗାଡି ଭର୍ତି କରିଥିବାରୁ ବିଧାୟକଙ୍କ ଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ପୁରୀ ପୋଲିସ ବିଧାୟକଙ୍କ ଠାରୁ ଜରିମାନା ଆଦାୟ କରିଛି।ବିଧାୟକଙ୍କ…

ଆଜାଦୀ କା ଅମୃତ ମହୋତ୍ସବରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ

ପୁରୀ: ପୁରୀ ବେଳାଭୂମିରେ ୭୫ତମ ଆଜାଦୀ କା ଅମୃତ ମହୋତ୍ସବ। ଦୁଇଦିନିଆ ପୁରୀ ଗସ୍ତରେ ଆସି କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ପୁରୀ ବ୍ଲୁଫ୍ଲାଗ ବେଳାଭୂମିରେ ଝାଉଁ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କେନ୍ଦ୍ର…

ଆଜି ବ୍ରହ୍ମଗିରି ଯିବେ ମୁଖ୍ୟମନ୍ତ୍ରୀ, BSKYରେ ସ୍ମାର୍ଟ କାର୍ଡ ବାଣ୍ଟନର ଶୁଭାରମ୍ଭ କରିବେ

ପୁରୀ: ଆଜିଠୁ ପୁରୀ ଜିଲ୍ଲା ବ୍ରହ୍ମଗିରି ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଏଥିସହ ବ୍ରହ୍ମଗିରି ବିକାଶ ପାଇଁ ପ୍ରାୟ ହଜାରେ କୋଟି ଟଙ୍କାର ବିଭିନ୍ନ…

ମହାଳୟାରେ ପିତୃପକ୍ଷଙ୍କୁ ପିଣ୍ଡଦାନ

ପୁରୀ: ପବିତ୍ର ମହାଳୟା ଶ୍ରାଦ୍ଧ | ସୂର୍ଯ୍ୟ କନ୍ୟା ରାଶିରେ ଥିବା ସମୟରେ ଯେଉଁ ଅମାବାସ୍ୟା ପଡିଥାଏ ତାହା ମହାଳୟା ନାମରେ ନାମିତ | ଏହି ଦିନ ଶ୍ରାଦ୍ଧ ଦେବାର ଵିଧି ରହିଛି | ଏହିଦିନ ଯେଉଁ ଶ୍ରାଦ୍ଧ ବା ପିଣ୍ଡଦାନ କରାଯାଏ ସେଥିରେ ପିତୃପୁରୁଷଙ୍କ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ | ଏହି…

ଆସନ୍ତାକାଲି ମହାଳୟା ଅମାବାସ୍ୟାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ମହାଳୟା ଅମାବାସ୍ୟାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଆସନ୍ତାକାଲି ଭକ୍ତଙ୍କ ଅତ୍ୟଧିକ ଗହଳି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତି ନେଇଛନ୍ତି। କେବଳ ଆସନ୍ତାକାଲି ନୁହେଁ, ଚଳିତମାସ ୮ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପୂର୍ବରୁ…

ଷ୍ଟ୍ରଙ୍ଗରୁମରୁ ଟ୍ରେଜେରି ଗଲା ୫ କୁଇଣ୍ଟାଲ ରୁପା

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର କଳାହାଟ ଦ୍ଵାରର ରୁପା ସାମଗ୍ରୀ ସୁରକ୍ଷା ଦାୟିତ୍ବ  ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛି । ଷ୍ଟ୍ରଙ୍ଗରୁମରୁ ଟ୍ରେଜେରି ଗଲା ୫ କୁଇଣ୍ଟାଲ ରୁପା । ଶ୍ରୀମନ୍ଦିରର କଳାହାଟ ଦ୍ୱାର ପାଇଁ ଆସିଥିବା ସମସ୍ତ ୫ କ୍ୱିଣ୍ଟାଲ ରୁପାକୁ ଆଜି ନିଳାଦ୍ରୀ…