Latest Odisha News

BREAKING NEWS

Browsing Category

ସମ୍ବଲପୁର

Sambalpur

ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ 

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ପୁଣି ଦନ୍ତା ହାତୀର ମୃତ୍ୟୁ ହୋଇଛି । ଜୁଜୁମୁରା କଂସର ଜଙ୍ଗଲରେ ବିଦ୍ୟୁତ ଆଘାତରେ ମାଈ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।  ଜଙ୍ଗଲରେ ହାତୀଟି ବାଉଁଶ ଗଛ ଭାଙ୍ଗି ଖାଉଥିବା ବେଳେ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ହାତୀବାରିରୁ ଜୁଜୁମୁରା ୧୧…

ପ୍ରଫେସର ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାର ନୂଆ କୁଳପତି ନିଯୁକ୍ତ। ପ୍ରଫେସର ସଞ୍ଜୀବ ମିତ୍ତଲ ନୂଆ କୁଳପତି ଭାବରେ ନିଯୁକ୍ତି ପାଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଆସନ୍ତା ୪ବର୍ଷ ପାଇଁ ସେ ପଦରେ ରହିବେ। ପ୍ରଫେସର ସଞ୍ଜୀବ ମିତ୍ତଲ ବର୍ତ୍ତମାନ…

କୁଚିଣ୍ଡାରେ ପ୍ରଧାନଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କୁଚିଣ୍ଡା: ସମ୍ବଲପୁର କୁଚିଣ୍ଡା ଥାନା ଅନ୍ତର୍ଗତ ଲାଖପଡ଼ା ଗାଁରେ ଶିକ୍ଷକଙ୍କୁ ନିର୍ମମ ହତ୍ୟା । ଆଜି ଖଣ୍ଡେକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଶଙ୍କର ଜୟପୁରିଆ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ତାଙ୍କୁ କିଛି ଦୁର୍ବୁତ ଟାଙ୍ଗିଆରେ ହାଣି ଫେରାର ହୋଇଯାଇଥିଲେ ।ଗାଁ ଲୋକ…

କହେଲେ କହେବ ଓ କରବୁ ଯାହା ପାଏବୁ ତାହା ପୁସ୍ତକ ଉନ୍ମୋଚିତ

ସମ୍ବଲପୁର: କୋଭିଡ କଟକଣା ଭିତରେ ସମ୍ବଲପୁରର ସମଲେଶ୍ବରୀ ମନ୍ଦିର ପରିସରରେ ଡ. ଶ୍ୟାମସୁନ୍ଦର ଧରଙ୍କ ରଚିତ ସମ୍ବଲପୁରୀ ପୁସ୍ତକ "କହେଲେ କହେବ" ଓ ଡ. ବିଜୟ ପ୍ରଧାନଙ୍କ ରଚିତ ସମ୍ବଲପୁରୀ ଗଳ୍ପ ସଂକଳନ "କରବୁ ଯାହା ପାଏବୁ ତାହା" ଉନ୍ମୋଚିତ ହୋଇଯାଇଛି। ବରିଷ୍ଠ ନାଗରିକ ହେମନ୍ତ ଦଫେଦାର ଓ…

ଟ୍ରେନ୍ ରହଣି ଦାବିରେ ରେଙ୍ଗାଳିଠାରେ ରେଳରୋକ, ୧୨ ଘଣ୍ଟିଆ ବନ୍ଦ ପାଳନ

ସମ୍ୱଲପୁର: ଟ୍ରେନ ରହଣି ଦାବିରେ ରେଳରୋକ । ସମ୍ୱଲପୁର ଜିଲ୍ଲା ରେଙ୍ଗାଲିଠାରେ ଧାନବାଦ-ଏଲଏପି ଟ୍ରେନ୍ ପୁନଃ ରହଣି ଦାବିରେ ଆଜି ରେଳରୋକ କରାଯାଇଛି । ଏହାସହ ନାଗରିକ କ୍ରିୟାନୁଷ୍ଠାନ କମିଟି ଡାକରାରେ ୧୨ ଘଣ୍ଟିଆ ରେଙ୍ଗାଲି ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ନାଗରିକ କ୍ରିୟାନୁଷ୍ଠାନ…

ଉର୍ଦ୍ଦୁ କବି ଜନାବ ସିନ କାଫ ନିଜାମଙ୍କୁ ୨୦୧୯ ଜାତୀୟ ଗଙ୍ଗାଧର ସମ୍ମାନ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୪ ତମ ପ୍ରତିଷ୍ଠା ଦିବସ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି । କୁଳପତି ପ୍ରଫେସର ଦୀପକ ବେହେରାଙ୍କ ଦିଗଦର୍ଶନରେ ଅନୁଷ୍ଠିତ ଅନଲାଇନ ସଭାରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଅର୍କକେଶରୀ ଦାସ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି…

IIM ସମ୍ୱଲପୁର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ସମ୍ୱଲପୁର: ଆଇଆଇଏମ୍‌ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଆଜି ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଶ୍ରୀଜଗନ୍ନାଥ ଓ ମାଆ ସମଲେଇଙ୍କୁ ପ୍ରଣାମ କରି ସମ୍ବୋଧନ ଆରମ୍ଭ କରିଛନ୍ତି…

ଏକ୍ସପ୍ରେସ ଟ୍ରେନ୍ ରହଣି ଦାବିରେ ସମ୍ବଲପୁର ଜିଲ୍ଲା ବାମରାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ସମ୍ୱଲପୁର: ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ସମ୍ୱଲପୁର ଜିଲ୍ଲା ବାମରାରେ ବନ୍ଦ ପାଳନ । ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଆନ୍ଦୋଳନକାରୀ ସକାଳୁ ସକାଳୁ ରେଳରୋକ କରିଛନ୍ତି । ଫଳରେ ଏହି ରୁଟରେ ବାଧାପ୍ରାପ୍ତ ହୋଇଛି ଟ୍ରେନ ଚଳାଚଳ । ବହୁ ଟ୍ରେନ ବିଭିନ୍ନ ସ୍ଥାନରେ ଅଟକି ରହିଛି । ୩ଟି…

ଜାନୁଆରୀରୁ ହୀରାକୁଦରେ ପକ୍ଷୀ ଗଣନା

ସମ୍ବଲପୁର: ୨୦୨୧ ମସିହା ଜାନୁଆରୀ ପ୍ରଥମ ସପ୍ତାହରେ ହୀରାକୁଦ ଡ୍ୟାମ ଅଞ୍ଚଳରେ ଆରମ୍ଭ ହେବ ବାର୍ଷିକ ଗଣନା କାର୍ଯ୍ୟ । ଏ ନେଇ ସୂଚନା ଦେଇ ହୀରାକୁଦ ବନଖଣ୍ଡ ଅଧିକାରୀ କହିଛନ୍ତି ଯେ, ଏଥି ପାଇଁ ୪ ଟି ଟିମ୍ ଗଠନ କରାଯିବ । ପକ୍ଷୀମାନଙ୍କ ସୁରକ୍ଷା ପାଇଁ ୩୦ ଜଣ କର୍ମଚାରୀଙ୍କୁ ଦାୟିତ୍ୱ…

ଭାରସାମ୍ୟ ହରାଇ ବ୍ରିଜରେ ପିଟି ହେଲା ବାଇକ୍, ଦୁଇ ଆରୋହୀ ମୃତ

ସମ୍ୱଲପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ । ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ରାସ୍ତାର ଡ଼ିମିରିକୁଦା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ରେଢ଼ାଖୋଲ ଏଲଆଇସି କଲୋନୀର ଅଭିଜିତ ପାଣିଗ୍ରାହୀ ଓ ରଥସାହିର…