Latest Odisha News

BREAKING NEWS

Browsing Category

ସୋନପୁର

Sonepur

ରାଜରାସ୍ତାକୁ ଓଲ୍ହାଇଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସୋନପୁର: ରାଜରାସ୍ତାକୁ ଓଲ୍ହାଇଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ । ସମସ୍ତ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଚିହ୍ନଟ, ଛୋଟ ଓ ବଡ଼ ସମସ୍ତ ଜମାକାରୀଙ୍କ ସମସ୍ତ ଟଙ୍କା ଫେରସ୍ତ ଦାବି ନେଇ ଏହି ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ । ସୁବର୍ଣ୍ଣପୁର…

ଉଦଯାପିତ ହେଲା ଚୁଡାଖାଇ ଡଙ୍ଗର ଲୋକ ମହୋତ୍ସବ ୨୦୨୩

ସୋନପୁର: ଉଦଯାପିତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ପ୍ରସିଦ୍ଧ ଚୁଡାଖାଇ ଡଙ୍ଗର ଲୋକ ମହୋତ୍ସବ ୨୦୨୩ । ପ୍ରଥମ ସଂଧ୍ୟା ଭଳି ଶେଷ ସଂଧ୍ୟା ମଧ୍ୟ ଥିଲା ରଙ୍ଗୀନ । ଲୋକଗୀତ ଓ  ଲୋକନୃତ୍ୟରେ ଦୁଲୁକିଥିଲା ଚୁଡାଖାଇ ମଣ୍ଡପ । ଏକ ରଙ୍ଗାରଙ୍ଗ ପରିବେଶ ସହ ରଙ୍ଗୀନ ଆଲୋକମାଳାରେ ବେଶ ଝଲସିଥିଲା…

ପବିତ୍ର ମହାଅଷ୍ଟମୀରେ ମହିଷା ମର୍ଦ୍ଧିନୀ ବେଶରେ ଦର୍ଶନ ଦେଉଛି ଇଷ୍ଟଦେବୀ ମା ସୁରେଶ୍ବରୀ

ସୋନପୁର: ଆଜି ମଣ୍ଡପରେ ମାଁଙ୍କ ଅଷ୍ଟମୀ ଓ ପିଠରେ ନବମୀ ପୂଜା ଚାଲିଛି । ଆଜି ଶୁକ୍ଲ ଅଷ୍ଟମୀ ତିଥିରେ ଇଷ୍ଟଦେବୀ ମା ସୁରେଶ୍ବରୀ ମହିଷା ମର୍ଦ୍ଧିନୀ ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆସନ୍ତାକାଲି ଶୁକ୍ଳ ନବମୀ ତିଥିରେ ଦେବୀ ମା ଧୂମାବତୀ ବେଶ ଧାରଣ କରିବେ । ପୂର୍ବରୁ…

ମା’ ସୁରେଶ୍ୱରୀଙ୍କ ଜୟ ଦୁର୍ଗା ବେଶ

ସୋନପୁର: ଧରାବତରଣ କଲେ ମହାମାୟା । ଆଜି ମଣ୍ଡପରେ ମା’ଙ୍କ ସପ୍ତମୀ ଓ ପିଠରେ ଅଷ୍ଟମୀ ପୂଜା ଚାଲିଛି । ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟ ଦେବୀ ମା’ ସୁରେଶ୍ୱରୀ ଆଜି ଅଷ୍ଟମୀ ତିଥିରେ ଜୟ ଦୁର୍ଗା ବେଶରେ ଶ୍ରଦ୍ଧାଳୁ ମନଙ୍କୁ ଦର୍ଶନ ଦେଉଛନ୍ତି । ଭୋର ସକାଳୁ ସକାଳୁ ଭକ୍ତଙ୍କ ବେଶ…

ମାଁ ଲଙ୍କେଶ୍ୱରୀଙ୍କ ପୀଠରେ ଦଶହରା ମହା ଆଳତୀ

ସୋନପୁର: ଜୁନାଗଡ଼ ସହର ଓ ଆଖପାଖ ଅଞ୍ଚଳର ପ୍ରତ୍ୟକ ଶକ୍ତି ପୀଠରେ ଦଶହରା ପୂଜା ଚାଲିଥିବା ବେଳେ ସବୁ ପୂଜା ମଣ୍ଡପରେ ବେଶ ଜାକଜମକରେ ଜଗତ ଜନନୀ ମା ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଛି। ଏହିସବୁ ପୀଠ ଓ ମଣ୍ଡପ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ ବଢ଼ିବାରେ ଲାଗିଥିବା ଦେଖିବାକୁ ମିଳୁଛି । ମହାନଦୀ…

ପବିତ୍ର ମହାଳୟା, ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ସୁରେଶ୍ଵରୀ

ସୋନପୁର: ଆଜି ପବିତ୍ର ମହାଳୟା । ଆଶ୍ବିନ କୃଷ୍ଣ ଅମାବାସ୍ୟା ତିଥିରେ ସୋନପୁର ଗଡଜାତର ଇଷ୍ଟଦେବୀ ମାଆ ସୁରେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ଗଡ଼ଜାତର ମହାବଳୀ ପରମ୍ପରା ଅତି ପ୍ରାଚୀନ ହୋଇଥିବାବେଳେ ବଳୀଯାତ୍ରାରେ ଇଷ୍ଟଦେବୀ ବିଭିନ୍ନ ବେଶ ଧାରଣ କରି ମହାଳୟାରୁ ଦଶମୀ ତିଥି ଯାଏଁ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ଉଲୁଣ୍ଡା: ଦୁର୍ଘଟଣାରେ ଦୁଇ ମୃତ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମେଟାକାନୀ ବୁଲାଣି ରାସ୍ତାରେ ବାଇକ ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଯୁବକ ମାନେ ହେଲେ ଢେଳେଇ ଗ୍ରାମର କାହ୍ନା ମିଶ୍ର ଏବଂ ଅଇଁଲାଛାଟର ସୁଶାନ୍ତ ସାହୁ ବୋଲି ଜଣାପଡିଛି । ସୂଚନା…

୧୨ ଘଣ୍ଟିଆ ଡୁଙ୍ଗୁରିପାଲି ବନ୍ଦ; ଯାତାୟତ ଠପ୍

ସୋନପୁର: ଆଜି ୧୨ ଘଣ୍ଟିଆ ଡୁଙ୍ଗୁରିପାଲି ବନ୍ଦ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ନିକଟ ୨୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ଅବହେଳା ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସଚେତନ ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ଡୁଙ୍ଗୁରିପାଲି ବନ୍ଦ କରାଯାଇଛି । ଫଳରେ  ଯାତାୟତ…

ଜାତୀୟ ରାଜପଥ ପ୍ରଶସ୍ତିକରଣ ଅବହେଳା ପ୍ରତିବାଦରେ ୧୨ଘଣ୍ଟିଆ ରାସ୍ତା ଅବରୋଧ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ନିକଟ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ । ଜାତୀୟ ରାଜପଥର ପ୍ରଶସ୍ତିକରଣ ଅବହେଳା ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସଚେତନ ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ବରଗଡ଼ ବୋରିଗୁମା ରାସ୍ତାର  ଡୁଙ୍ଗୁରିପାଲି ଠାରେ  ୨୬ ନମ୍ବର…

ବାହାରିଲା ମାଁ ଶୁରେଶ୍ଵରୀଙ୍କ ନୁଆଁଖାଇ ଲଗ୍ନ

ସୋନପୁର: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସେପ୍ଟେମ୍ବର ୨୦ ତାରିଖରେ ପାଳନ ହେବ। ଗତକାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କର ନୁଆଁଖାଇ ଲଗ୍ନ ବାହାରିଥିବା ବେଳେ ଆଜି ସୁବର୍ଣ୍ଣପୁରର ଇଷ୍ଟଦେବୀ ମା’ ଶୁରେଶ୍ଵରୀଙ୍କର ନୁଆଁଖାଇ ଲଗ୍ନ ବାହାରିଛି । ସୋନପୁର ଗଡଜାତ…