Latest Odisha News
Browsing Category

କଥାକୁହା ଫଟୋ

କଥାକୁହା ଫଟୋ: ବ୍ୟସ୍ତବହୁଳ ରାଜ୍ୟ ସଚିବାଳୟ ସାମ୍ନା ବର୍ଷାର ଦୃଶ୍ୟ…

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ମୌସୁମୀ ଜନିତ ବୃଷ୍ଟିପାତ ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି କୃଷକ । ଆଗାମୀ ଦିନରେ ଲଘୁଚାପଜନିତ ବର୍ଷାର ସମ୍ଭାବନା ରହିଥିବାର ସୂଚନା ମଧ୍ୟ ପ୍ରଦାନ କରିଛି…

କଥାକୁହା ଫଟୋ: ବାଲୁକାଶିଳ୍ପୀଙ୍କ କଳାକୃତିରେ ‘ଆମ ରସଗୋଲା’…

ଭୁବନେଶ୍ୱର: ‘ଓଡ଼ିଶା ରସଗୋଲା’କୁ ଜିଆଇ ମାନ୍ୟତା ମିଳିବା ପରେ ସମଗ୍ର ରାଜ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ଅବସରରେ ରାଜଧାନୀସ୍ଥିତ ‘ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ’ କାର୍ଯ୍ୟାଳୟ ପରିସରରେ ଶିଳ୍ପୀ ସୁବଳ ମହାରଣାଙ୍କ ଓଡ଼ିଶା ରସଗୋଲାକୁ ନେଇ ପ୍ରକାଣ୍ଡ ବାଲୁକାକଳା ‘ଆମ ରସଗୋଲା’ ।

କଥାକୁହା ଫଟୋ: ପୁରୀ ବେଳାଭୂମିରେ ୧ ହଜାର ସ୍ୱେଚ୍ଛାସେବୀଙ୍କ ସର୍ବବୃହତ ସ୍ୱଚ୍ଛତା କାର୍ଯ୍ୟକ୍ରମ

ପୁରୀ: ପବିତ୍ର ପୁରୀ ସହରରେ ଓଡ଼ିଶାର ସର୍ବବୃହତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାରାଷ୍ଟ୍ରର ‘ଶ୍ରୀ ସନ୍ଥ ଜନାର୍ଦ୍ଦନ ସ୍ୱାମୀ ଶଙ୍କର ସଂସ୍ଥା’ ପକ୍ଷରୁ ପ୍ରାୟ ୧,୦୦୦ରୁ ଅଧିକ ସ୍ୱେଚ୍ଛାସେବୀ ପୁରୀ ବେଳାଭୂମିରେ ସଫା-ସୁତରା କାର୍ଯ୍ୟକରି ସ୍ୱଚ୍ଛତା ବଜାୟ ରଖିଥିଲେ । ଦୀର୍ଘ…

କଥାକୁହା ଫଟୋ: ଅସରାଏ ବର୍ଷା ପରେ ବିଲରେ ଆରମ୍ଭ ହେଲା ଧାନରୁଆ କାମ…

ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ମୌସୁମୀ ଜନିତ ବୃଷ୍ଟିପାତ ଜାରି ରହିଥିବା ବେଳେ ଏବେ ଧାନବିଲରେ ଚାଲିଛି ଧାନରୁଆ କାମ । ଏଥର ଓଡ଼ିଶାକୁ ବିଳମ୍ବରେ ମୌସୁମୀ ଛୁଇଁଥିବା ବେଳେ ଗତ ତିନିଦିନ ଧରି ଲଗାଣ ବର୍ଷା ଓଡ଼ିଆ ଚାଷୀଙ୍କ ମନରେ ଆଣିଦେଇଛି ଉତ୍ସାହ ।

କଥାକୁହା ଫଟୋ: ଲଗାଣ ବର୍ଷା ପରେ ଧାନବିଲରେ ବ୍ୟସ୍ତ ଚାଷୀ…

ଭୁବନେଶ୍ୱର: ମୌସୁମୀ ସକ୍ରିୟ ହେବା ପରେ ଏବେ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ ଲଗାଣ ବୃଷ୍ଟିପାତ ଜାରି ରହିଛି । ଅସରାଏ ବର୍ଷା ପରେ ପରିସମାପ୍ତି ଘଟିଛି କୃଷକଙ୍କ ପ୍ରତୀକ୍ଷା । ଧାନବିଲରେ ହଳ-ଲଙ୍ଗଳ ଧରି ଚାଷକାର୍ଯ୍ୟରେ ବ୍ୟସ୍ତ ରହିବାରେ ଲାଗିଛନ୍ତି ଚାଷୀ ।

କଥାକୁହା ଫଟୋ: ମେଘୁଆ ଆକାଶ ଦେଖି ବିଭୋର କୃଷକ, ଚାଷଲାଗି ଏବେଠୁଁ ସଜବାଜ…

ଭୁବନେଶ୍ୱର: ପାଣିପାଗ ବିଭାଗର ସୂଚନାନୁଯାୟୀ ଆସନ୍ତା ୪ଦିନ ଧରି ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଅନେକ ସ୍ଥାନରେ କୃଷିକାର୍ଯ୍ୟ ଆରମ୍ଭ ହୋଇନଥିଲେ ମଧ୍ୟ ଆଜିର ଅସରାଏ ବର୍ଷା ଚାଷୀ ମନରେ ଆଣି ଦେଇଛି ଖୁସି ।

କଥାକୁହା ଫଟୋ: ପାଟକୁରା ନିର୍ବାଚନ ବିଜୟ ହାସଲ ପରେ ବିଜେଡ଼ି ସଭାପତିଙ୍କୁ କର୍ମୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପାଟକୁରାରେ ବିଜେଡ଼ିର ବିପୁଳ ବିଜୟ ପରେ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳର କର୍ମୀ ଓ ନେତାମାନେ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଏହି ବିଜୟର ଶ୍ରେୟ ଦଳୀୟ ନେତା ଓ କର୍ମୀଙ୍କ କଠିନ ପରିଶ୍ରମକୁ ଦେବା ସହ ବିଜୁ ଜନତା ଦଳ ଉପରେ ନିରନ୍ତର ଆସ୍ଥା ଓ ବିଶ୍ୱାସ…

କଥାକୁହା ଫଟୋ: ସଫଳତାର ନୂଆ ଅଧ୍ୟାୟ, ଓଡ଼ିଶା ମାଟିରେ ଭାରତୀୟ ଟିଟିଦଳର ଶ୍ରେଷ୍ଠ ପ୍ରଦର୍ଶନ

କଟକ: ଭାରତୀୟ କ୍ରୀଡ଼ା ସଫଳତାର ଶୀର୍ଷରେ ପହଞ୍ଚୁଥିବା ବେଳେ ଏଥିରେ ଓଡ଼ିଶାର ଅବଦାନ ଅତୁଳନୀୟ । କଟକସ୍ଥିତ ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିୟନସିପରେ ଭାରତ ୧୫ଟି ପଦକ ହାସଲ କରିପାରିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ…

କଥାକୁହା ଫଟୋ: ସାଳନ୍ଦୀ ନଦୀରୁ ଜଳ ସଂଗ୍ରହ ପରେ ଆରଡ଼ି ପୀଠକୁ କାଉଡ଼ିଆଙ୍କ ଯାତ୍ରା…

ଭଦ୍ରକ: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଓଡ଼ିଶାର ସମସ୍ତ ପୁରାତନ ଶୈବପୀଠ ଗୁଡ଼ିକରେ ମହାଦେବଙ୍କୁ ପବିତ୍ର ଜଳାଭିଷେକ କରିବା ନିମନ୍ତେ କାଉଡ଼ିଆଙ୍କ ଭିଡ଼ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି…

କଥାକୁହା ଫଟୋ: ଶ୍ରାବଣ ସୋମବାର ଲାଗି ଶିବାଳୟ ଅଭିମୁଖେ କାଉଡ଼ିଆ…

ଭଦ୍ରକ: ଶ୍ରାବଣମାସର ପ୍ରଥମ ସୋମବାର ମହାଦେବଙ୍କୁ ପବିତ୍ର ଜଳାଭିଷେକ କରିବେ ଶ୍ରଦ୍ଧାଳୁ । ଓଡ଼ିଶାର ବିଭିନ୍ନ ଶିବାଳୟ ଅଭିମୁଖେ ରବିବାର ଦିନ ଯାତ୍ରାରମ୍ଭ କରିଛନ୍ତି ହଜାର ହଜାର ଶିବଭକ୍ତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପବିତ୍ର ଆରଡ଼ି ପୀଠର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ…