Latest Odisha News

BREAKING NEWS

Browsing Category

ରାଜନୀତି

କ୍ୟାପିଟାଲ ହସ୍‌ପିଟାଲ ଓ ଆଚାର୍ଯ୍ୟ ହରିହର କର୍କଟ ହସ୍‌ପିଟାଲର ଆଉଟସୋର୍ସିଂକୁ କଂଗ୍ରେସର ବିରୋଧ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ଏବଂ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲକୁ ରାଜ୍ୟ ସରକାର ଘରୋଇକରଣ କରିବା ଲକ୍ଷ୍ୟରେ ଅଛନ୍ତି ବୋଲି ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ । ଏଭଳି କିଛି ନିଷ୍ପତ୍ତି କିମ୍ବା ଘୋଷଣା ସରକାରଙ୍କ ପକ୍ଷରୁ ହୋଇନାହିଁ । କିନ୍ତୁ ଓଡ଼ିଶା ପ୍ରଦେଶ…

ସମର୍ଥନ ଘୋଷଣା ପରେ ବି ଦ୍ରୌପଦୀଙ୍କ ବୈଠକକୁ ଉଦ୍ଧବଙ୍କୁ ଡକାଗଲାନି

ମୁମ୍ବାଇ: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶିବସେନା ସମର୍ଥନ କରିବ ବୋଲି ଘୋଷଣା କରିଛି। ଆଜି ମୁର୍ମୁ ମୁମ୍ବାଇ ଆସୁଛନ୍ତି । କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନାର ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ଏହି ବୈଠକରେ ସାମିଲ ହେବାକୁ ନିମନ୍ତ୍ରଣ…

ଗୁରୁତ୍ୱପୂର୍ଣ୍ଣ ବୈଠକ ଛାଡ଼ି ବିଦେଶ ଗସ୍ତରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର ୟୁରୋପ ଗସ୍ତରେ ଯାଇଛନ୍ତି । ଭାରତରେ ଦୁଇଟି ଦଳୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଛାଡ଼ି ବ୍ୟକ୍ତିଗତ କାମ ପାଇଁ ରାହୁଲ ବିଦେଶ ଗସ୍ତ କରିଛନ୍ତି । ରାହୁଲ ରାଷ୍ଟ୍ରପତି ନିର୍ବାଚନ ଆଗରୁ ରବିବାର ସୁଦ୍ଧା ଫେରିବେ ବୋଲି ଏନଡିଟିଭି ପକ୍ଷରୁ…

ଦ୍ରୌପଦୀଙ୍କୁ ସମର୍ଥନ କଲେ ଶିବସେନାର ଅଧିକାଂଶ ସାଂସଦ, ଏକଟୁିଆ ପଡିଗଲେ ସଞ୍ଜୟ ରାଉତ

ମୁମ୍ବାଇ: ବିଧାୟକ, କର୍ପୋରେଟର ପରେ ଏବେ ସାଂସଦକୁ ନେଇ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଚିନ୍ତିତ। ସୋମବାର ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଉଦ୍ଧବଙ୍କ ନେତୃତ୍ୱରେ ବୈଠକ ବସିଥିଲା। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବେ ନା ମିଳିତ ବିରୋଧୀ ମେଣ୍ଟର ପ୍ରାର୍ଥୀ…

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ଋଷି ସୁନକ; ସାମ୍ବାଦିକଙ୍କୁ ଚା’ ପିଆଇ ଚର୍ଚ୍ଚାରେ ପତ୍ନୀ ଅକ୍ସତା ମୂର୍ତ୍ତି

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ଋଷି ସୁନକ । ସମର୍ଥନ ଜୁଟାଇବାରେ ସେ ଲାଗିପଡ଼ିଛନ୍ତି । ଏକା ସାଙ୍ଗେ କନଜରଭେଟିଭ ଦଳର ମୁଖ୍ୟ ଏବଂ ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏ ସକାଶେ ବିଭିନ୍ନ ନେତାଙ୍କୁ ଭେଟିବା ସହ ବିଭିନ୍ନ ମହଲର ସହଯୋଗଡ଼ ଲୋଡୁଛନ୍ତି…

ନୂପୁର ଏବଂ ମହୁଆଙ୍କୁ ବିବାଦୀୟ ମନ୍ତବ୍ୟ ପାଇଁ କାହିଁକି ସମର୍ଥନ କଲାନି ନିଜ ଦଳ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଦୁଇ ପ୍ରମୁଖ ବିରୋଧୀ ବିଜେପି ଏବଂ ଟିଏମସି ଏବେ ନିଜ ନିଜର ଦଳୀୟ ନେତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଫସିଯାଇଛନ୍ତି । ଆଉ ଦେଶରେ ରାଜନୈତିକ ମାହୋଲ ଏବଂ ଭୋଟ୍ ବିଭାଜନ ଭୟରେ ଦଳୀୟ ନେତାଙ୍କ ସମର୍ଥନ କରିନାହାନ୍ତି। ଯଦିଓ ପରଦା ଆଢୁଆଳରେ ସଂପୃକ୍ତ…

ଜଗନମୋହନଙ୍କ ଦଳରୁ ଇସ୍ତଫା ଦେଲେ ମା ବିଜୟଲକ୍ଷ୍ମୀ; ତେଲେଙ୍ଗାନାରେ ଝିଅକୁ କରିବେ ସାହାଯ୍ୟ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ମା' ବିଜୟଲକ୍ଷ୍ମୀ ୱାଇଏସଆର କଂଗ୍ରେସ ସମ୍ମାନୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଗୁଣ୍ଟୁର ଠାରେ ହେଉଥିବା ଦୁଇ ଦିନିଆ ମେଗା ସମାବେଶରେ ବିଜୟାମ୍ମା ଇସ୍ତଫା ଘୋଷଣା କରିଥିଲେ । ଏହା ସହ ୱାଇଏସଆର କଂଗ୍ରେସରୁ…

ପହଁଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ: ନବୀନ ନିବାସରରେ କରିବେ ମଧ୍ୟାହ୍ନ ଭୋଜନ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ  ଭୁବନେଶ୍ବରରେ ପହଁଚିଛନ୍ତି ।  ସକାଳେ ଦିଲ୍ଲୀରୁ ବାହାରି ଭୁବନେଶ୍ବର  ବିମାନବନ୍ଦରରେ ଆସି ପହଁଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି । ବିଜେପି ସଭାପତି ସମୀର ମହାନ୍ତିଙ୍କ ସହ ଅନେକ ବିଜେପି ନେତା…

ସରକାରୀ କାର୍ଯ୍ୟକ୍ରମର ଅତିଥି ତାଲିକାରେ ନାହିଁ ବିଜେପି ସାଂସଦଙ୍କ ନାଁ: ଅପରାଜିତା କହିଲେ, ଏତେ ସଂଙ୍କୀର୍ଣ୍ଣ…

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟ ସରକାରଙ୍କ ତରଫରୁ ରାଜଧାନୀରେ ୭୩ ତମ ବନ ମହୋତ୍ସବ ପାଳନ ହେବ। ଏହି ମହୋତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ, ମେୟରଙ୍କ ସମେତ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ମନ୍ତ୍ରୀ ଏବଂ ବିଧାୟକ । ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ…

ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ; ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁଖତାର୍ ଅବ୍ବାସ ନକଭୀ

ନୂଆଦିଲ୍ଲୀ: ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟର ମନ୍ତ୍ରୀ ମୁଖତାର ଅବ୍ବାସ ନକଭୀ ବୁଧବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମୁଖତାରଙ୍କ ଇସ୍ତଫା ସମ୍ଭାବ୍ୟ ପ୍ରାର୍ଥୀତ୍ବ ପାଇଁ ବଳ ଯୋଗାଇଛି । ଏବେ ବାଜପେୟୀ ଅମଳର ଏହି ଟାଣୁଆ ନେତାଙ୍କୁ ଦେଶର ଦ୍ବିତୀୟ…