Latest Odisha News

BREAKING NEWS

Browsing Category

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୭ ସମସ୍ତ ଅପେକ୍ଷାର ଅନ୍ତଃ ଘଟେଇ ଅନ୍ନପୂର୍ଣ୍ଣେଶ୍ବରୀ ଧରମହାପାତ୍ର ଇହଲୀଳା ସମ୍ବରଣ କଲେ। ସମସ୍ତଙ୍କର ଅକ୍ଳାନ୍ତ ଚେଷ୍ଟା ସତ୍ତ୍ଵେ ସବୁ ପାଣି ଫାଟିଗଲା .... ପାଣି ଫୋଟକା ପରି ସବୁ ମିଳେଇଗଲା କ୍ଷଣିକରେ। ତଥାପି ଆମେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୬  କାମ ସହିତ ଦାୟିତ୍ୱ ! ବଡ ଫୋଟକୁ ବହୁତ ଗୁଡିଏ ଫ୍ଲେକ୍ସ ସିଟରେ କଲି।ବିଭିନ୍ନ ଜାଗାରେ ଲଗାଇବାକୁ ହବ। ଲାମିନେଟ୍ ବି କଲି। ସବୁ ନିମନ୍ତ୍ରଣ ପତ୍ରରେ ଫଟୋ ରଖିଲି। ଯେଉଁ ସମସ୍ତେ ଅତିଥି ହେବେ ତାଲିକା କଲି।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୫ ଦାଦାଭାଇଙ୍କ ପାଖକୁ ଯିବାକୁ ମନ ହେଉଛି । ଅସରନ୍ତି ସ୍ନେହର ଭଣ୍ଡାର... ଅଶେଷ ଜ୍ଞାନର ଅମାର... ଆଃ ! ସବୁ ସମସ୍ୟାର ସମାଧାନ ଖୋଜିବା ଅପେକ୍ଷା କିଛି କରି ଦେଖାଇବାର ବେଳ । ଏ ସମୟ , ତୁ ଅଟକି ଯାଆରେ ଟିକିଏ ... ମୁଁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୪ ର' (Raw)ପାଇଁ କାମକରି ମିଳେ କଣ ...ଯିଏ କରେ ,ସେ ମାଟିକୁ ଭଲପାଏ, ମାଆକୁ ଭଲପାଏ...ମାଆଙ୍କୁ ନିଜରଭାବିଲେ ବଳିଦାନ ଦେବାକୁ ପଡେ ..ଉଃ ଅସହ୍ୟ ... ବଳିଦାନର ବା ମୂଲ୍ୟାୟନ କିଏ କରିପାରିବ ! କାମର ଚାପ ଏବେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୩ ଶ୍ରୀମନ୍ତର ଇଚ୍ଛା ସିଗମଣ୍ଡ ଫ୍ରୟେଡଙ୍କ ମାଟି ଅଷ୍ଟ୍ରିଆରେ ରହି ଗବେଷଣା କରିବ .. ଡକ୍ଟର ବେଞ୍ଜାମିନ ରସ୍ ହୋଇଯିବକି ସେ... ସଂହିତା ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞା ହେବ... 'ଦେବୀ ଭବନ'ର ଭାବି ଉତ୍ତରାଧିକାରୀ ଏ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୨ ସବୁ ଦୋଷ ଜଣକର ନୁହେଁ ତ କେବେ, ହୋଇ ନପାରେ ବି।କାହାର କମ କାହାର ବେଶି ଥାଇପାରେ। କୁଆଁରୀ ଝିଅଟି ମାଆ ହୋଇଯାଏ ..ମାଂସର ଡାକ ଘାରିଯାଏ।ନେପଥ୍ୟରେ ରହିଯାଆନ୍ତି ଯେଉଁମାନେ ତାଙ୍କୁ କେଉଁ ଶବ୍ଦରେ ବା କହିହେବ। ଦୋଷ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୧  ନୂଆ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କାର୍ଯ୍ୟକ୍ରମରେ ମୁଁ ଯୋଗଦେଉଥିଲି। ବଦଳୁଥିଲା ଆମ ଗାଁର ଭୂଗୋଳ ଓ ଭାଗ୍ୟ। ନାଗଲୁ, ସୌରୀ, ରତିଆ, ପଦୁଅଁ, କାଳୀଇତ୍ୟାଦିଙ୍କୁ ନେଇ ମୋ' ପରିବାର ପୁଷ୍ଟ ହେଉଥିଲା।ପୁରୁଖା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୦ ଏକା ସହିତ ସମସ୍ତେ ରୋଗୀ ହୋଇଗଲେ ଦୁନିଆ ଚଳିବ କିପରି ...ହୁଁ । ବୟସ ହେଲା,ଦେହ ପା' ହବ। ଏତେ ଭାବିଲେ ହବକି ...ଥରଥରକରି ମନ୍ତ୍ର ପଢଉଛନ୍ତି। ଶୁଣିବିନି କହିଲେ ବି ଶୁଣଉଛନ୍ତି। ମୋ' ସହିତ ତାଙ୍କ ଦେଖା ... ସେଦିନ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୯ ମୋ' ପରିଶ୍ରମ ସାର୍ଥକ ହେଉଥିଲା। ଆଃ ,ମନଖୁସି। ବରଗଛ ମୂଳରୁ ଆସିଥିବା ସନିଆ, ମୁଗୁନିଙ୍କୁ ଟ୍ରେନିଂ ପରେ ବାଉଁଶରେ ଘରସଜା ଜିନିଷଠାରୁ ନାନାଦି ଘର ଉପକରଣ ବନେଇ ପ୍ରଦର୍ଶିତ କରାଯାଇଥିଲା। ଅସମ୍ଭବ ଭାବରେ ଲୋକପ୍ରିୟତା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୮ ଦେହ ଭଲ ଲାଗୁନି କି ମନ ଭଲ ଲାଗୁନି ଜମା । ଜବାଭଳି ଝିଅଟା କେମିତି ଚମ୍ପଟ ମାରିଲା...। କାହା ସହିତ କି ସମ୍ପର୍କ ରଖିଲା...ନକହି ଚାଲିଗଲା...। ମୋ' ଆଖିରୁ ଖସିଗଲା । ଏ ସମସ୍ତେ ମିଛୁଆ ...କେହି ଦେଖିପାରିଲେନି।…