Latest Odisha News
Browsing Category

ଗଦ୍ୟ

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅନୁରାଗର ରଙ୍ଗ " ହୃଦୟ ଦେଇ ତୁମକୁ ଜିତିବାକୁ ଚାହେଁ ...ଏତିକି ହିଁ ମୁଁ ତୁମକୁ ଲେଖିବାକୁ ଚାହୁଁଥିବା ଧାଡିମାନଙ୍କର ସାରାଂଶ ।" ଏମିତି କିଛି ଶୁଣେଇଥିଲ ପୂର୍ବବର୍ତ୍ତି ଚିଠିର ଉତ୍ତରରେ ମୁଁ ଅର୍ଦ୍ଧଚେତନ ଅବସ୍ଥାରେ ଲୁହ ଲୁହ ଥିଲାବେଳେ । ତୁମ ପାଖରୁ ଏହି ଉତ୍ତର ଆସୁଥିଲାବେଳେ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଫିନେକ୍ସ ତୁମ ମୁହଁକୁ ସ୍ପଷ୍ଟ କରି ଆଙ୍କିବା ଚକ୍ରାନ୍ତରେ କେତେ ପରସ୍ତ ମିଛର ରଙ୍ଗ ନିଜ ଦେହରେ ବୋଳିଲିଣି ହିସାବ କରିବାକୁ ଇଚ୍ଛାଟେ ତିଆରି ହୋଇନଥିଲା ଏଯାବତ୍ । ପ୍ରତି ଥରର ରୂପାନ୍ତରରେ ଉଲୁରି ଯାଉଛି ଚମଡ଼ା । ଶିହରି ଉଠୁଛି ଯନ୍ତ୍ରଣାରେ ତ ଆର୍ତ୍ତନାଦରେ ଚହଲି ଯାଉଛି ମୋ ତିଆରି…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅମୃତ ଦୃଷ୍ଟି  ପ୍ରେମ ସହ ପରିଚୟ ତୁମ ସହ ସମ୍ପର୍କ ଯୋଡ଼ି ହେଲାପରେ । କେତେ ବୟସ ମୋର ସେତେବେଳେ ? ବୋଧହୁଏ ସାଢ଼େ ଛଅ କିମ୍ବା ସାତ । ନିଜେ ଅସମଯୋଜିତ ବୋଲି ବୁଝେଇ ସାରିଥିଲେ ସାଙ୍ଗସାଥୀ , ଆତ୍ମୀୟସ୍ଵଜନ । ମୋର ରୁଷିବାକୁ ନେଇ ବିରକ୍ତିର ଗଣ୍ଠିଲିକୁ ଖୋଲୁଥିଲେ ସେମାନେ ବୋଉ ପାଖରେ ।…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ମିଛ ପ୍ରଜାପତି ତୁମ ପାଖକୁ ଲେଖାଯାଉଥିବା ଚିଠି ଶବ୍ଦ ହୋଇ ଉତ୍ତୁରି ପାରୁନି ଆଉ ଫର୍ଦ୍ଦକୁ । କେହି ଖୋଜୁ କି ନଖୋଜୁ ତୁମକୁ ଉଦ୍ଦେଶ୍ୟ କରି ଲେଖାଯାଉଥିବା ଅସଂଖ୍ୟ ଚିଠି ଲେଖି ହୋଇଚାଲିଛି ପ୍ରତିଟି ସ୍ପନ୍ଦନ ସହ ତାଳ ଦେଇ ରକ୍ତର କାଳିରେ , ପ୍ରତିଟି ମୁହୂର୍ତ୍ତରେ । ଯେତିକି ନିଗିଡ଼ି…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅବିନଶ୍ଵର  ମୁଁ ଜାଣିଛି ଏଣିକି ଆମ ଘରେ ଶୁଭିବ ନାହିଁ " ମାତ ରୁଦ୍ରାଣୀ , ତୋ ପୟରେ ଦୀନ ଯୋଡୁଛି ପାଣି / ସେଦିନ ସଞ୍ଜବେଳେ, ସେଇ ସେ ନଈ କୂଳେ / ଏଇ ଗାଁ ମୋର ଜନମ ମାଟି / ଚକାନୟନକୁ ପତିତ କହି ...।" ଗାଁ' ଗାଦି ଘର କମ୍ପିବନି କେବେ ଆପଣଙ୍କ ପୁରୁଣା ତାଳ ମାନରେ ମୃଦଙ୍ଗ ମାଡ଼ରେ କି…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଗାୟବ ହରିଣୀ  ମୁଁ ତୁମକୁ ଖୋଜୁଛି ପୁଷ୍ପା ନାନୀ । କେଉଁ ଠିକଣାରେ ତୁମେ ? ସାମ୍ନାରେ ଥିଲେ ଓଦା ଓଦା କ୍ଳାନ୍ତ ଗଳାରେ ହୁଏତ ଆଜିକା ଦିନରେ କହିଥାନ୍ତ ଆକ୍ରମକ ପଞ୍ଝାରୁ ନିଜକୁ ମୁକୁଳେଇବାର ରାସ୍ତା ଖୋଜୁ ଖୋଜୁ ତୁମ ଠିକଣା ତୁମ ପାଇଁ ଅନିର୍ଦ୍ଦିଷ୍ଟ ହୋଇଯାଇଛି । ତୁମେ ତୁମକୁ ଖୋଜୁଛ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ମଧ୍ୟସ୍ୱର୍ଗର ପ୍ରଶାନ୍ତି  ଚିଠିରେ ଅବିରାମତ୍ୱ ନରହିଲେ ପଢିବାରେ ଆଗ୍ରହ ତିଆରି ହୁଏନି କୁଆଡେ ! ସତରେ ଆବଶ୍ୟକ କଣ ତୁମ ସହ ଘଟଣାମାନଙ୍କୁ ସମୟାନୁପାତରେ ପାହାଚ ଭଳି ନିର୍ଦ୍ଦିଷ୍ଟ ତାଳରେ ଅତିକ୍ରମି ଯିବା ? ଆବଶ୍ୟକ କି ଅମୂର୍ତ୍ତ ଭାବର ଗହ ଗହ ଅନ୍ଧାରକୁ ପ୍ରଶ୍ନର ଆଲୁଅଟେ ଫିଙ୍ଗି…

ଦେଶକୁ ଏକ ନୂତନ ସଂସଦ ଏବଂ ପ୍ରଧାନମନ୍ତ୍ରୀଙ୍କ ନୂତନ ଗୃହର ଆବଶ୍ୟକତା କେତେ ?

ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପକୁ ଅନୁମତି ଦେଇ ସୁପ୍ରିମକୋର୍ଟ ମୋଦୀ ସରକାରଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି। ତିନି ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ୨-୧ରେ ଦେଇଛନ୍ତି । ଏହି ପ୍ରକଳ୍ପ ସଂପର୍କରେ ସୁପ୍ରିମକୋର୍ଟ ମଧ୍ୟ ପରିବେଶ ମଞ୍ଜୁରୀକୁ ସମର୍ଥନ କରିଛନ୍ତି । ଏହା ସହିତ…

ପରମ୍ପରା ଓ ପ୍ରଗତିର ଆଢ଼ୁଆଳରେ ରଜପର୍ବ

ମାନସ ରଞ୍ଜନ ନାୟକ  ମାନବୀୟ ସଭ୍ଯତା ପ୍ରଗତିଶୀଳ ହେବା ସହ ସମାନ୍ତରାଳରେ ପରିବର୍ତ୍ତିତ ତାର ପରମ୍ପରା । ବଦଳିଯାଉଛି ଜୀବନର ମୂଲ୍ଯବୋଧ, ସାମାଜିକତା, ଆଉ ଆଚରଣ। ବସ୍ତୁବାଦୀ ସଫଳତା, ବୃତ୍ତିଗତ ପ୍ରତିଦ୍ବନ୍ଦିତା , ବଦଳାଇ ଦେଇଛି ମଣିଷର ରୂଚି, ଆମୋଦ ପ୍ରମୋଦ ଆଉ ଆଡ଼ମ୍ବରର ପରିସୀମା।…

ସ୍ମୃତିରେ ରଜପର୍ବ : ମୌସୁମୀ ଦାସ

ମୌସୁମୀ ଦାସ " ରଜ ଆସିଛିରେ, ରଜ ଆସିଛି, ମନ ମଉଜେ ଆମ ଦୋଳି ଝୁଲୁଛି" "ବରଷକେ ଥରେ ଆସିଛି ରଜ ଲୋ ବେଗେ ହୁଅ ସଜବାଜ" ରଜ ଆସିବ ଆସିବ ହେଉଥିବ, ପନ୍ଦର ଦିନ ପୂର୍ବରୁ ରେଡ଼ିଓର ଶିଶୁସଂସାର କାର୍ଯ୍ୟକ୍ରମରୁ ଏଇ ଗୀତଟି ଶିଖା ହେଇଯିବ ଆଉ ପ୍ରତିଦିନ ଅଭ୍ୟାସ କରା ହେଉଥିବ, ଦ୍ବିପହରେ ।…