Latest Odisha News
Browsing Category

ଗଦ୍ୟ

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ହତ୍ୟାକାରୀ  ପ୍ରଥମେ ଦେଖିଥିଲି ତତେ ଦାଣ୍ଡପଟକୁ ଲାଗିଥିବା ଗ୍ରୀଲ ଉହାଡ଼ରେ । ଆତଙ୍କରେ କି ସୁରକ୍ଷାର ଲୋଭରେ ତୁ ତୋର କୁନି ମୁହଁକୁ ଥରି ଯାଉଥିବା ଦେହର ବେଢଣି ମଧ୍ୟରେ ଲୁଚେଇ ରଖିବାକୁ ଚେଷ୍ଟା କରୁଥିଲୁ । ଠାଏ ଠାଏ ରୁମ ଉଲୁରି ଯାଇଥିବା ଦେହ ଓ ମୁହଁରେ ଆଙ୍କିଦେଲା ଭଳି ଧଳାରଙ୍ଗର…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ପ୍ରସାରିତ ଅସ୍ମିତା  ଜୀବନର ଗୌଣ ସତ୍ତା କଳ୍ପନାରେ ବ୍ୟାପି ଯାଏ ସାରାଟା ଆକାଶ । ଏମିତି ଗୋଟେ ଧାଡି଼ ବୋଧହୁଏ ଭାବି ପାରିଥିଲା ମୋ ବାଳୁତ ମନ ଭାବନାକୁ ଗଣ୍ଠିଲି କରି ବାନ୍ଧି ପାରୁନଥିବା କେଉଁ ଏକ କନକନିଆ ପିଲାଦିନେ । ଛଅ କି ସାତ ବର୍ଷ ବୟସରେ ସ୍ବପ୍ନଟେ ଦେଖିଥିଲି ଗୋଧୂଳି ଆକାଶକୁ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଚିତ୍ରିତ ଅନ୍ୟମନସ୍କତା  ବିଭକ୍ତ ଦିନର ଆକାରରେ ତୁମେ ଯେତିକି ରୂପାନ୍ତରିତ ହୁଅ ସେତିକି ଶକ୍ତ ଓ ଶୀତଳ ଲାଗ ରାତିର ଆୟୁଷରେ। ବିଷାଦ ଦେଉଥିବା ଅନ୍ଧାର ଚିରି ଆଜିକାଲି ଆକାଶରେ ମୋତେ ଦିଶୁଛି କରୁଣାମୁଦିତା ଏକ ବିଶାଳକାୟ ପକ୍ଷୀ । ସକାଳ ସୂର୍ଯ୍ୟର ସୁବର୍ଣ୍ଣରେ ମୁଁ କିନ୍ତୁ ଦେଖି…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅନୁରାଗ ଅନ୍ତରାଳେ ଅସରନ୍ତି ଚେଷ୍ଟାରେ ଅଛି ତୁମ ସତ୍ତାକୁ ବାସ୍ତବ ରୂପ ଦେଇ ପରିପୂର୍ଣ୍ଣତାର ବିଭୋରତାକୁ ଆତ୍ମସ୍ଥ କରିବାକୁ ।ଈଶ୍ୱରଙ୍କୁ ଖୋଜିବାର ବ୍ୟାକୁଳତା ନେଇ ବାଳକ ଧ୍ରୁବ ଯେଉଁଭଳି ଛୁଇଁ ଛୁଇଁ ଯାଉଥିଲା ହିଂସ୍ର ବନ୍ୟପ୍ରାଣୀଠାରୁ କାଳଖଣ୍ଡକୁ ଜାବୁଡି ଧରିଥିବା ମହାଦ୍ରୁମ ଯାଏଁ…

କବିତା: ଧନୁରେ ଧନ୍ୟ ଉତ୍କଳ ଧାମ

✍ ସନ୍ତୋଷ ପଟ୍ଟନାୟକ ଶୀତ ସକାଳର କାକର ଟୋପାରେ ଭିଜି ଯାଇଥିଲା ଧରଣୀ କାନୀ ସୁରୁଜ ଦେବତା ଦୟା ପରଶିଲେ ହୃଦ କନ୍ଦରରୁ କିରଣ ବୁଣି.... ଧର୍ମ ଦେବତାଙ୍କ ଧରମ କାମରେ ଝଲିସି ଉଠିଲେ ଧରଣୀ ରାଣୀ ନାରୀଙ୍କ ସୁନ୍ଦର ନାରୀଙ୍କ ସମ୍ମାନ ବଢଇ ପାଇଲେ ପୁରୁଷ ମଣି.... ଉତ୍କଳୀ ପରଖି…

ଦେଶର ଦାୟ ନା ମଣିଷ ଓ ପୃଥିବୀର ଦାୟ – ମହାତ୍ମା ଓ କବିଗୁରୁଙ୍କ ବିତର୍କ

ଦେଶର ଦାୟ ନା ମଣିଷ ଓ ପୃଥିବୀର ଦାୟ - ମହାତ୍ମା ଓ କବିଗୁରୁଙ୍କ ବିତର୍କ କେଦାର ମିଶ୍ର ସ୍ୱାଧୀନତା ଆନ୍ଦୋଳନ ସମୟରେ କେବଳ ଏକ ରାଜନୈତିକ ସଂଘର୍ଷ ଆମେ କରିନଥିଲୁ । ସ୍ଵାଧୀନତା ଆନ୍ଦୋଳନ ସହିତ ଦେଶର ବିଭିନ୍ନ ପ୍ରାନ୍ତରରେ ଏକ ବୌଦ୍ଧିକ ମନ୍ଥନ ମଧ୍ୟ ସମାନ୍ତରାଳରେ ଚାଲିଥିଲା । ଏହି…

ସାହିତ୍ୟର ଇତିହାସ ଓ ଅର୍ଦ୍ଧସତ୍ୟ

ସାହିତ୍ୟର ଇତିହାସ ଓ ଅର୍ଦ୍ଧସତ୍ୟ କେଦାର ମିଶ୍ର ଇତିହାସରେ ଯାହା ଲେଖାଥାଏ, ତା’ର ସମାନ୍ତରାଳରେ ଆଉ ଏକ ଅଲେଖା ଇତିହାସ ରହିଥାଏ । ଲିଖିତ ଇତିହାସ ଅପେକ୍ଷ ଲେଖା ହୋଇନଥିବା ଇତିହାସର ପରିଧି ବହୁତ ବଡ଼ । ଏକଥା ଆମ ଐତିହାସିକମାନେ ମାନିବାକୁ ନାରାଜ । ସାହିତ୍ୟର ଇତିହାସ ଲେଖୁଥିବା…

ବରୁଣ ପାଣି, ଓଡିଶାରେ ନଥିବା ଓଡିଶାର କବି ଓ ଛବି

ବରୁଣ ପାଣି, ଓଡିଶାରେ ନଥିବା ଓଡିଶାର କବି ଓ ଛବି କେଦାର ମିଶ୍ର ହଠାତ ଆମେରିକାରେ ରହି ଓଡିଆ ସାହିତ୍ୟ ବିଷୟରେ ଅହରହ କାମ କରୁଥିବା ସତ୍ୟ ପଟ୍ଟନାୟକ କହିଲେ- ବରୁଣ ପାଣି ଚାଲିଗଲେ। ଓଡିଆ ସାହିତ୍ୟ ପାଇଁ ବରୁଣ ପାଣି ଖୁବ ଚର୍ଚ୍ଚିତ ଏକ ନାଁ ନୁହନ୍ତି। ଫେସବୁକ ରେ ସେ କିନ୍ତୁ ବେଶ ସକ୍ରିୟ।…

ଫର୍ଣ୍ଣାଣ୍ଡୋ ପେସୋଆ, ଜଣେ ବହୁରୂପୀ, ବହୁନାମୀ ଓ ବହୁ ବିରୋଧାଭାସର କବି

ଫର୍ଣ୍ଣାଣ୍ଡୋ ପେସୋଆ, ଜଣେ ବହୁରୂପୀ, ବହୁନାମୀ ଓ ବହୁ ବିରୋଧାଭାସର କବି କେଦାର ମିଶ୍ର କବି ଜଣେ ବ୍ୟକ୍ତି ନା ବହୁ ବ୍ୟକ୍ତିଙ୍କର ସମଷ୍ଟି? କବି ଭିତରେ କେବଳ ଜଣେ କବି ଥାଏ, ନା ବହୁ ନାମ ଓ ବହୁ ରୂପ ନେଇ ଅନେକ କବିର ଅଂଶ ଗୋଟେ କବିକୁ ଗଢିଥାଏ? କବିର ଗୋଟିଏ ରୂପ ନା ସେ ବହୁରୂପୀ? ସେ…

ଆଦ୍ୟକାଳର ଲେଖନ-କର୍ମ ଓ ଜଣେ ଜଣାଣ-ଲେଖିକା ରାଜଜେମା

ଆଦ୍ୟକାଳର ଲେଖନ-କର୍ମ ଓ ଜଣେ ଜଣାଣ-ଲେଖିକା ରାଜଜେମା ଜ୍ୟୋତି ନନ୍ଦ ପୃଥିବୀର ସର୍ବପ୍ରଥମ ଚିହ୍ନିତ କବିଟି ସହ ଆଗ ଆପଣମାନଙ୍କ ପରିଚୟ କରାଇଦେବାକୁ ଉଚିତ ମନେ କରୁଛି । ସେ ଜଣେ ରାଜଜେମା । ଟାଇଗ୍ରିସ୍ ଇଉଫ୍ରେଟିସ୍ ନଦୀକୂଳରୁ ସମଗ୍ର ତୁର୍କୀ ଯାଏଁ ପରିବ୍ୟାପ୍ତ ତଥା ଏମିତି କହିବାକୁ ଗଲେ…