Latest Odisha News

BREAKING NEWS

Browsing Category

ଗଳ୍ପ

ଗଳ୍ପ : ସମୟର ଖେଳ

ଅନୀତା ଦାସ  ସେଦିନ କାହିଁକି କେଜାଣି ପୁରୁଣା ଆଲବମ ସବୁ ଖୋଲି ବସିଲା ଶିବାନୀ। ସବୁ ଫଟୋ ଭିତରେ ହାଇସ୍କୁଲ ବେଳର ସବୁଠାରୁ ଭଲ ସାଙ୍ଗ ସସ୍ମିତା ସହ ଉଠେଇଥିବା ଫଟୋ ସବୁ ତା'ର ଭାରି ପ୍ରିୟ। ସସ୍ମିତା ସହ ତା'ର ବନ୍ଧୁତା କେବଳ ଦଶମ ଯାଏଁ ସୀମିତ ହୋଇ ରହିଯାଇଥିଲା। କଲେଜ ଅଲଗା ହେବା ସହ…

ଗଳ୍ପ : ଜୀବନ ଯନ୍ତ୍ରଣା

ପ୍ରିୟମ୍ବଦା ରଥ  ପ୍ରାୟ ରାତି ଦୁଇଟା ବେଳେ ମେଡିକାଲରୁ ଫୋନକରି ଜଣାଇଲେ ପ୍ରଭାତ ।ଖବରଟି ପାଇବା ପରେ ବ୍ୟତିବ୍ୟସ୍ତ ହୋଇପଡିଲେ ରୀତିକା । କିଛି ସମୟ ପାଇଁ ନିଜର ସ୍ଥିତିକୁ ସେ ଅନୁଭବ କରିପାରିନଥିଲେ। ସବୁକିଛି ନିସ୍ତବ୍ଧ ହୋଇଯାଇଥିଲା ଯେପରି। ସ୍ଵାଭାବିକ ଅବସ୍ଥାକୁ ଫେରିବାକୁ ତାଙ୍କୁ…

ଗଳ୍ପ : ରାମ ପାଗଳା

ସ୍ମୃତି ପଟ୍ଟନାୟକ କଲୋନୀ ସାରା ହୁରି ପଡିଯାଇଥିଲା,ଲୋନିକୁ କିଏ ଆଣିବ ରାମ ପାଗଳା ପାଖରୁ? ତାର ବାପା, ମାଆ, କାନ୍ଦି କାନ୍ଦି ଅଚେତ ଅବସ୍ଥାରେ, କଲୋନୀ ସାରା ଲୋକେ ସମସ୍ତେ ଖୁବ୍ ଆତଙ୍କିତ ଅବସ୍ଥାରେ, ପ୍ରକୃତ ଘଟଣା କୁ ସମସ୍ତେ ଭୁଲି ଯାଇଥିଲେ, କରୋନା ଭାଇରସର ଆତଙ୍କ ଯୋଗୁ ଲୋନିର ମାଆ…

ଗଳ୍ପ : ଚିରକାଳର ମା’

ପ୍ରଦୀପ କୁମାର ରାୟ ସେଦିନ କାହିଁକି କେଜାଣି ଭୀଷଣ ଉଦାସ ଲାଗୁଥାଏ । ଘରେ ମୁଁ ଏକା । ପିଲାମାନେ ହଷ୍ଟେଲରେ , ଶ୍ରୀମତୀ ବାପଘରକୁ ଯାଇଥାନ୍ତି । ସକାଳୁ ନିତ୍ୟକର୍ମ ସାରି କଲେଜକୁ ବାହାରିଲି । ବାଟରେ ଜଳଖିଆ ଖାଇବା ପାଇଁ ହୋଟେଲ ଭିତରକୁ ଯଦିଓ ପଶିଗଲି କିନ୍ତୁ କିଛି ଖାଇବାକୁ ଇଛ୍ଛା ହେଲା…

ଗଳ୍ପ : ଦଂଶନ

ଲକ୍ଷ୍ମୀପ୍ରିୟା ଓଝା ଭିଡ଼ ଆପେ ଆଡେଇ ଗଲା । ସାଇରନ ମାରି ମେଣ୍ଟାଲ ହସ୍ପିଟାଲ ଆମ୍ବୁଲାନ୍ସଟା ଅଟକିଗଲା ଦାଣ୍ଡରେ । ନୀଳ ୟୁନିଫର୍ମ ପିନ୍ଧା ଦି ଟା ଯୁଆନ ଖପ ଖାପ ଡେଇଁ ପଡିଲେ ତଳକୁ । ପଛ ଡୋର ଖୋଲି ନୀଳ ଶାଢ଼ୀ ପିନ୍ଧା ନର୍ସଟେ ଟିକେ ଧୀରେ ଓ଼ଲ୍ଲେଇଲା । ବୋଧହୁଏ ଶାଢ଼ୀ ପିନ୍ଧାର ଅଭ୍ୟାସ…

ଗଳ୍ପ : ନିଷ୍ପତ୍ତି

ଶ୍ୱେତପଦ୍ମା ପାଢ଼ୀ  ରାତି ସାରା କାନ୍ଦି କାନ୍ଦି ମୀରାର ମୁହଁ ଆଖି ଲାଲ ପଡ଼ି ଫୁଲି ଯାଇଛି । ଏଇ ଘନ ଅନ୍ଧକାର ଅମାବାସ୍ୟାରେ ସେ ଖୋଜି ପାଇ ପାରୁନି ଜୀବନର ଗନ୍ତବ୍ୟ ସ୍ଥଳ , ବଞ୍ଚିବାର ଲକ୍ଷ୍ୟ । ଜୀବନର ଗତିପଥ ବଦଳାଇବାକୁ ଯେତେ ଚେଷ୍ଟା କରୁଛି ସମୟର ଚକ୍ରବ୍ୟୁହରେ ସେତେ ଭିତରକୁ ଧସି…

ଗଳ୍ପ : ଶୋଷ

ଲିପ୍ସା ପଟେଲ  ଏଇ କିଛି ଦିନ ହେଲା ରୁଦ୍ରାଶିଷ ନିଜ ଭିତରେ ଏକ ଅଦ୍ଭୁତ ପ୍ରକାର ଶୋଷକୁ ଅନୁଭବ କରିପାରୁଛି। ତା'ର କାରଣ ଓ ନିରାକରଣ ବିଷୟରେ ସଂପୂର୍ଣ୍ଣ ରୂପେ ଅଜ୍ଞ ସେ ତଥାପି ଦୌଡି ଚାଲିଛି ଜୀବନ ଦୌଡ। ତାକୁ ଲାଗୁଛି ତା' ଭିତରେ ସମୁଦ୍ରେ ଶୋଷ। ଏଇ ବ୍ୟାକୁଳତା କ'ଣ ପୂର୍ବ…

ଗଳ୍ପ : ତୋ ପାଇଁ ଗପ ଟିଏ

ସୁନୀତା ପ୍ରଧାନ  କେହି ଯଦି ମୋତେ ପ୍ରେମ ଗଳ୍ପ ଲେଖିବାକୁ କୁହେ ମୁଁ ସିଧା ମନା କରିଦିଏ।ମୁଁ କୁହେ ମୋ ଦେଇ ସେ ପ୍ରେମ ଗପ ଫପ ଲେଖା ହୋଇ ପାରିବ ନାହିଁ। କିନ୍ତୁ ଜାଣିଚୁ ଆଜି ୩୦ବର୍ଷ ପରେ କେବଳ ତୋରି ପାଇଁ ହିଁ ମୁଁ ଲେଖୁଛି ଏ ଗପ!!! ମାନସୀ ରାୟ।ମାନୀ,ମାନୁ, ମନି କିଏ କଣ ଡାକେ…

ଅଳ୍ପଗଳ୍ପ :  ଉତ୍କଳ ଦିବସ

      ସୁପ୍ରିୟା ପଣ୍ଡା                 (୧) ଉତ୍କଳ ଦିବସ  ପାଳନ ହେବ ବୋଲି ସହରରେ ଏକ ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କଲେ। ସେଦିନ କାହାକୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯିବ, ସେ ବିଷୟରେ ଅନେକ ଆଳାପ ଆଲୋଚନା ପରେ ଶେଷରେ ଜଣେ…

ଗଳ୍ପ : ବୋଉକୁ ନେଇ ରଚନା ଟିଏ

ମାନମୟୀ ରଥ  ଆଦୌ ସରୁ ନଥିବା ଗୋଟିଏ ଲମ୍ବା କାନ୍ଦର ରାତି ହେଉଛି ମୋର ବୋଉ । ଯେତେଥର କଲମ ଧରିଛି ତା'ଲାଗି ସେତେଥର ବସେଇ ଦେଇନି ଗୋଟିଏ କହି ନହେଲା ଭଳି ଅଥୟ ଭାବ କାଗଜ କଲମ ପାଖରେ । ଭାବି ହୁଏ ଏଇଟା ଅସ୍ଥିରତା ନା ବୋଉକୁ ବଖାଣି ନପାରିବାର ବ୍ୟାକୁଳତା ନା ବୋଉମୟତାକୁ ଛୁଇଁ…