Latest Odisha News

BREAKING NEWS

Browsing Category

କବିତା

ଫେବୃୟାରୀ ୧ରୁ ଆରମ୍ଭ ହେବ ପ୍ରଥମ ସୋଆ ଲିଟେରାରୀ ଫେଷ୍ଟିଭାଲ୍‌

ଭୁବନେଶ୍ୱର: ଦେଶର ବିଶିଷ୍ଟ ସାହିତ୍ୟିକ ଓ କବି ଏକତ୍ରିତ ହେବାକୁ ଯାଉଛନ୍ତି ସୋଆ ସାହିତ୍ୟ ଉତ୍ସବ (ସୋଆ ଲିଟେରାରୀ ଫେଷ୍ଟିଭାଲ୍‌)ରେ । ଶିକ୍ଷା ଓ ଅନୁସନ୍ଧାନ ଡିମଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଥିବା ଏହି ସାହିତ୍ୟ ଉତ୍ସବରେ ସାମ୍ପ୍ରତିକ ପରିସ୍ଥିତିରେ…

ଜନ୍ମଦିନର ଡ଼ାକ

ଜନ୍ମଦିନର ଡ଼ାକ ପ୍ରତିଭା ଶତପଥୀ ଜନ୍ମଦିନରେ ମୋର, ଡାକିଦେଲା କିଏ ବୋଉର ଡ଼ାକପରି ଶୁଭିଗଲା ତ ସେ ଯେ କେବେ ଠୁଁ ନାହିଁ... ଏମିତି ଗୋଟିଏ ମଗୁଶୀର ଭୋର ମତେ ଜନ୍ମକଲା ଝର୍କା ସେପଟୁ, ଫୁଲବୁଦାମାନଙ୍କୁ ଅନେଇଁ ଥିଲା ଯନ୍ତ୍ରଣାକାତର, ତା’ ପରେ ମନମରା ହୋଇ ପାଳିଲା- ଆଜୀବନ ଗୋଟିଏ…

ସୁନା

ସୁନା ଅନୁରାଧା ମିଶ୍ର ଦିନେ ଦେଖିଲି ମୁଁ ସୁନାକୁ ପାଖରୁ ଅତି ପାଖରୁ! ଦାଉ ଦାଉ ନିଆଁରେ ଜଳି କେମିତି ସେ ଦିଶୁଥିଲା ଉଜ୍ଜ୍ୱଳ! ଠିକ୍ ସେମିତି ମନେହେଲା ମୋତେ ତୁମ ହାତ ଧରିବା ଦିନଠୁଁ ମୁଁ ବି ଜଳୁଥିଲି ଏମିତି କେବେ ଅଶ୍ରୁରେ ତ କେବେ ପ୍ରେମରେ! ଏ ଜଳିବାର ଅନ୍ୟ ନାମଟା…

ସ୍ପର୍ଶ

ସ୍ପର୍ଶ ଅସୀମା ସାହୁ ଯଦି କୋମଳ ସ୍ପର୍ଶ ଚର୍ମ ଛୁଇଁ କହିଦେଇ ପାରୁଛି ମନର କଥା ଆଉ ଆଙ୍ଗୁଳିମାନେ ଦେହସହ ଟୁପୁର୍ ଟାପୁର୍ କଥା ହୋଇପାରୁଛନ୍ତି ତେବେ ଏତେ ଉଚ୍ଚାରଣର କୋଳାହଳ କଣ ଦରକାର ! ଯଦି ବିନା ଶବ୍ଦରେ ମୁଁ ମୋ ପ୍ରିୟତମଙ୍କ ନାଲିଜାଇଭରା ମସୃଣ ପିଠିରେ କବିତା ଲେଖିପାରୁଛି,…

କିଏ ସିଏ?

କିଏ ସିଏ? ସୋନାଲି ପଣ୍ଡା କିଏ ସିଏ? କାହାର ଏ ମୁହଁ ଅଧାଗଢ଼ା; ଅଧାଭଙ୍ଗା ଦର୍ପଣରେ ଦିଶେ କାହାର ଏ ସ୍ୱର ଛଳ ଛଳ ଓଠ ତଳେ ମେଘରଙ୍ଗ ଭାସେ କାହାର ଏ ଆଖି ଆଖି ନୁହେଁ, ଆଖି ପରି ଚିତ୍ର ହଳେ ଲାଗେ କାହାର ଏ ପାଦ ରୁଣୁଝୁଣୁ ପାଉଁଜିରେ ଜୀବନକୁ ଭୋଗେ କାହାର ଏ ସ୍ୱପ୍ନ; ସ୍ୱପ୍ନ…

ନଈଧାର

ନଈଧାର ଜୟଂତିକା ତମ ପାଇଁ ନଈଟିଏ ସେ ମୋ ପାଇଁ ଆବେଗର ଧାର, ଯାହା ଏବେ ପଡ଼ିରହିଛି ଛାତି ମେଲି ମରୁନଦୀର ଭାଗ୍ୟ ପରି । ସ୍ପଟିକ ପରି ସ୍ୱଚ୍ଛ ଦେହରେ ତା'ର ଦେଖିଛି ଏ ମୁହଁ ଛାଇ, ନିକଟରୁ ନିରେଖିଛି ବଢ଼ନ୍ତା ଅଙ୍ଗ ସୌଷ୍ଠବକୁ ପାଣି ପଣତରେ କେବେ ପୋଛି ଦେଇଛି ଦେହମୁଣ୍ଡ ତାଗିଦ୍…

ଖେଳ

ଖେଳ ମୁକୁଲ୍ ମିଶ୍ର ଘଣ୍ଟା ପ୍ରତି ଶହେ କିଲୋମିଟର ବେଗ ଆଉ ନିଜ ଭିତରୁ ଉଠି ଆସୁଥିବା ଅଇ ସହ ଯୁଝୁଥିଲା ବେଳେ ଯେମିତି ଝର୍କା ବାଟେ ଅଦେଖା ରହିଯାଏ ସାରାଟା ପୃଥିବୀ, ସେମିତି ହିଁ ତୁ ତୋ ଭିତରେ ବୁଡିଥିବୁ ଆଉ ତୋର ମତେ ତୋଳି ପାରିନଥିବା ଆଖିର ଉହାଡରେ ଠିକ୍ ଗୋଟେ ଦୃଶ୍ୟ ଭଳି…

ବିଭେଦ

ବିଭେଦ ସସ୍ମିତା ରାଉତ ଧର୍ଷଣକୁ ନେଇ ମୋର ବିରୋଧ କେତେ ପ୍ରକାରର ? ତୁମେ କେବଳ "କ" ସ୍ତମ୍ଭ ସହ "ଖ" ସ୍ତମ୍ଭର ସମ୍ପର୍କକୁ ଦେଖ ଆଉ ମଜା ନିଅ । "କ" ସ୍ତମ୍ଭରେ କେଣ୍ଡେଲ ମାର୍ଚ୍ଚ, ଟାୟାର ଗନ୍ଧ, କାଚ ଗୁଣ୍ଡ , ବଳତ୍କାରୀ ସାଧାରଣ ବସଚାଳକ ? କୁହୁଳି ଉଠିବ ଧୂଆଁ, ସୁନିଶ୍ଚିତ…

ମୋହନ ଦାସ

ମୋହନ ଦାସ ଅମରେନ୍ଦ୍ର ମାଧବ ଦାଶ ତମ ପାଖରେ ନ ଥିଲା ଅସ୍ତ୍ରଶସ୍ତ୍ର ସାଥୀରେ ନଥିଲା ବି ସୁରକ୍ଷା ବଳୟ ତଥାପି ସେମାନେ ଥିଲେ (ଅସହଜ) ଭୟଭୀତ ଆତଙ୍କରେ ଥିଲେ ଜଡ଼ସଡ଼... କାହିଁକି କେଜାଣି ? ଅନେକ ସମୟ ସେମାନେ ଅନ୍ଧାରରେ ଖୋଜୁଥିଲେ ତମ ଗୋଲଗୋଲ ଚଷମା କାଳେ ପଢ଼ି ପାରିବେ ତା’…

କାହାଣୀ

କାହାଣୀ ସୂର୍ଯ୍ୟସ୍ନାତ ତ୍ରିପାଠୀ ଶେଷରେ, କାହାଣୀଟିଏ ହେବା ହିଁ ଥୟ ! ଏ ବସନ୍ତର ପୀଡା, ଏ କୋହର ବିନ୍ୟାସ, ଏ ଦିନ-ରାତି, ଏ ଋତୁ-ରଙ୍ଗ ଏ ସବୁ ଦିନେ ପାଲଟିବେ କରୁଣ କାହାଣୀ, ନିରର୍ଥକ କବିତାରେ ସମାଧିସ୍ଥ ହେବେ ନଈବଢି ପରେ, କେହି ଜଣେ ଲେଖିଦେବ ପଟୁର ମସୃଣ ଦେହେ ସବୁଜ…