Latest Odisha News

BREAKING NEWS

Browsing Category

କବିତା

ମେଞ୍ଚାଏ ଅଳନ୍ଧୁ

ମେଞ୍ଚାଏ ଅଳନ୍ଧୁ ସୋନାଲି ପଣ୍ଡା ତୁମେ ପଚାରିଲ ମୋ ଚୁପ୍ ରହିବାର କାରଣ ମୁଁ ଉତ୍ତରରେ ଫେରେଇଦେଲି ଲୁଣିଆ ହସରୁ ଚେନାଏ କେଜାଣି କ'ଣ ବୁଝିଲ ମୁଁ ଚଷମା ପିନ୍ଧୁଛି ଏଇ ଏବେଏବେ ମୋ ଆଖି କଣେ ମେଞ୍ଚାଏ ଅଳନ୍ଧୁ ଝରକା ସେପାଖେ ଥୁଣ୍ଟା ଗଛଟିଏ ସେ ଗଛଟାରେ ବାଇଆବସା ହଳେ କାଇଁ ଚିଁ…

ପଞ୍ଜୁରି

ପଞ୍ଜୁରି ମାନମୟୀ ରଥ ଆମେ ଶିଖିବା ବନ୍ଦ କରିଥିବା ଶିକ୍ଷକ ଉଚ୍ଚାକାଂକ୍ଷୀ ଅଭିଭାବକ ଗଢିପାରୁକି ପିଲାମାନଙ୍କୁ ? ଆମେ ଚାହିଁ ରହୁ ଓ ଈର୍ଷା କରୁ ସେମାନଙ୍କ ସ୍ମିତକୁ ଓ ବିସ୍ମୟଵୋଧକୁ । ଆମେ ଅସହଣୀ ହୋଇ ଚାହୁଁ ସେମାନଙ୍କ ମୁହଁର ଫୁଲକୁ । ଆମ ଅନୁଷ୍ଠାନ ଓ ପରିବାରରେ ସେମାନେ…

ସଫରନାମା-୩୭

ସଫରନାମା-୩୭ ଦେବୀଶଙ୍କର ଦାଶ || ୧ || ସାଥୀଙ୍କ ଗହଳି ମୁଁ ଏକା ଠିଆ ମୋର ହିଁ ସହର ମୁଁ ଭଡ଼ାଟିଆ ତମ ମିଛ ଏଠି ସଭିଙ୍କୁ ପସନ୍ଦ ମୁଁ ଯଦି କହେ ମୁଁ କପଟିଆ ଦେଇପାର ଆଜି ହଜାରେ ମରଣ ଛାଇ ବି ତ ନାହିଁ ମୁଁ ନିଛାଟିଆ ତମ ପ୍ରେମ ପାଇଁ ଢେର୍ ଲମ୍ବା ଧାଡ଼ି ବିରହ ବେଳକୁ ମୁଁ…

ମନୋଇ ଝିଅ

ମନୋଇ ଝିଅ ବିଜୟଲକ୍ଷ୍ମୀ ନାୟକ ଝିଅ ଥରେ ବାଲିଘର ତୋଳୁଥିଲା ତା'ର ଦୁଇ ପାପୁଲିରେ ଯୋଡି ଦେଉଥିଲା ତା ସମୟ ମିଶେଇ ଦେଉଥିଲା ବାଲିରେ ତା ଠପଠପ୍ ଝାଳ ପୁଣି ଭାଙ୍ଗି ଦେଉଥିଲା ଥରକୁଥର । ଘରକୁ ଫେରିଗଲା ବେଳେ ମୁଣ୍ଡରେ ନେଇ ଯାଉଥିଲା ପରସ୍ତେ ବାଲି ତାକୁ ଝାଡିଦେଇ ପୁଣି ଝିଅ…

ୟାକୁ କ’ଣ କବିତା କୁହାଯାଏ !

ୟାକୁ କ'ଣ କବିତା କୁହାଯାଏ ! ଅବିନାଶ ସାହୁ (ଏକ) - ତମ ଆଖି ଏତେ ଲାଲ୍ କାହିଁକି? - ତମ ହୃଦୟର ରଙ୍ଗ ବୋଧେ ମୋ ଆଖିରେ ଚଢିଯାଇଚି (ଦୁଇ) - ସାୱାର୍ ନବାକୁ ପଡିଲା ଦେହର ତାତି ହଟେଇବା ପାଇଁ - ମୋର ଇଚ୍ଛା, ସାୱାରରେ ରୋମାନ୍ସର ତାତି ବଢେଇବା ପାଇଁ (ତିନି) - ତମେ ବହୁତ୍…

ନାରୀ ଗୋଟେ ବର୍ଷା ଋତୁ

ନାରୀ ଗୋଟେ ବର୍ଷା ଋତୁ ପ୍ରୀତିଧାରା ସାମଲ ଝରକା ପାଖରେ ଠିଆ ହେଇ ସେ ଦେଖୁଚି ବର୍ଷା ସବୁକାମ ସାରିଦେଇ ଆସିଚି, ଖରାରେ ଦେଇଥିବା ପୋକରା ଡାଲିକୁ ନେଇଆସିଚି ଭିତରକୁ, ଲୁଗାପଟା ତୋଳିଆଣିଚି। ଏବେ ସେ ମେଘ ହେଇଯିବ ତା ଆଖି ଆକାଶରେ ବି ରୁନ୍ଧିହେଇ ରହିଚି ଅନେକ ମେଘ ଅଭିଯୋଗ ଆଉ…

ଶ୍ରୀମତୀ

ଶ୍ରୀମତୀ ଶ୍ରୀଯୁକ୍ତ ସତ୍ୟାନାଶ ଭାଗବାନଙ୍କ ସୃଷ୍ଟିରେ ପତିପତ୍ନୀଙ୍କର ଯୋଡ଼ି ଅତୀବ ସୁନ୍ଦର, ଠିକ୍ ଯେମିତି ଯୋଡ଼ି ବିରିିଆନୀ ସାଙ୍ଗେ କଚମ୍ବର । ପତ୍ନୀଙ୍କୁ ମୁଁ କଚମ୍ବର କହୁଚି ଭାବି ପତ୍ନୀ କେହି କରନ୍ତୁ ନାହିଁ ରାଗ, କାରଣ...ବୁଝିବାରେ ଅସୁବିଧା ନାଇଁ ବିରିଆନୀଟା 'ଈ'କାର…

ଓଦାଓଦା

ଓଦାଓଦା ଅଖିଳ କୁମାର ମିଶ୍ର ଦିନ ତମାମ୍ ଚୁପଚାପ୍ ଶାନ୍ତ ବର୍ଷାବିନ୍ଦୁ ମୋ କାଠ ଝରକାର ବନ୍ଧ ଦେଇ ଖସରି ଖସରି ଗଲା ଓ ବିବ୍ରତ ନିଦରୁ ମତେ ଉଠାଇଲା, ଶୟନେ ଅସ୍ତିର ମୋ ଭଙ୍ଗା ହୃଦୟକୁ ମୌସୁମୀ ପରଶି ଦେଲା ଏକ ଶୀତଳ ଆଲିଙ୍ଗନ । ଭଲ ହେଉ ନ ଥିବା ଘା’ପରି, ମୋ ନିଃସଙ୍ଗତା ଥିଲା ଗଭୀର…

କାହା ଉପରେ ଅଭିମାନ ମା ?

କାହା ଉପରେ ଅଭିମାନ ମା ? ଶ୍ୱେତା ରାଉତ କାହା ଉପରେ ତୋ’ର ଅଭିମାନ ମା’ କାହାଠୁ ଆଶା କରୁଛୁ ଆଶ୍ଵାସନା ? ନିଜର ସ୍ଥିତି ଜାଣିନଥିବା ସମାଜଠୁ ଯିଏ ମୋହର ଦୁର୍ଗନ୍ଧରେ ରୁନ୍ଧି ହୋଇଯାଏ ଭୟର ଅପନ୍ତରାରେ ପୁହେଇଦିଏ ରାତି ନିରର୍ଥକ ସ୍ୱପ୍ନରେ ହଜେଇଦିଏ ନିଦ ସ୍ୱାର୍ଥପାଇଁ ପାଲଟିଯାଏ…

ତିନୋଟି କବିତା

ତିନୋଟି କବିତା ସସ୍ମିତା ରାଉତ କଙ୍କଣ ................... ମେଘ ମେଘ ପଲକ ଯେବେ ଦୂରଦୂର ପର୍ଯ୍ୟନ୍ତ ଭାସେ । ଝଡ଼ରେ ନୁହେଁ, କ୍ଷତରେ ବି ନୁହେଁ, ପାହାଡ଼ ବାହୁରେ ତା'ର କଜ୍ଜଳ ଲିଭେ; ଆଖି ତ ବାସ୍ କାହା ପ୍ରେମରେ ହିଁ ଭିଜେ ! ମଶାଲ ....................…