Latest Odisha News

BREAKING NEWS

Browsing Category

ଲଘୁକଥା

ସହରୀ ଭୋଜି

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଗିରିଆ, ଶିରିଆ ଏକା ଗାଁର ଦୁଇସାଙ୍ଗ ହେଲେବି ଶିରିଆ ସହରରେ ରହି ସରକାରୀ ଅଫିସର ହେବାଦିନରୁ ଶ୍ରୀଧର ବାବୁ ସମ୍ବୋଧିତ ହେଲେ । ମାତ୍ର ଗିରିଆ ଗାଁ ରେ ରହି ଚାଷ ବାସ କଲାରୁ ଗିରିଧାରୀ ଡାକ ଶୁଣିବା ସମ୍ଭବ ହେଲାନାହିଁ । ଶ୍ରୀଧର ବାବୁ ଯେବେ ଗାଁକୁ ଆସୁଥିଲେ…

ଯେତେବେଳେ ଯାହା

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଆମ ଭାରତବର୍ଷରେ ଗୁରୁଦିବସ ପାଳନ ବିଧି ଯିଏ ପ୍ରଚଳନ କରିଥିଲେ.. ତାଙ୍କୁ ମୋର କୋଟିଏ ପ୍ରଣାମ । ଏବେ ଯୁଗ ଆଗେଇଲା । ଯୁଗ ଅନୁସାରେ ତଳଦେଇ ପରମ୍ପରାର ବି ପ୍ରମୋସନହୋଇ ଢ଼େରେ ଉର୍ନ୍ନତି ହେଲାଣି । ଗୁରୁ ଓ ଛାତ୍ର -ଛାତ୍ରୀଙ୍କ ସମ୍ପର୍କ ଅଗ୍ରଗତି କଲାଣି ।…

ରମ୍ୟ ରଚନା : ପୁସ୍ତକ ମେଳାରେ କେତେଘଣ୍ଟା

ଡାକ୍ତର ଅଭୟ ଦାଶ ସରିଯାଇଛି ପୁସ୍ତକ ମେଳା । ଏବେ ମନେପକେଇବା କିଛି କଥା । ଓଡିଆ ଟି! ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରୁ ଆରମ୍ଭ। "ଉତ୍କଳର ନେତା ନିଜେ ନାରାୟଣ," ତାଙ୍କ ବିନା ଗତି କାହିଁ? ପ୍ରଥମ ଷ୍ଟଲ୍ ଶ୍ରୀମନ୍ଦିରର। ଅରୁଣ ସ୍ତମ୍ଭରୁ ଆରମ୍ଭ। ଜୋତା ଖୋଲି ଭିତରକୁ ଯିବେ।…

ପଡ଼ି ମଣ୍ଡୁକ ଅହି କବଳେ

ଆମ ଗାଁ ପାଖ ଗାନୁଆ ମୋ ଧୂଳିଖେଳ ବେଳର ଚାହାଳି ସାଙ୍ଗ । ଗଲା ତିନି ବର୍ଷ ହେଲା କରୋନା ମହାମାରୀ ପାଇଁ, ଦିଲ୍ଲୀରେ ରହୁଥିବା ଗାନୁଆର ପୁଅ -ବୋହୂ ଗାଁକୁ ଆସିପାରିନଥିଲେ । ଗାନୁଆ ବି ଆଗରୁ କେବେ ଟ୍ରେନରେ ବସି ବାହାର ରାଇଜକୁ ଯାଇନଥିବାରୁ ମତେ ତା'ସାଥୀରେ ଦିଲ୍ଲୀ ଯିବାକୁ ଡାକିବାରୁ ମୁଁ…

ପତିଙ୍କ ସହ ଯତିପାତ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ହେ ସତ୍ୟବାନ ! ମୋ କଥା ଟିକେ ମନଦେଇ ଶୁଣ । ବହି ମାଗାଜିନଠୁ ସୋସିଆଲ ମିଡ଼ିଆରେ ଯାହାସବୁ ଆମ ନାଁ ରେ ଲେଖୁଛ.. ଚାରିଆଡେ ଗପୁଛ, ସେସବୁ ପଢି ଶୁଣି ଆମ ଛାତି ଫାଟି ଯାଆନ୍ତାଣି । ନଫାଟି ରହିଛି ଏଇଥିପାଇଁ ଯେ, ତମରି ଫଟ ମୂରତିକି ଆମେ ଛାତି ଭିତରେ…

ଯେତେ ମାଠିବୁ ମାଠ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ବାଇଧର ଜେଜେ ଜମାରୁ ବାଜେ ଚିନ୍ତା ନକରି ସବୁବେଳେ ସମାଜର ହିତ ଚିନ୍ତା କରନ୍ତି । ଅବାଟରେ ଯାଇ ଅବାଗିଆ କାମକରି ନାଁ ପକାଉଥିବା ଯୁବଗୋଷ୍ଠୀଙ୍କ ପଥ ଓଗାଳି କେମିତି ଭଲବାଟକୁ ଅଣେଇବେ, କଳିଗୋଳ ନକରି ସମସ୍ତେ ସମସ୍ତଙ୍କୁ ଭଲପାଇ ଦୁଃଖରେ ସାହା ଭରସା ହେବେ,…

ବକ ପଞ୍ଚୁକ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ସ୍ଵଭାବରେ କାଉ ବଡ଼ ଚତୁର, ଏଇ କଥା ସେ ବହୁକାଳରୁ ଶୁଣିଆସୁଛି । କିନ୍ତୁ କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ବଗ ବି ଆମିଷ ଖାଉନଥିବାରୁ ବକ ପଞ୍ଚୁକ ନାମଦେଇ କହିବାଟା.. କାଉର ହଜମ ହେଲାନି । ତା' ଯୁକ୍ତିହେଲା ଆମେ ଉଭୟେ ନନଭେଜ, ମାନେ ଆମିଷପ୍ରିୟ ପକ୍ଷୀ ।…

ନିଜ ଢୋଲ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ପାକୁଆ ବାବୁ ବଡ଼ ଭଦ୍ର ଭାରି ଭଲଲୋକ । ଯୋଉଠି କି ଗଲେ, ଯାହାପାଖେ ବସିଲେ କି ମଞ୍ଚକୁ ଉଠିଲେ.. ନିଜ ଢୋଲ ବହୁତ ବଢିଆ ବଜେଇ ଶ୍ରୋତାଙ୍କ କାନକୁ ତାବଦା କରିପାରନ୍ତି । ଆଉ ଯିଏ ତାଙ୍କୁ ମଞ୍ଚରେ ନବସେଇଲା.. ଅତି ସୁନ୍ଦରଭାବେ ଯାଚ୍ଛାତା କରି ଗାଳିଦେଇ…

ଗଳ୍ପ :ପ୍ରସ୍ତୁତିର ତିନିସ୍ତର , କଟକରେ ମକର

ଓଁ ଅଭିଜ୍ଞାନ ସାହୁ (ଏକ) ହେଇ ଗଲା ଦଶ ତାରିଖ । କଟକରେ ଘରେ ଘରେ ନଟେଇ ପୂଜା ହେଲା । ଗୁଡି ଗୋଲର ସବୁ ସକାଳୁ ଗାଧୋଇ ପାଧୋଇ ସୂତ ପୁତ ଭାବେ ମନ୍ଦିରରେ ତିଳକ ମାରି ନଟେଇ ପୂଜା କଲେ। କାଲି ରାତି ସୁଦ୍ଧା ସୁତା ବତୁରା କାମଟା ସରିଯାଇଥିଲା । ଆଜି ପାଗ ଖରାଟିଆ ହେଇଛି, ସୁତା ସୁଖିବ ।…