Latest Odisha News

BREAKING NEWS

Browsing Category

ସାହିତ୍ୟ

ସନେଟ : ଗାଁରୁ କହୁଛି

ରବି ପଣ୍ଡା ଘରବାଡ଼ି ସୀମା ଧାରେ ଧାଡି ଧାଡି ସିଜୁ ଆଉ କଣ୍ଟାଝଣ୍ଟା ବାଡ଼ ତାକୁ ଧରି ରଖିବାକୁ କଣି ଆଉ ପାତିଆର କାମଡା ଲାଗିଛି ବାଡ଼କୁ ଆବୋରି ଧରି ଅପରାଜିତାର ଲତା ସେସବୁକୁ କରିଛି ଉହାଡ଼ ଏଠି ସେଠି କୃଷ୍ଣ ରଙ୍ଗୀଫୁଲ ଫୁଟି, ଦେଖ ତା'ର ମୁହଁ ଦେଖାଉଛି । କୁଆଡ଼େ ହଜିଛି କାଇଁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ବହୁତ ଦିନ ପରେ କିଏ ଜଣେ ତାକୁ ତା' କଥା ପଚାରିଛି ,ତା ଭଲ ମନ୍ଦ କଥା ପଚାରିଛି ! ଖୁସିରେ ଆଖି ଦୁଇଟି ଛଳ ଛଳେଇ ଉଠିଲା ଆସ୍ଥାର । କଥା ଦିଆ ନିଆ ଭିତରେ ବଞ୍ଚିବାର ଖିଅ ଟିକକ କେଉଁଠି ନା କେଉଁଠି ଲୁଚିରହି ଥିଲା; ଏକଥା…

ଗୌରହରି ଦାସ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର :  ବିଶିଷ୍ଟ  ସାହିତ୍ୟିକ ଗୌରହରି ଦାସ ୨୦୨୨ ବର୍ଷ ପାଇଁ ମର୍ଯ୍ୟାଦା ଜନକ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। । ଶ୍ରୀ ଦାସ ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, ସ୍ତମ୍ଭକାର ତଥା କଥାକାର । ତାଙ୍କର ସାହିତ୍ୟ କୃତି ‘ବାଘ ଓ ଅନ୍ୟାନ୍ୟ ଗଳ୍ପ‘ ପାଇଁ ତାଙ୍କୁ…

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ପାଇବେ ପ୍ରଥମ ‘ନବଗୁଞ୍ଜର ସମ୍ମାନ’

ଭୁବନେଶ୍ୱର : ସାଂସ୍କୃତିକ ଅନୁଷ୍ଠାନ "ନବଗୁଞ୍ଜର ସଂସ୍କୃତି ମଞ୍ଚ" ପକ୍ଷରୁ ପ୍ରଥମ ନବଗୁଞ୍ଜର ସମ୍ମାନ ଘୋଷଣା କରାଯାଇଛି। ବିଶିଷ୍ଟ ଲେଖକ, ସ୍ତମ୍ଭକାର ତଥା ଭାଷା ଓ ସଂସ୍କୃତି ଗବେଷକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଏହି ସମ୍ମାନ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ଅକ୍ଟୋବର ୧…

କବିତା : ମଙ୍ଗଳ ଗୀତି

ଗଦାଧର ସାହୁ  ଶୁଭେଚ୍ଛୁ ମାନଙ୍କ ସ୍ନେହ ଶ୍ରଦ୍ଧା ପ୍ରେମ ଶ୍ରଦ୍ଧେୟ ମଙ୍ଗଳ ପାଇଁ, ଥାଉ ଚିରଦିନ ରହୁ ଅମଳିନ ଏତିକି ବିନତି ସାଇଁ । ଯେ ପଥେ ଚାଲିବୁ ତାଙ୍କରି ଆଶିଷେ ଆମରି ମଙ୍ଗଳ ପାଇଁ, ସେ ପଥ ତାଙ୍କରି ଆମେ ପଥଚାରି ଦି ଦିନ ପଥିକ ହୋଇ । ଏ ଜୀବନ କ୍ଷୀଣ ନୁହେଁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ ଡୋର୍ ଖୋଲି ଦେଖିଲା ବେଳକୁ .... . ତା ମୁଣ୍ଡ ବିନ୍ଧାର ମସ୍ତ ବଡ଼ କାରଣଟା ପୁଣି ଆସି ଉଭା ହୋଇ ଗଲା ,ମାୟା ନାଁ ରେ ! ଆସ୍ଥା ସାମାନ୍ୟ ବିରକ୍ତି ଭରା ସ୍ୱରରେ , "ମାୟା ତୁ ?!"ହଁ , କାଳେ ତମେ ହଇରାଣିଆ ହେବ ତ ସେଇଥି ପାଇଁ ବୋଲି…

ଭାଷା ଭାଗବତ : ପ୍ରତିଭା ନୁହେ ସ୍ମୃତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରତିଭା ନୁହେ ପୂର୍ବ ସ୍ମୃତି ନୂତନ ଚିଂତାଶୀଳ ମତି ଧାରଣ କରେ ଯେଉଁ ବ୍ୟକ୍ତି ଘଟାଇପାରେ ସର୍ବୋନ୍ନତି ଗଚ୍ଛିତ ଜ୍ଞାନ ଅନୁଗତ ପ୍ରଚାର କରି ଅବିରତ ହୁଅଂତିନାହିଁ ଯଦି କ୍ଳାଂତ ନ ରହେ ଜ୍ଞାନର ମହତ୍ତ୍ୱ…

ଅନୁବାଦ ଗଳ୍ପ : ଆସ ଭଉଣୀ ଫତିମା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୦ ମୂଳ ପଞ୍ଜାବୀ: ବଳଦେବ ସିଂହ ଦୀପାବଳି ପୂର୍ବରୁ ଫି’ବର୍ଷ ଘରର ସବୁ ଅଦରକାରୀ ଜିନିଷ ଓ ଅଳିଆ ଆବର୍ଜନା ସଫା କରିବା ମୋର ଅଭ୍ୟାସରେ ପଡ଼ି ସାରିଥିଲା । ପ୍ରତିବର୍ଷ ପରି ଏ ବର୍ଷ ବି ମୁଁ ସେଇ କାମରେ ଲାଗିପଡ଼ିଥିଲି । ଘରୁ ଅଦରକାରୀ…

କବିତା ହେଉଛି ସାହିତ୍ୟର ଆତ୍ମା : ପ୍ରହଲ୍ଲାଦ ଶତପଥି

ଓଡ଼ିଆ ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ ପ୍ରହଲ୍ଲାଦ ଶତପଥି। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ ରଚିତ କବିତାର ଶବ୍ଦବିନ୍ୟାସ ଏବଂ ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ ମାୟା ଦେଖିବାକୁ ଶ୍ୟାମଳ କିନ୍ତୁ ସୁନ୍ଦର ଚେହେରା । କିନ୍ତୁ , ବହୁତ ଦିନ ପରେ ସେ ଜାଣିବାକୁ ପାଇଲା ମାୟା ଆଉ ସମ୍ଭବ ଦୁହେଁ ପରସ୍ପରକୁ ....!! ସୌଖିନ୍ ଜିନିଷଠାରୁ ଆରମ୍ଭ କରି ସୁନା ଜିନିଷ ସବୁ ମାୟା ହିଁ ଚୋରି କରିବା କଥା ମଧ୍ୟ…