Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଶବ୍ଦର ଗଠନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୦  ବୁଝିବା ଶବ୍ଦର ଗଠନ କିପରି ହୁଏ ସୂତ୍ରାଧୀନ ଅଳପ ରଖିବା ସ୍ମରଣ ବେଶି କରିବା ସଂଯୋଜନ ଯୌଗିକ ଶବ୍ଦ ଶିଖି ଗଢ଼ି ମନରୁ ଶବ୍ଦ ସବୁ କାଢ଼ି କରିବା ସର୍ବେ ବ୍ୟବହାର ବଢ଼ିବ ଦକ୍ଷତା ଆମର ପୂର୍ବଗଠିତ ଶବ୍ଦ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ : ୩ ଏମିତିରେ ଆଜିକାଲି ତାଙ୍କ ପାଖରେ ସମୟ ଅଭାବ । ଏ ସବୁ ପାଇଁ ବି ବେଳ କମ୍ । ସେ ଡେରି ରାତିରେ ଫେରିଲା ବେଳକୁ, ଇଏ ଶୋଇ ଯାଇଥାଏ, ତ’ କେବେ ଅଧରାତିରେ ଆଖି ଖୋଲି ଗଲେ, ବୈଭବ କେତେବେଳେ ଫେରି, ସାଇଡରେ ଘୁଙ୍ଗୁଡ଼ି…

ସ୍ୱଳ୍ପ ଗଳ୍ପ : ଏକ ପାର୍ଥିବ ପ୍ରେମ କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭ ଅସଲରେ ଏହା ହେଉଛି ଏମିତି ଏକ ସମୟର କଥା ଯେଉଁ ସମୟରେ ଆଜି ଭଳି ଗୋଲାପର ଦିନ ନଥିଲା, ଚକୋଲେଟର ଦିନ ତ ଜମା ନଥିଲା ଆଉ ଆମର ଚର୍ଚ୍ଚିତ ଭାଲେଣ୍ଟାଇନ୍ ଦିବସର କହିବାକୁ ଗଲେ କୌଣସି ସୋର ଶବଦ ବି ନଥିଲା। ତାହା ହେଲେ ପୃଥିବୀରେ…

କବିତା : ଘର

ପୁଣ୍ୟପ୍ରଭା ଦେବୀ  ଆଜିଠାରୁ ବହୁ ବର୍ଷ ପରେ ଏକ ଅଜଣା ଦିନରେ ଆମେ ଦୁହେଁ ନ ଥିବା ତ ଯାଇଥିବା ଆଗ ପଛ ହୋଇ ଆମ ଘରେ ରହୁଥିବ ପୁଅ ତାର ପରିବାର ସାଥେ ଆମର ଯା କିଛି ଥିବ ସେ ସବୁର ସ୍ବାଧୀକାର ପାଇ। ଥିବ ଏକ ଅପରାହ୍ନ ନୀରବ ନିଶୁନ ଯେଣୁ ଛୁଟିଦିନ ଥିବ କର୍ମ କ୍ଲାନ୍ତ ବୋହୂ ଆମ…

‘କ୍ରମବିପନ୍ନତାର ଚଉମୁହାଣିରେ ଓଡ଼ିଶାର ଐତିହ୍ୟ’ ଶୀର୍ଷକରେ ଆଭାସୀ ଆଲୋଚନା ଚକ୍ର

ଭୁବନେଶ୍ୱର : 'କ୍ରମବିପନ୍ନତାର ଚଉମୁହାଣିରେ ଓଡ଼ିଶାର ଐତିହ୍ୟ' ଶୀର୍ଷକରେ ଏକ ଆଭାସୀ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ହିରଣ୍ମୟୀ ମିଶ୍ରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ଇନଟାକର ଓଡ଼ିଶା ପ୍ରକଳ୍ପ ଶାଖାର ପରିଚାଳକ ଅନୀଲ ଧୀର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ।…

ଭାଷା ଭାଗବତ : ଭାଷାରେ ଗଢ଼ା ଭଂଗା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୯  ଭାଷାରେ ଚଳେ ଭଂଗା ଗଢ଼ା ଅସଂଖ୍ୟ ଶବ୍ଦ ଯୋଡ଼ା ଛଡ଼ା ଯେହେତୁ ଅଟେ ଧରାବଂଧା ହୁଏନି ତେଣୁ ଅସୁବିଧା ପ୍ରତ୍ୟେକେ ନିଜ ରୁଚି ଜାଣି ବହୁ ଦିଗକୁ ଭାଷା ଟାଣି ନେଉ ଥାଆଂତି ନିରଂତର କିଛି ବି ନୁହେ ସ୍ଥାୟୀ,…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ : ୨  ଯାହା ହେଉ ସେ ଏଯାଏ ଡିନର୍ କରିନାହିଁ । ବୈଭବ ନିହାତି ଏତେ ଶୀଘ୍ର ଖାଇକି ଆସିନଥିବେ । ଅନେକ ଦିନ ପରେ ଆଜି ମିଶିକି ଖାଇବା ହବ । ସେ ଉଠି ଗଲା ଖାଦ୍ୟ ଗରମ କରିବାକୁ । ସୁକାନ୍ତି ଡିନର୍ ରେଡି କରି, ଏଇ କିଛି ସମୟ…

ଭାଷା-ସାହିତ୍ୟ ପ୍ରତି ପ୍ରଗାଢ଼ ଅନୁରକ୍ତି ହିଁ ସର୍ଜନଶୀଳତାର ମୂଳମନ୍ତ୍ର : ସୁସ୍ମିତା ମହାପାତ୍ର

ଓଡ଼ିଆ ସାହିତ୍ୟର ଜଗତର ଅନନ୍ୟ ଶିଳ୍ପୀ ସୁସ୍ମିତା ମହାପାତ୍ର। ଏକାଧାରରେ ଜଣେ କବି , ଗାଳ୍ପିକା , ଔପନ୍ୟାସିକା ଓ ପ୍ରାବନ୍ଧିକା । ସେ ମଧ୍ୟ ରୁଚି ରଖନ୍ତି ଚିତ୍ର ଓ ନୃତ୍ୟକଳାରେ। ଜଣେ ଆଦର୍ଶ ଶିକ୍ଷୟତ୍ରୀ ଭାବରେ ମଧ୍ୟ ତାଙ୍କର ବେଶ ସୁନାମ ରହିଛି। ସୁବୋଧ୍ୟ ବିଜ୍ଞାନ, ଜୀବ ଜଗତର ରହସ୍ୟ,…

କବିତା : ନିରବ ନିୟମ

ସୁବ୍ରତ କୁମାର ଜେନା  ଏ ବାବୁ , ତୁମେ ବି ନା ଏମିତି ! ତୁମକୁ କ'ଣ ଅଧିକ ମାଗିଥିଲୁଯେ ! ଖାଲି ଯାହା ଟିକେ ଭୋକରୁ ନିର୍ଯ୍ୟାସ, ଖାଲି ଯାହା ଟିକେ ଭେକର ମାଧ୍ୟମ, ତୁମେ କିନ୍ତୁ କ'ଣ କଲ ? ଏମିତି ଆଙ୍କିଲ ଚିତ୍ର ଆମ ନଗ୍ନତାର, ଏମିତି କ'ଣ କିଏ ଆଙ୍କେ ବାସ୍ତବରେ, ସାରା…

ଉନ୍ମୋଚିତ ହେଲା ଲଳିତ ମୋହନ ମିଶ୍ରଙ୍କର ପ୍ରଥମ ଗଳ୍ପ ସଙ୍କଳନ ‘ପରିଣୀତା’

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା 'ପକ୍ଷୀଘର' ଦ୍ୱାରା ପ୍ରକାଶିତ ଲଳିତ ମୋହନ ମିଶ୍ରଙ୍କର ପ୍ରଥମ ଗଳ୍ପ ସଙ୍କଳନ 'ପରିଣୀତା' ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଯାଇଛି ପ୍ରକାଶକ ବନୋଜ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅଜୟ ସ୍ବାଇଁ, ଶଙ୍କର୍ଷଣ ପରିଡା,…