Latest Odisha News

BREAKING NEWS

Browsing Category

ସାହିତ୍ୟ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ ଅତିବଡୀ ଜଗନ୍ନାଥ ଦାସ ‘ଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକଡେମୀ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେଓଡ଼ିଆ ଭାଗବତକାର ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ପ୍ରାତଃ ସମୟରେ ସଂସ୍କୃତି ଭବନ ପରିସରରେ…

ପୁସ୍ତକ ପରିଚୟ : ତୂଳି

ତୂଳି କବି : ପ୍ରଦୀପ କୁମାର ପଣ୍ଡା ପ୍ରକାଶକ : ଟାଇମପାସ ୯୫୦ (ପି) ଗ୍ରୀନ ଭିଲ୍ଲା ବରମୁଣ୍ଡା , ଭୁବନେଶ୍ୱର ପୃଷ୍ଠା : ୧୦୪ ମୂଲ୍ୟ : ୧୧୫ କବିର ସତ୍ତା ପ୍ରେମ ଓ ପ୍ରେମରୁ ସଂଜାତ ପ୍ରତିପ୍ରେମର ସୃଜନ କବିତା, କବିତାରୁ ଚିତ୍ର , ଚିତ୍ର ପାଇଁ ତୂଳି ଓ ସେ ତୂଳିର ରଙ୍ଗରେ ଅନେକ…

ଆଜି ପାଳନ ହେବ ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ, ଓଡ଼ିଶା ସାହିତ୍ୟ ଏକଡେମୀ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ,  ଆଜି ଓଡ଼ିଆ ଭାଗବତକାର ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳନ କରାଯିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର…

ହିନ୍ଦୀ ଓ ହିନ୍ଦୀ ଦିବସ

କିଶୋର ମହାନ୍ତି  ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହରୁ ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖ ବିଧିବଦ୍ଧ ଭାବରେ 'ହିନ୍ଦୀ' ଭାଷାକୁ ରାଜଭାଷା ବୋଲି ଘୋଷଣା କଲେ । ଏହା ସର୍ବସମ୍ମତିରେ ଗୃହୀତ ହେଲା । ପରେ ୱାର୍ଦ୍ଧାର ଅନୁରୋଧ କ୍ରମେ ପ୍ରତି ବର୍ଷ ସେପ୍ଟେମ୍ବର ୧୪…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୩୬ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୬ ମାଆଙ୍କ ସହିତ ବୁଲିବାକୁ ଯିବାର ମଜା ସତରେ ବହୁତ ଅଲଗା। ବହୁତ ଆକଟ ନୁହେଁ, ସାମାନ୍ୟ କରନ୍ତି ସେ। ମନପସନ୍ଦର ଲୁଗାପଟା ସହ ମନପସନ୍ଦର ଖାଇବା ମିଳିଗଲେ ହେଲା। ଅଞ୍ଜୁକୁ ଦେଖିବା ପାଇଁ ସଜବାଜ ହୋଇ ବାହାରିପଡୁ ଆମେ କେବେ…

କବିତା : ମୁକ୍ତି

ରାମକୃଷ୍ଣ  ବନ୍ଦ ଝର୍କା ଫାଙ୍କରେ ଦେଖିଲୁ ବରଫ ଶୃଙ୍ଗ ଉପରୁ ଡେଇଁ ପଡୁଥିବା ରକ୍ତର ପ୍ରପାତ ପ୍ରଜାପତି ପରି ଉଡୁଥିବାର ଦେଖିଲୁ ଲଙ୍ଗଳା ଶିଶୁମାନଙ୍କୁ ତାରାଙ୍କ ବଗିଚାରେ ଜହ୍ନରାତିରେ ଶୁଣିଲୁ ବନ୍ଦ କବାଟ ସେପଟେ ସମୁଦ୍ରର ଡାକ ଉପାୟ କାହିଁ ସଜାଗ କାନ୍ଥମାନଙ୍କ ପହରାରୁ ଖସି…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ନିଜ ପାଇଁ ଚିଠି  ଏଇ ଚିଠି- ମୋ' ନିଜ ପାଇଁ । ନିଜଠୁ ନିଜକୁ ଦୂରେଇ , କୌଣସି ନା କୌଣସି ଆଳରେ ନିଜର ସ୍ୱରୂପକୁ ସାମ୍ନା ନକରି , ନିଜର ସ୍ଥିତିକୁ ଯେଉଁଠି ସେଇଠି ଓହଳେଇ ଆଉ କାହା ସ୍ଥିତିର ଖୋଳପାରେ ଖୋଜି ଆସୁଥିବା ରଙ୍ଗବେରଙ୍ଗର ସ୍ଥିତି ପାଇଁ ମୁଁ ମୋ ଭିତରେ ଅପର୍ଯ୍ୟାପ୍ତ ଧଇଁସଇଁକୁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୩୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୫ ସବୁ ଚାଲିଛି ନିର୍ଦ୍ଦିଷ୍ଟ ଭାବରେ। ଯେମିତି ପୃଥିବୀ ଘୂରୁଛି, ଜହ୍ନ ହସୁଚି, ମେଘ ଝୁଲୁଚି, ସମୁଦ୍ର କଡଲେଉଟଉଚି ତାଳ ଆଉ ଛନ୍ଦରେ । ସୂର୍ଯ୍ୟ  ସ୍ଥିର , ସେମିତି ମନଟା ହୁଅନ୍ତାନି ! ସାଇକେଲ ନୂଆ ଆସିବା ଦିନ, ଖୁସିରେ…

ଶ୍ରୁତକୀର୍ତ୍ତୀ ତ୍ରିପାଠୀଙ୍କ ‘ରଙ୍ଗ ତୂଳିର ଜୀବନ’ ଉନ୍ମୋଚିତ

କଟକ : ଗାଳ୍ପିକା ଶ୍ରୁତକୀର୍ତ୍ତୀ ତ୍ରିପାଠୀଙ୍କ ଗଳ୍ପ ସଙ୍କଳନ 'ରଙ୍ଗ ତୂଳିର ଜୀବନ' ସ୍ଥାନୀୟ ଆୟକର କମିଶନରଙ୍କ କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଆୟକର କମିଶନର ମନୋରଞ୍ଜନ ପାଣିଗ୍ରାହୀଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ପାଣିଗ୍ରାହୀ , ସାହିତ୍ୟରେ ପରିପୂର୍ଣ୍ଣ ଜୀବନ…

ସାହିତ୍ୟ ସାମାଜିକ ସତ୍ୟର ନିଖୁଣ ପ୍ରତିରୂପ : ଲିପିକା ଦାସ

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରବୀଣ ଶିଳ୍ପୀ ଲିପିକା ଦାସ । ଜୀବନର ଅଭିଜ୍ଞତା ଓ ଅନୁଭବକୁ ସାଉଁଟି, ନିଜସ୍ୱ ଢଙ୍ଗରେ ଉପସ୍ଥାପନ କରିବାରେ ସେ ଖୁବ ପାରଙ୍ଗମ। ଶାଣିତ ଶବ୍ଦର ପ୍ରୟୋଗ ସହ ସାବଲୀଳ ଭାବର ମଧୁରପଣରେ ଅତି ନିଖୁଣ ଭାବରେ ସେ ସଜାଇ ପାରନ୍ତି ତାଙ୍କ ସର୍ଜନାର ଧାରା। ଲୁହର ରଙ୍ଗ…