Latest Odisha News

BREAKING NEWS

Browsing Category

ସାହିତ୍ୟ

ଗଳ୍ପ: କଳ୍ପବୃକ୍ଷ

✍️ବିମଳା ଶଂକର ଦାଶ ବାପାଙ୍କ ଅସ୍ୱାଭାବିକ ପରିବର୍ତ୍ତନ ରେ ଖୁବ୍ ବିଚଳିତ ହୋଇ ପଡୁଥିଲା ଆଲିସା । ବାପା ତାକୁ କୋଳେଇ ନେଉଥିଲେ, ଦେହରେ ସାବୁନ ରଗଡି ଗାଧୋଇ ଦେଉଥିଲେ, ଟାୱାଲରେ ଓଦା ଦେହକୁ ପୋଛି ଫ୍ରକ୍ ପିନ୍ଧେଇ ଦେଉଥିଲେ । ବାପାଙ୍କ ପେଟ ଉପରେ ଲଦି ନ ହେଲେ ନିଦ ଆସେନା ବୋଲି…

କବିତା-ଆହ୍ୱାନ

ପ୍ରସେନଜିତ୍ ସେଠୀ                                                      ଶ୍ୱାନ ଚିତ୍କାରରେ ସୁପ୍ତ ସିଂହ ତୋର ପୌରୁଷତ୍ବ କାହିଁ ଜାଗେ ନାହିଁ, ଉଠ ଉଠ ଆଜି ସମୟ ଆସିଛି ଆପଣା ସମ୍ମାନ ରକ୍ଷା ପାଇଁ। ତୁ ସିନା ଶୋଇଛୁ ଦୀର୍ଘ ସୁସୁପ୍ତିରେ ଆତ୍ମ ସମ୍ମାନକୁ ଦ୍ୱାହି ଦେଇ,…

କବିତା : ଦାବାନଳର ଦୁନ୍ଦୁଭି

ଅଭିଜିତ ଦେବର୍ଷି ବ୍ୟସ୍ତବହୁଳ ପୃଥିବୀକୁ ମୁହିଁ ଆଖି ପୁରାଇ ଦେଖୁଦେଖୁ ଗ୍ରହଣ ଲାଗିଛି ସୁଖରେ ତାର, ଗ୍ରାସ କଲା ପୁଣି କିଏ ତାକୁ ? କିଏ ଏ ଚାଇନା କିଏ ଏ କରୋନା ଆସିଛି ପରାଏ କାଳ ପରି ଚଞ୍ଚଳ ମନ, ସୁପ୍ତ ଜୀବନ, ବସିବିକି ଏବେ ହାତ ଧରି ? ଅକାଳେ ଅନ୍ଧାର ମନୁଷ୍ୟ ଜୀବନେ,ଅଦିନରେ…

ସମ୍ପର୍କ

✍️ ଶ୍ରୀୟା                                                                  ଜହ୍ନ ରାତିରେ ଦୁଇଟି ପ୍ରାଣ ବାର୍ତ୍ତାଳାପରେ ବ୍ୟସ୍ତ ଥିଲେ । କଥା ଶୁଣିବା ପାଇଁ ମୁଁ ଦଣ୍ଡିଏ ଠିଆ ହେଇଗଲି । - ଶୁଣ ଗୋ । - କୁହ ପ୍ରିୟେ । - ତୁମେ ମୋ ପ୍ରେମ ହେଲେ ମୁଁ ତୁମ ପ୍ରତୀକ୍ଷା…

ମଣିଷ ଭୂତାଣୁ

ବିମଳ ଶଙ୍କର ଦାଶ ଷ୍ଟାଟସଟିଏ ନିଜ ସୋସିଆଲ ମେଡିଆ ପୃଷ୍ଠାରେ ଲେଖି ଦେଇ ଚିନ୍ମୟ ଟିକିଏ ଆଶ୍ୱସ୍ତି ଅନୁଭବ କଲେ ବି ଭୁଲି ପାରୁ ନ ଥିଲେ ସକାଳର ଘଟଣା । ଅନେକ ଘଟଣା ଅଘଟଣା ଦୁନିଆରେ ଘଟେ । କିଛି ଘଟଣା ମନକୁ ଗଭୀର ଆଘାତ ଦିଏ ..ହୃଦୟକୁ ଆନ୍ଦୋଳିତ କରେ...କିନ୍ତୁ ପ୍ରତିବାଦ କରି ହୁଏନା…

ଜୀବନର ଟ୍ରାୟଲୋଜୀ

ଇତିଶ୍ରୀ ନାୟକ ମୁଁ ଆଉ ଜୀବନ ଗୋଟେ ରିଭଲଭିଂ ଡୋରର ଏପଟେ ସେପଟେ ନା ମୁଁ ତାକୁ ଛୁଇଁ ପାରେ ନା ସେ ମୋତେ।। ଜୀବନଟା କମ୍ପ୍ଯୁଟର ପ୍ରୋଗ୍ରାମିଂର ଶୂନ୍ ଆଉ ଏକର ଖେଳ ନୁହେଁ ଶୂ୍ନ ଆଉ ଏକ ମଝିର ଯାତ୍ରା ହିଁ ବୋଧେ ଜୀବନ।। ଜୀବନର ହିସାବ କିତାବ ସରିଯିବା ଆଗରୁ ଏଇଠି…

ଘାଣ୍ଟ

 ଜ୍ଞାନ ରଞ୍ଜନ କର ନରାଜ ବ୍ୟାରେଜ ପାଖରେ ସକାଳୁ ସକାଳୁ କାଖରେ ତିନିଟା ଖାଲି ଜରି ବ୍ୟାଗ ଜାକି, ଚା ପି' ସାରି, ତଳତଳିଆ ଖଦଡା ଚା' ପତି ପାଟିରେ ଲାଗିଲାରୁ କପଟି ଫୋପାଡ଼ି, ମଟର ସାଇକେଲଟା ଉପରେ ବସୁଥାନ୍ତି ମିଶ୍ର ବାବୁ। କାଲି ପରା 'ଘାଣ୍ଟ', ଆଉ ପ୍ରତିବର୍ଷ ପରି ସାହି ପଡିଶାରେ ଚଖେଇ…

ସ୍ପର୍ଶ : ଏକ ପ୍ରେମ କାହାଣୀ

ଭାସ୍ୱତୀ ବସୁ                                                                      ସିତାରର ତାର ଛୁଇଁ ମୂର୍ଚ୍ଛନା ସୃଷ୍ଟି କଲା ଭଳି କବୀରର ଆଙ୍ଗୁଠି ଛୁଁ ଥିଲା ପାରମିତାର ମଥା ଆଉ କପାଳ। ଆଃ ରିଅଲ ଶିଳ୍ପୀ ତ... ଆବେଶରେ ଆଖି ବନ୍ଦ କରି ଉପଭୋଗ କରୁଥାଏ ପାରମିତା। କେଶ…

ହିଞ୍ଜଡ଼ା

ସୁପ୍ରିୟା ପଣ୍ଡା            ଲୋକାଲ ଟ୍ରେନ ଭିତରେ ପଶିବା ଯେତିକି କଷ୍ଟ , ତା ଠାରୁ ଅଧିକ କଷ୍ଟ ଠିଆ ହେଇ ଯିବା । ସିଟ ମିଳିବାର ପ୍ରଶ୍ନ ବି ମନ ଭିତରକୁ  ଆସେ  ନାହିଁ। ଦିନ ସାରା ଫାଇଲ ଚାଷ କରି  , ସୁଜାତା ଟ୍ରେନ ଭିତରେ ପଶିଲା । ଭିଡ଼ ତ ନୁହେଁ ସତେ ଯେମିତି ଜନ  ସମୁଦ୍ର। ସେଇ…

ସଟ‌୍‍ଡାଉନ‌୍‍ର ସହର

କାହା ପାଇଁ ସାଇତିଛୁ ଏତେ ଅଭିମାନ କାହା ଅପେକ୍ଷାରେ ଅୟୁତବର୍ଷର ନିଦ ଏ ଯେଉଁ ସହର, ଯାହା ପାଇଁ ଏତେ ବୈଠକ ଯାହା ପାଖରେ ନିଜ ପାଇଁ ନଥାଏ ସମୟ ସେ ବି ଶୋଇପାରେ ନିଦରେ, ଲା-ପରବାଏ କିଏ ଏଠି ଜମା କରିଥିଲା ଜୀବନ ଏତେ ଅଳ୍ପ ପ୍ରେମ, ବାକି ସବୁ ତୁଚ୍ଛା ପବନ ଏତେ ଲମ୍ୱା ତା…