Latest Odisha News

BREAKING NEWS

Browsing Category

ସାହିତ୍ୟ

ଅନ୍ଧକାର

ଅନ୍ଧକାର ଶିବାନନ୍ଦ ବନଛୋର ହେ ଅନ୍ଧକାର... ତୁମେ ତ ବଡ ଲାଜକୁରା ! ଯଦି ନୁହେଁ ତ କାହିଁକି ଲୁଚିଛ ଯେ କଣ ଲୁଚକାଳିର ଖେଳରେ ମତେ ପରାସ୍ତର ରାସ୍ତା ଦେଖାଇବାକୁ ଶକୁନିର ଚାଲ ଚଲାଉଛ କି । କ'ଣ ବୁଢ଼ୀ ଅସୁରୁଣୀର କଥା କହି ଭୟର ଏକ ଦୁର୍ଗମ ଦୂର୍ଗରେ ଚିର ବନ୍ଦୀ କରିବାର…

ଅଜସ୍ର ଫୁଲର ଉପତ୍ୟକା

ଅଜସ୍ର ଫୁଲର ଉପତ୍ୟକା ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ - କଥା ଦିଅ, ମୁଁ ସଂସାର ଛାଡ଼ି ଗଲାପରେ ଯେମିତି କହୁଛି ସେମିତି କରିବ । ଟିକେ ବି ଏପଟ ସେପଟ ହବନାହିଁ । ବାବାଙ୍କ କଥା ଶୁଣି ମୁଁ ଓ ପତ୍ନୀ ଅର୍ଚ୍ଚନା ସ୍ତବଧ ହେଇଗଲୁ । ଲାଗିଲା ଯେମିତି ହଠାତ ବହୁ ଉଚ୍ଚା ଶିଖରରୁ ଖସି ପଡ଼ୁଛୁ କୋଉ ଅତଳତଳ…

ଆଶିଷ ଗଡ଼ନାୟକ ଓ ସ୍ୱାଗତିକା ସ୍ୱାଇଁଙ୍କୁ ଟାଇମପାସ୍‍ ବୁକର ପୁରସ୍କାର : ଛ’ ଜଣଙ୍କୁ ବେଷ୍ଟସେଲର୍‍

ଭୁବନେଶ୍ୱର ୨୧/୯: ଯୁବଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶାର ଉଚ୍ଚାଭିଳାଷୀ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଟାଇମପାସ୍‍ ବୁକର ପୁରସ୍କାର’ର ବିଜେତାଙ୍କ ନାମ ଘୋଷିତ ହୋଇଛି । ଗଳ୍ପ ପାଣ୍ଡୁଲିପି ‘କ୍ରୁଶ’ ପାଇଁ କଥାକାର…

ଧ୍ରୁବପଥର ସନ୍ଧାନରେ

ଧ୍ରୁବପଥର ସନ୍ଧାନରେ ଦୀପ୍ତିମୟୀ ବିଶ୍ୱାଳ କେତେ ଜୀବନର ପଥଶ୍ରମ ବାଟ କଢାଏ ମୋକ୍ଷ ଆଡ଼କୁ କହିପାରିବ ପଥଚାରୀ ! ଜନନୀ ଜଠରରେ ବାରମ୍ବାର ଶାୟିତ ହେଲାପରେ ବି ଖୋଲିଯାଏନା ତ ରୁଦ୍ଧ ଦ୍ୱାରର ଶିକୁଳି ! ଗମ୍ଭିରାରୁ ଗୋଡ଼ କାଢିଲେ ଦୃଶ୍ୟହୁଏ ମେଘନାଦର ଆରପାଖ । ରାସ୍ତାର…

ଇଂଜିନିୟର ଅକ୍ଷୟ ରାୟ : ଏକ ଶ୍ରଦ୍ଧାଂଜଳି

ଏଇ ଏବେଏବେ ଖବର ଆସିଛି, ସେ ଚାଲିଗଲେ । କିଛିଦିନ ଆଗରୁ ଖବର ଆସିଥିଲା, ସେ ଗୁରୁତର ଅସୁସ୍ଥ ହୋଇ ମାସେକାଳ ହସ୍‍ପିଟାଲରେ ପଡ଼ିଥିଲେ, ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆସିବା ଓ ଫେରିବା ତ ଜୀବନର ଶଶିକଳା । ପ୍ରତିପଦରୁ ବଢେ଼, ପହଂଚେ ପୂର୍ଣ୍ଣମୀରେ ତାପରେ କ୍ଷୟ ପାଏ... । ହେଲେ…

ମୋହ

ମୋହ କାଜଲ୍ ସ୍ୱାଇଁ ମୁଁ ଏବେ ମୋହରେ... କେବେ ବଞ୍ଚିବାର ମୋହ କେବେ ସ୍ୱପ୍ନ ଦେଖିବାର ମୋହ ପୁଣି କେବେ ମୋ ଅଣାୟତ୍ତ ବୟସମାନଙ୍କୁ ବାନ୍ଧି ରଖି ଭିନ୍ନ ଏକ ପୃଥିବୀ ଗଢିବାର ମୋହରେ... ବୈଶାଖର ତତଲା ବାଲିରେ ପାଦକୁ ବୁଡେଇ ମୁଁ ସବୁଦିନ ଅପେକ୍ଷା କରିଥାଏ ତୁମକୁ ଯଦିଓ ମୋତେ…

ସୁଲଭ ମୂଲ୍ୟରେ ଦୁର୍ଲଭ ପୁସ୍ତକ : ଜ୍ଞାନମଣ୍ଡଳ

ଭୁବନେଶ୍ୱର: ଓଡ଼ିଆ ଭାଷାର ସର୍ବବୃହତ ଓ ସର୍ବପ୍ରଥମ ବିଶ୍ୱକୋଷ (ଏନ୍‍ସାଇକ୍ଲୋପିଡ଼ିଆ) ‘ଜ୍ଞାନମଣ୍ଡଳ’ର ସଂପୂର୍ଣ୍ଣ ପେପରବ୍ୟାକ୍‍ ସଂସ୍କରଣ ଏବେ ଉପଲବ୍ଧ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଦଶଟି ଖଣ୍ଡରେ ପ୍ରକାଶିତ ‘ଜ୍ଞାନମଣ୍ଡଳ’ ଏବେ ସ୍କୁଲ, କଲେଜ୍‍ ତଥା ବ୍ୟକ୍ତିଗତ ଲାଇବ୍ରେରୀ ପାଇଁ…

ଟାଇମପାସ୍‍ ପୁସ୍ତକପର୍ବ: ଲୋକାର୍ପିତ ହେଲା ଡ. ବାସନ୍ତୀ ମହାନ୍ତିଙ୍କ ତିନୋଟି ବହି

ଭୁବନେଶ୍ୱର: ଜଣାଶୁଣା ଲେଖିକା ଡ. ବାସନ୍ତୀ ମହାନ୍ତିଙ୍କ ତିନୋଟି ପୁସ୍ତକ ସ୍ଥାନୀୟ ହୋଟେଲ କେଶରୀଠାରେ ବିଶିଷ୍ଟ ଅତିଥିମାନଙ୍କ ଗହଣରେ ଲୋକାର୍ପିତ ହୋଇଯାଇଛି । ଟାଇମପାସ୍‍ ପ୍ରକାଶନ ଦ୍ୱାରା ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କଥାକାର କୃପାସାଗର ସାହୁ ଶ୍ରୀମତୀ…

ମହିଷାସୁର

ମହିଷାସୁର ସୁରେଂଦ୍ର ପାଣିଗ୍ରାହୀ କିଏ ଜଣେ ମହାପୁରୁଷ କହିଥିଲେନା ‘ସବୁ କିଛି ହିଁ ଯୁକ୍ତିଯୁକ୍ତ କେବଳ ପ୍ରେମ ଓ ଯୁଦ୍ଧରେ!’ ମୋର ସମସ୍ତ ଅସହାୟ ଇଚ୍ଛା ଓ ଶରୀରର ରକ୍ତମାଂସର କାମନାମାନେ ସତେ ଯେମିତି ତୁମ ପାଇଁ ଜନ୍ମ ନେଇଥିଲେ ଦେବୀ ! ହଁ, ରାକ୍ଷସ ଯୋନିରେ କେଉଁ ଏକ ଅମଙ୍ଗଳ…

ମେଞ୍ଚାଏ ଅଳନ୍ଧୁ

ମେଞ୍ଚାଏ ଅଳନ୍ଧୁ ସୋନାଲି ପଣ୍ଡା ତୁମେ ପଚାରିଲ ମୋ ଚୁପ୍ ରହିବାର କାରଣ ମୁଁ ଉତ୍ତରରେ ଫେରେଇଦେଲି ଲୁଣିଆ ହସରୁ ଚେନାଏ କେଜାଣି କ'ଣ ବୁଝିଲ ମୁଁ ଚଷମା ପିନ୍ଧୁଛି ଏଇ ଏବେଏବେ ମୋ ଆଖି କଣେ ମେଞ୍ଚାଏ ଅଳନ୍ଧୁ ଝରକା ସେପାଖେ ଥୁଣ୍ଟା ଗଛଟିଏ ସେ ଗଛଟାରେ ବାଇଆବସା ହଳେ କାଇଁ ଚିଁ…