Latest Odisha News

BREAKING NEWS

Browsing Category

ସାହିତ୍ୟ

ଅକୁହା କଥା

ଅକୁହା କଥା ପ୍ରଜ୍ଞା ନିବେଦିତା ନାୟକ ଧୀରେ କୁହ; କାଳେ କିଏ ଶୁଣିନେବ ତୁମ ଛାତିତଳର ସ୍ପନ୍ଦନ ଆଉ ମୋ ନିଃଶ୍ଵାସର ସ୍ଵର । ମିଞ୍ଜିମିଞ୍ଜି ତାରାଭରା ଜହ୍ନରାତିରେ ଗୋଲାପ ପାଖୁଡାର ବର୍ଷା ପୁଣି ନିଦର ସଉଦା। ପ୍ରଶ୍ନଭରା ଆଖିରେ ପ୍ରଣୟର ପ୍ରତିଛବି ଲଜ୍ଜାର ଓଢ଼ଣା ଫାଙ୍କେ…

ନଷ୍ଟ ପ୍ରେମିକ

ନଷ୍ଟ ପ୍ରେମିକ ରିତାଞ୍ଜଳି ମହାରଣା ଯଦି ବ୍ୟାକୁଳ ତୁମେ ଉଡିବାକୁ ତେବେ ଅଣନିଶ୍ୱାସୀ ହେବା ଆଗରୁ ଉଡିଯାଅ, ଖୋଲିଦେଲି ପ୍ରେମ ପଞ୍ଜୁରି ଦ୍ୱାର ଯେଉଁଠି ପୋଷା ମନେଇବାର ପ୍ରଚେଷ୍ଟାରେ ହାରିଯାଏ ବାରମ୍ବାର। ହୁଏତ ମୁଁ ଜିଇ ଯାଇପାରେ ନିଃସଙ୍ଗ ମୁଦ୍ରାରେ ପ୍ରତାରିତ…

ଅଜ୍ଞାତବାସ

ଅଜ୍ଞାତବାସ ଦିପୁନ୍ ପୁହାଣ ଥାଉ କିଛି, ନିଜଠୁ ବି ଗୋପନୀୟ ହୋଇ । କିଛି ଅସହାୟତା ଏପରି ଯେ ତାକୁ ନିଜଠି ଖୋଲିଦେବାକୁ ଡର ଆଉ ତୁମେ ତ ମୋ ନିଜ ଦେହ ନୁହେଁ ଦେହଠାରୁ ବହୁ ଦୂର । ବଡ଼ ବିଚିତ୍ର ଏ ଦେହ କାରସାଦି, ଏ ଦେହରେ ଇ ବୃହନ୍ନଳା, ଏ ଦେହରେ ଅର୍ଜୁନ , ଏ ଦେହ କେବେ…

ମନୋଜ ଦାସଙ୍କ ସାହିତ୍ୟରେ ଆଧ୍ୟାତ୍ମିକତାକୁ ନେଇ ଜାତୀୟ ସଂପାନ

ବାଲେଶ୍ଵର: ମନୋଜ ଦାସଙ୍କ ଭିତରେ ଆଧ୍ୟାତ୍ମିକତାର ଅନ୍ଵେଷଣ ବାଲ୍ୟକାଳରୁ ଆସିଥିଲା। ପରବର୍ତ୍ତୀ ସମୟରେ ଏହା ତାଙ୍କ ସାହିତ୍ୟର ପ୍ରତିଫଳିତ ହେଇଥିଲା। ସେ ହେଉଛନ୍ତି ଭାରତୀୟ ସଂସ୍କୃତି ଓ ସଂସ୍କାରର ଜଣେ ବିଶ୍ଵସ୍ତ ପ୍ରତିନିଧି। ତାଙ୍କ ଆଧ୍ୟାତ୍ମର ଅନ୍ଵେଷଣ ତାଙ୍କ ଜୀବନର ନିର୍ମାଣରେ ମଧ୍ୟ…

ଜଳନ୍ତା କ୍ୟାଲେଣ୍ଡର

ଜଳନ୍ତା କ୍ୟାଲେଣ୍ଡର ସଂଘମିତ୍ରା ଭୁତିଆ ମୁଣ୍ଡ ଉପରର ଆକାଶକୁ ସେ ମୁଣ୍ଡେଇନି ! କିନ୍ତୁ ସେ ଖୁବ୍ ଭାରି ଅନୁଭବ କରେ ଠିକ୍ ଆଟଲାସ୍ ପରିକା ସେଇଟା ପୁଣି ହେତୁ ପାଇବା ଦିନରୁ ! କାଚ ମାଡିଲେ ତା' ପାଦରୁ ଝରେ ନାଲି ରଙ୍ଗର ଲୁହ! କିନ୍ତୁ ଖାଲିପାଦରେ ମାଟିରେ ଚାଲିକି ବି ଗୋଟେ…

ଅନ୍ଧକାର

ଅନ୍ଧକାର ଶିବାନନ୍ଦ ବନଛୋର ହେ ଅନ୍ଧକାର... ତୁମେ ତ ବଡ ଲାଜକୁରା ! ଯଦି ନୁହେଁ ତ କାହିଁକି ଲୁଚିଛ ଯେ କଣ ଲୁଚକାଳିର ଖେଳରେ ମତେ ପରାସ୍ତର ରାସ୍ତା ଦେଖାଇବାକୁ ଶକୁନିର ଚାଲ ଚଲାଉଛ କି । କ'ଣ ବୁଢ଼ୀ ଅସୁରୁଣୀର କଥା କହି ଭୟର ଏକ ଦୁର୍ଗମ ଦୂର୍ଗରେ ଚିର ବନ୍ଦୀ କରିବାର…

ଅଜସ୍ର ଫୁଲର ଉପତ୍ୟକା

ଅଜସ୍ର ଫୁଲର ଉପତ୍ୟକା ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ - କଥା ଦିଅ, ମୁଁ ସଂସାର ଛାଡ଼ି ଗଲାପରେ ଯେମିତି କହୁଛି ସେମିତି କରିବ । ଟିକେ ବି ଏପଟ ସେପଟ ହବନାହିଁ । ବାବାଙ୍କ କଥା ଶୁଣି ମୁଁ ଓ ପତ୍ନୀ ଅର୍ଚ୍ଚନା ସ୍ତବଧ ହେଇଗଲୁ । ଲାଗିଲା ଯେମିତି ହଠାତ ବହୁ ଉଚ୍ଚା ଶିଖରରୁ ଖସି ପଡ଼ୁଛୁ କୋଉ ଅତଳତଳ…

ଆଶିଷ ଗଡ଼ନାୟକ ଓ ସ୍ୱାଗତିକା ସ୍ୱାଇଁଙ୍କୁ ଟାଇମପାସ୍‍ ବୁକର ପୁରସ୍କାର : ଛ’ ଜଣଙ୍କୁ ବେଷ୍ଟସେଲର୍‍

ଭୁବନେଶ୍ୱର ୨୧/୯: ଯୁବଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶାର ଉଚ୍ଚାଭିଳାଷୀ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଟାଇମପାସ୍‍ ବୁକର ପୁରସ୍କାର’ର ବିଜେତାଙ୍କ ନାମ ଘୋଷିତ ହୋଇଛି । ଗଳ୍ପ ପାଣ୍ଡୁଲିପି ‘କ୍ରୁଶ’ ପାଇଁ କଥାକାର…

ଧ୍ରୁବପଥର ସନ୍ଧାନରେ

ଧ୍ରୁବପଥର ସନ୍ଧାନରେ ଦୀପ୍ତିମୟୀ ବିଶ୍ୱାଳ କେତେ ଜୀବନର ପଥଶ୍ରମ ବାଟ କଢାଏ ମୋକ୍ଷ ଆଡ଼କୁ କହିପାରିବ ପଥଚାରୀ ! ଜନନୀ ଜଠରରେ ବାରମ୍ବାର ଶାୟିତ ହେଲାପରେ ବି ଖୋଲିଯାଏନା ତ ରୁଦ୍ଧ ଦ୍ୱାରର ଶିକୁଳି ! ଗମ୍ଭିରାରୁ ଗୋଡ଼ କାଢିଲେ ଦୃଶ୍ୟହୁଏ ମେଘନାଦର ଆରପାଖ । ରାସ୍ତାର…

ଇଂଜିନିୟର ଅକ୍ଷୟ ରାୟ : ଏକ ଶ୍ରଦ୍ଧାଂଜଳି

ଏଇ ଏବେଏବେ ଖବର ଆସିଛି, ସେ ଚାଲିଗଲେ । କିଛିଦିନ ଆଗରୁ ଖବର ଆସିଥିଲା, ସେ ଗୁରୁତର ଅସୁସ୍ଥ ହୋଇ ମାସେକାଳ ହସ୍‍ପିଟାଲରେ ପଡ଼ିଥିଲେ, ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆସିବା ଓ ଫେରିବା ତ ଜୀବନର ଶଶିକଳା । ପ୍ରତିପଦରୁ ବଢେ଼, ପହଂଚେ ପୂର୍ଣ୍ଣମୀରେ ତାପରେ କ୍ଷୟ ପାଏ... । ହେଲେ…