Latest Odisha News

BREAKING NEWS

Browsing Category

ସାହିତ୍ୟ

ବାଲେଶ୍ଵରରେ ସାହିତ୍ୟ ଅକାଦେମିର ‘ଅସ୍ମିତା’

ବାଲେଶ୍ଵରରେ ସାହିତ୍ୟ ଅକାଦେମିର 'ଅସ୍ମିତା' ● ଭାଷା ଆନ୍ଦୋଳନରେ ବାଲେଶ୍ଵରର ଅବଦାନ ସମ୍ପର୍କରେ ବ୍ୟାଖ୍ୟା କଲେ ଅତିଥିଗଣ ବାଲେଶ୍ଵର: କେନ୍ଦ୍ର ସାହିତ୍ୟ ଅକାଦେମି ଆନୁକୂଲ୍ୟରେ ନାରୀ ସ୍ରଷ୍ଟାଙ୍କୁ ନେଇ ଏହାର 'ଅସ୍ମିତା' କାର୍ଯ୍ୟକ୍ରମ ବାଲେଶ୍ଵର ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି।…

ଦୁଇଟି ଅଣୁ ଗଳ୍ପ

ଦୁଇଟି ଅଣୁ ଗଳ୍ପ ଯୋଗେଶ୍ୱର ପଣ୍ଡା ୧. ଝିଟିପିଟି ସ୍ତ୍ରୀ- ଶୁଣୁଛ କି ! ଏ ଝିଟିପିଟି ଯୋଗୁଁ ମୁଁ ଆଉ ଏ ଘରେ ରହି ପାରିବିନି । ଘରଯାକ ଅସନା କରିଦେଉଛନ୍ତି ଝାଡା ଫେରିଫେରି ସବୁଆଡେ । ଏମାନଙ୍କୁ ଘଉଡାଇବାର ବ୍ୟବସ୍ଥା କର ଶୀଘ୍ର । ନ ହେଲେ ମୁଁ ଘରୁ ଯିବାର ବ୍ୟବସ୍ଥା କରିବି ଜାଣିଥ ।…

କବିତା ଏକ ମିଜାଜ୍ ଓ କବି ତା’ର ବାଦଶାହ: ପ୍ରଦୀପ କୁମାର ପଣ୍ଡା

ପ୍ରଦୀପ କୁମାର ପଣ୍ଡା ସମକାଳୀନ ଓଡ଼ିଆ କବିତାର ଅନ୍ୟତମ ସିଦ୍ଧ ଓ ସଶ୍ରଦ୍ଧ ଉଚ୍ଚାରଣ । ସୌଭାଗ୍ୟ କୁମାର ମିଶ୍ରଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ‘ଆସନ୍ତାକାଲି’ (୧୯୭୪) ପତ୍ରିକାରେ ପ୍ରକାଶ ପାଏ ତାଙ୍କର ପ୍ରଥମ କବିତା । ପ୍ରଥମ ବହି ପ୍ରକାଶ ପାଏ ୨୦୦୪ରେ ‘କାକପଦ’ ଶୀର୍ଷକରେ । ପରେପରେ…

ପଞ୍ଜୁରି

ପଞ୍ଜୁରି ମାନମୟୀ ରଥ ଆମେ ଶିଖିବା ବନ୍ଦ କରିଥିବା ଶିକ୍ଷକ ଉଚ୍ଚାକାଂକ୍ଷୀ ଅଭିଭାବକ ଗଢିପାରୁକି ପିଲାମାନଙ୍କୁ ? ଆମେ ଚାହିଁ ରହୁ ଓ ଈର୍ଷା କରୁ ସେମାନଙ୍କ ସ୍ମିତକୁ ଓ ବିସ୍ମୟଵୋଧକୁ । ଆମେ ଅସହଣୀ ହୋଇ ଚାହୁଁ ସେମାନଙ୍କ ମୁହଁର ଫୁଲକୁ । ଆମ ଅନୁଷ୍ଠାନ ଓ ପରିବାରରେ ସେମାନେ…

ସରପ୍ରାଇଜ

ସରପ୍ରାଇଜ ସୋନାଲି ସ୍ୱାଇଁ ସକାଳୁ ଉଠି ମୋବାଇଲ ଫୋନ ଅନଲକ କରିବା ମାତ୍ରେ ସ୍କ୍ରିନ ଉପରେ ଶୁଭ୍ରା ଦେଖିବାକୁ ପାଇଲା ଏକାଥରେ ଦଶ ବାରଟା ମେସେଜ... ତାହା ପୁଣି ଗୋଟିଏ ଅଜଣା ନମ୍ବରରୁ। ଚଟାପଟ ମେସେଜସବୁକୁ ପଢିବାକୁ ଲାଗିଲା ଶୁଭ୍ରା | ଲେଖା ଥିଲା: ହେଲୋ ମାଡାମ... କେମତି ଅଛ? କ'ଣ…

ତାରା ଓ କୃଷ୍ଣ ବୁଢ଼ା

ତାରା ଓ କୃଷ୍ଣ ବୁଢ଼ା ବିଭାବତୀ ଦାଶ ମୁଁ ସ୍କୁଲରେ ପଢ଼ୁଥାଏ । ଖରାଦିନିଆ ସଞ୍ଜରେ ଦୁଆରେ ଖଟିଆ ପକେଇ ବାପା ବସନ୍ତି । ମୁଁ ତାଙ୍କ ପାଖେ ଖଟିଆରେ ଗଡ଼ିଯାଏ । ଶୋଇ ଶୋଇ ଆକାଶକୁ ଦେଖେ । ତାରାଭର୍ତ୍ତି ଆକାଶ ଦେଖିବାକୁ ମୋତେ ଭାରି ଭଲଲାଗେ । ବାପା ସପ୍ତର୍ଷିମଣ୍ଡଳ ଚିହ୍ନେଇ ଦେଇଥିଲେ ।…

ସଫରନାମା-୩୭

ସଫରନାମା-୩୭ ଦେବୀଶଙ୍କର ଦାଶ || ୧ || ସାଥୀଙ୍କ ଗହଳି ମୁଁ ଏକା ଠିଆ ମୋର ହିଁ ସହର ମୁଁ ଭଡ଼ାଟିଆ ତମ ମିଛ ଏଠି ସଭିଙ୍କୁ ପସନ୍ଦ ମୁଁ ଯଦି କହେ ମୁଁ କପଟିଆ ଦେଇପାର ଆଜି ହଜାରେ ମରଣ ଛାଇ ବି ତ ନାହିଁ ମୁଁ ନିଛାଟିଆ ତମ ପ୍ରେମ ପାଇଁ ଢେର୍ ଲମ୍ବା ଧାଡ଼ି ବିରହ ବେଳକୁ ମୁଁ…

ଗପ ସବୁଠି ଥାଏ, ଲେଖିପାରିଲେ ହେଲା: ଅଧ୍ୟାପକ ବିଶ୍ୱରଂଜନ

ବିଦ୍ୟାଧର ପଣ୍ଡାଙ୍କ ‘ପ୍ରଥମ ପ୍ରେମ’ ଓ ‘ତଲାସ’ ଲୋକାର୍ପିତ ଭୁବନେଶ୍ୱର ୭/୯: ଗପ ସବୁଠି ଥାଏ, ଦେଖିପାରିଲେ ହେଲା, ଲେଖିପାରିଲେ ହେଲା । ତୂଳୀତଳ୍ପ ଶଯ୍ୟାରେ ଶୋଇ, ଗଗନଶ୍ଚୁମ୍ଭୀ ପ୍ରାସାଦରେ ବସି କବିତା ଲେଖାଯାଇପାରେ, ମାତ୍ର ଗଳ୍ପ ନୁହେଁ। ଗଳ୍ପ ଲେଖିବା ପାଇଁ ଜୀବନର ସୁଖ-ଦୁଃଖ,…

ପ୍ରତିଭା ରାୟଙ୍କ ନୂଆ ଉପନ୍ୟାସ ‘ପ୍ରାପ୍ତେଷୁ ପୃଥିବୀ’ : କିଏ ପ୍ରେରକ? କିଏ ପ୍ରାପକ?

ଭୁବନେଶ୍ୱର: ରବିବାର ସଂଧ୍ୟା । ବାହାରେ ବେହେଲା ବଜାଉଥିଲା ବର୍ଷା । ପୋଲିସ ଭବନର ଭବ୍ୟ ପ୍ରେକ୍ଷାଳୟରେ ଲାଗିଥିଲା ଭିଡ଼ । ଓଡ଼ିଶାର ନାମୀଦାମୀ ଦିଗ୍‍ଗଜ ଲେଖକ-ଲେଖିକା ଖୁନ୍ଦି ହେଇଥିଲେ ହଲ୍‍ ସାରା । ଏପରି ଏକ ସଂଭ୍ରାନ୍ତ ଓ ସଲଜ୍ଜ ପରିବେଶରେ ଲୋକାର୍ପିତ ହେବାକୁ ଥିଲା ଜ୍ଞାନପୀଠ ବିଜୟିନୀ…

ମନୋଇ ଝିଅ

ମନୋଇ ଝିଅ ବିଜୟଲକ୍ଷ୍ମୀ ନାୟକ ଝିଅ ଥରେ ବାଲିଘର ତୋଳୁଥିଲା ତା'ର ଦୁଇ ପାପୁଲିରେ ଯୋଡି ଦେଉଥିଲା ତା ସମୟ ମିଶେଇ ଦେଉଥିଲା ବାଲିରେ ତା ଠପଠପ୍ ଝାଳ ପୁଣି ଭାଙ୍ଗି ଦେଉଥିଲା ଥରକୁଥର । ଘରକୁ ଫେରିଗଲା ବେଳେ ମୁଣ୍ଡରେ ନେଇ ଯାଉଥିଲା ପରସ୍ତେ ବାଲି ତାକୁ ଝାଡିଦେଇ ପୁଣି ଝିଅ…