Latest Odisha News

BREAKING NEWS

Browsing Category

ସାହିତ୍ୟ

ଅଜାତି

ଅଜାତି ବିଶ୍ୱନାଥ ସାହୁ ମୁଁ ଏତେ ଅଭାଗା ଯେ ମୋ ଅବକ୍ଷୟକୁ ବି ଦୁନିଆଁ ଉପଭୋଗ କରେ । ଈଶ୍ୱରଙ୍କୁ ଉପସର୍ଗରେ ରଖି ମତେ ଅହରହ ଚେତାଇଦିଆଯାଏ ନା ତୁ ଦେଶର ନା ପୃଥିବୀର । ଛି' କଲେ କ'ଣ ହେବ ? ତୁମର ଯେତେକ ବର୍ଜ୍ୟବସ୍ତୁ ଆମ ରକ୍ତକଣିକାରେ ଜମାଟ ବାନ୍ଧି ବସିଛି । କପାଳରେ…

ସ୍କେଚ୍

ସ୍କେଚ୍ ଶରତଚନ୍ଦ୍ର ଆଚାର୍ଯ୍ୟ ଅନେକ ଅଙ୍କାବଙ୍କା, ମୋଟା-ସରୁ ପେନସିଲ ଗାରରେ ଜୀବନ୍ୟାସ ମିଳିଛି ଯେ କୋଉ ଭାଗ୍ୟର ପୁଣ୍ୟଫଳ ଭୋଗ କରୁଛି । ଟଂଗାହୋଇ ରହିଛି କାନ୍ଥରେ ସାମ୍ନାରେ ମୋର ଜୀବନ୍ତ ଚିତ୍ରମାନେ କେତେ ଠାଣି, ଭଙ୍ଗିରେ ଆକଳନ କରୁଛନ୍ତି ମୋ ମୂଲ୍ୟ । ମୂଲ୍ୟାୟନ ମୋ…

ସାହିତ୍ୟ ଅକାଦେମି: ଗୋପନୀୟତାର ଗଣ୍ଠି ଫିଟିଲା

ଦୁଃଖ ପ୍ରକାଶ କରି ଚୂଡ଼ାନ୍ତ ପର୍ଯ୍ୟାୟ ପୁସ୍ତକ ତାଲିକା ଘୋଷଣା କଲେ କେନ୍ଦ୍ର ସାହିତ୍ୟ ଅକାଦେମି ଏଥର "ବାଲ୍‍ ସାହିତ୍ୟ'ରେ ଥିଲା ୪ଟି ଓ "ଯୁବ ସାହିତ୍ୟ'ରେ ୯ଟି ବହି ଭୁବନେଶ୍ୱର: ଶେଷରେ ଗୋପନୀୟତାର ଗଣ୍ଠି ଫିଟିଲା । କେନ୍ଦ୍ର ସାହିତ୍ୟ ଅକାଦେମି ‘ବାଲ୍‍ ସାହିତ୍ୟ ପୁରସ୍କାର’ ଓ ‘ଯୁବ…

କବିବର ରାଧାନାଥ ରାୟ ବନାମ କ୍ରାନ୍ତିକାରୀ ଅନ୍ନପୂର୍ଣ୍ଣା ଦେବୀ

କବିବର ରାଧାନାଥ ରାୟ ବନାମ କ୍ରାନ୍ତିକାରୀ ଅନ୍ନପୂର୍ଣ୍ଣା ଦେବୀ  କେଦାର ମିଶ୍ର  ଇତିହାସ ବିଷୟରେ ଲେଖିବାର ଗୋଟେ ଅଲଗା ମଜା ଅଛି। ଇତିହାସର ଗତିପଥ ବଡ ଜଟିଳ। ଅନେକ ସମୟରେ ଲାଗେ ରାସ୍ତା ସରିଯାଇଛି, ହେଲେ ସେହିଠୁ ହିଁ ନୂଆ ଏକ ରାସ୍ତା ଆରମ୍ଭ ହୁଏ। ଗତ ଶୁକ୍ରବାର ଯେତେବେଳେ ମୁଁ…

ଛାଡ଼ଖାଇ

ଛାଡ଼ଖାଇ ବିଦ୍ୟାଧର ପଣ୍ଡା ଛାଡ଼ଖାଇ ଦିନକୁ ଭୁଆଁଭାଇ ଚାରିପେଟି ମିଲିଟାରି ଥ୍ରୀ ଏକ୍ସ ରମ କାର୍ଟୁନ ଯୋଗାଡ଼ କରି ତିନିମାସ ହେଲା ଜଗିଥିଲା । ଶନିବାର ପଡ଼ିଗଲା ବୋଲି ମନମାରି ଦାଣ୍ଡପିଣ୍ଡାରେ ଏକାଏକା ବସି କ’ଣ ଗୁଡ଼ାଏ ଭାବୁଛି । ଉଦାସ ଚେହେରା । ଶନିବାରଟିକୁ ସିଏ କୋଡ଼ିଏ ବର୍ଷ ହେବ…

ଜାତକ

ଜାତକ ବିପିନ ନାୟକ ଏବେ ଆଦର ନୁହେଁ ଅବଜ୍ଞାର କଠୋରତାରୁ ଜନ୍ମ ନେଉଛି ମୁଁ ରାତି ରିକ୍ତତା ସ୍ଵେଦ ଫୁଲ ପରି ପାପମାନଙ୍କୁ କାକର ଖିଅକରେ ଗୁନ୍ଥୁଚି ଯେ ଗୁନ୍ଥୁଚି କାଳେ ସୁଗନ୍ଧିତ ହେବ ସମୟ, ଝଲସିଯିବ ଶବ୍ଦ ମୁହୁର୍ତ୍ତେ ଅକ୍ଷରର ମୁହଁରୁ ଫିଟି ପଡିବ ମେଘ ମହୁ ଗୁଞ୍ଜନ,…

ଟ୍ରାଉମା

ଟ୍ରାଉମା ସୌମ୍ୟା ମହାପାତ୍ର ଦେହ ସାରା ମୋର କଣ୍ଟା ଭର୍ତ୍ତି, ରକ୍ତ ଝରୁଛି ଟୋପେ ଟୋପେ ଆୟୁଷର ଅବଧିର ହିସାବ କିତାବ ଚାଲିଛି ଡାକ୍ତରଙ୍କ ଶୀତତାପ ନିୟନ୍ତ୍ରିତ ନିବୁଜ କୋଠରିରେ ଆତ୍ମୀୟଙ୍କ ସହ । ଅପରେସନ୍ ପାଇଁ ଇନସୁରାନସ୍ ଆଉ ବିନା ଇନସୁରାନସ୍ର କେତେ ଖର୍ଚ୍ଚ ହେବ ଅଟକଳ ବି । ନିକଟ, ଦୂର…

ଆତଙ୍କ

ଆତଙ୍କ ମୂଳ ରଚନା : ଅଗ୍ନି ଶେଖର ଅନୁବାଦ : ପାରମିତା ଷଡ଼ଙ୍ଗୀ କହିଥିଲ ତୁମେ- କୁଣ୍ଡଳୀ ମାରି ବସିଛି ସେ ମୋ ଲେଖନୀ ଉପରେ ମୁଁ ବି ତୁମ କଥାରେ ଗଣ୍ଠି ବାନ୍ଧି ଦେଲି ପଢିଲିନି ଖବର କାଗଜ ଖାଲି ଫିଲ୍ମ୍ ଦେଖିଲି କହିଲି ମିଛ, ଗୁଲିଖଟି କଲି ଅଧାରୁ ଅଧିକ ବୟସ ବିତାଇଲା ପରେ ବି…

ଜାଣନ୍ତି କି, ଲେଖକ ଭଗବତୀ ଚରଣ ପାଣିଗ୍ରାହୀ ଗୋଟିଏ ସଂତ୍ରାସବାଦୀ ଗୋଷ୍ଠୀ ଗଢ଼ିଥିଲେ?

ଭଗବତୀ ଚରଣ ପାଣିଗ୍ରାହୀ (୧୯୦୮-୧୯୪୩) କ୍ଷେତ୍ର: ଭାଷା-ସାହିତ୍ୟ (ସାମ୍ୟବାଦୀ ଆନ୍ଦୋଳନ ଓ ଲେଖନ) ଗାନ୍ଧିଜୀଙ୍କ ଅହିଂସା ମାର୍ଗର ବିପରୀତ ଦିଗରେ ଯାଇ ଲେନିନ୍‍ଙ୍କ ସମାଜବାଦୀ ସ୍ୱରରେ ସ୍ୱର ମିଳେଇଥିବା ଭଗବତୀ ଚରଣ ପାଣିଗ୍ରାହୀ ଥିଲେ ଓଡ଼ିଶାରେ ସାମ୍ୟବାଦୀ ଦଳ ଓ ଚେତନାର…

ସେ କୂଳର ନାଆ

ସେ କୂଳର ନାଆ ଫଣୀନ୍ଦ୍ର ଭୂଷଣ ନନ୍ଦ ଗଛ ଡାଳରେ କାହାର ବସା ମୁଁ ଜାଣେନା ସମୟ ସୁଅରେ କିଏ ଭାସିଯାଉଛି ମୋ ସହିତ ପରିଚୟ ଅଳ୍ପ ସମୟର ସେ କାଲିର ମୁଁ ଆଜିର ମଝିରେ ବର୍ଷା ପାଣିରେ ଉନ୍ମତ୍ତ ନଈଟିଏ । ଗଛକୁ ସବୁକଥା କହିହୁଏ ଝରାପତ୍ର ପରି ଭଣିତା କରିହୁଏ ଦୁଃଖର ସୁଅ ମୁହଁରେ ପତର…