Latest Odisha News

BREAKING NEWS

Browsing Category

ସାହିତ୍ୟ

ପ୍ରୀତି ପରକୀୟା

ପ୍ରୀତି ପରକୀୟା ସୁବ୍ରତ ଜେନା କହି ହେବ ନାଇଁ କାହାକୁ ଭଲପାଇ ଆରମ୍ଭ କଲି ଲେଖା । ସେ ପ୍ରୀତି କଥା କାହିଁକି ପଚାରୁ ? ଏଇନା, ମୁଁ ଇ ତୋର ପ୍ରେମ ଆଉ ତୁ ମୋ କବିତା ! ମଶାଧୂପର ଗଂଧରେ ରାତିକୁ ଘୃଣା କରୁଥିଲାବେଳେ ତୁ ଜହ୍ନ ଆଲୁଅ ହେଇ ପିଚକିଲୁ ମୋ ଖୋଲା ଛାତରେ ଓ…

ବର୍ଷା

ବର୍ଷା ସରିତା ପୃଷ୍ଟି ଟିକେ ରହିଯା, ମୁଁ କାହିଁ କେତେ ଦିନରୁ ତୋ ଅପେକ୍ଷାରେ... ଏତେ ତରବର କାହିଁକି? ମୁଁ ମନଭରି ତୋ ଶୀତଳ ସ୍ପର୍ଶକୁ ଅନୁଭବ କରିନିଏ କିନ୍ତୁ ଏ ବିଜୁଳି? ମୁଁ ଡ଼ରିଯାଉଛି ଏକାମ୍ରରେ ଏ ଏକାକିତ୍ୱ ଭାରି ଅସହ୍ୟ ବିଜୁଳି....ଘଡ଼ଘଡ଼ି ହଠାତ୍ ତୋର ଏ କି…

ଅମ୍ବା

ଅମ୍ବା ଭାସ୍ୱତୀ ବସୁ ମୁଁ ସାଦରେ ଗ୍ରହଣ କଲି ତୁମ ଆତ୍ମହତ୍ୟାର ଦାୟ। ଯୁଦ୍ଧକ୍ଷେତ୍ରେ ଅସ୍ତ୍ରତ୍ୟାଗ କରିଥିବା ତୁମ ଅହଂକାର ଯେ କେତେ ଅସହାୟ ମୋ ଛଡ଼ା ଅଧିକ କିଏ ଜାଣିଛି? ମୁଁ ହିଁ ଜାଣିଛି ଶିଖଣ୍ଡୀ ନୁହଁ ତୁମ ପରାଜୟ କେବଳ ଅମ୍ବା ପାଖରେ। ଆଜି ବି ତୁମ ଆଗରେ ସେଇ…

ଦିଆସିଲି ବିକୁଥିବା ଝିଅଟି

ଦିଆସିଲି ବିକୁଥିବା ଝିଅଟି ମୂଳରଚନା: ହାନ୍ସ କ୍ରିଷ୍ଟିଆନ୍ ଆଣ୍ଡରସନ୍ ଅନୁସୃଜନ: କିଶୋର ପାଣିଗ୍ରାହୀ ଚାଲିଚି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କର ଜନ୍ମଦିନ ପାଳନର ଉତ୍ସବ ଗୀର୍ଜାରେ, ସାହିରେ, ବସ୍ତିରେ, ଘରେଘରେ । ରାତି ପାହିଲେ ନୂଆବର୍ଷ । ଶେଷସଂଜ, ଶେଷରାତି ଆଜି; ଏଇ ପୁରୁଣାବର୍ଷର…

ଦୁଃଖ ଦୋରସ୍ତ

ଦୁଃଖ ଦୋରସ୍ତ ରକ୍ଷକ ନାୟକ ତୁମକୁ ମନେ ପକେଇବା ବି ପାପ କହନ୍ତି ପଣ୍ଡିତମାନେ । ମନ କିନ୍ତୁ ସାର୍ବଭୌମ ନିଜେ ତିଆରି କରେ ନିଜର ନିୟମ । ଗୋଟେ ଦିନରୁ ଖରାବେଳକୁ କେମିତି ଫେଡ଼ିଦେବି, ଖରାବେଳ ହିଁ ଦିନଟାକୁ ଝାଳୁଆ କରି ଦେଇଥିଲା । ବହୁତ କଥା କହି ହୁଏନି ତେଣୁ…

ବିଶ୍ୱସ୍ତରର ଲେଖକ ହେବାକୁହେଲେ ଆମକୁ ଅନେକ ରିଜେକ୍ସନ୍ ସ୍ଲିପ୍ ଦେଇ ଯିବାକୁ ହେବ : ଜ୍ୟୋତି ନନ୍ଦ

ଜ୍ୟୋତି ନନ୍ଦ ଓଡ଼ିଆ କଥାସାହିତ୍ୟର ଅନ୍ୟତମ ବିଚକ୍ଷଣ କଥାକାର । କଥାବସ୍ତୁ ଓ ଗଳ୍ପଗଢ଼ଣରେ ଅପାରଂପରିକ ପରୀକ୍ଷାନିରୀକ୍ଷା ପାଇଁ ସେ ପାଠକମାନଙ୍କ ନିକଟରେ ଚର୍ଚ୍ଚିତ । ଗଳ୍ପ ସଂକଳନ- ପିଙ୍ଗଳ ପଞ୍ଜୁରି, ଅନ୍ଧ କାରିଗର, କାଉଁରି ହାଡ଼; ଉପନ୍ୟାସ- ପକ୍ଷୀଜନ୍ମ ଓ ପି୍ରୟ ଶତ୍ରୁ, ମାଧୁରୀ…

ନ ଲେଖିଲା ଭଳି ବହୁତ କିଛି

ନ ଲେଖିଲା ଭଳି ବହୁତ କିଛି ଶ୍ର୍ରୁତିଶିଖା ମହାପାତ୍ର ଏଠି ସେଠି ସବୁଠି ଦେଖ ସମ୍ପର୍କର ଗତିକୁ ନ ଦେଖିଲା, ନ ଜାଣିଲା ଭଳି ମର୍ମେ ମର୍ମେ ସମ୍ପର୍କ କେମିତି ବଂଚିଛି ଏଠି ମାଟି ଅଛି, ଆକାଶ ବି ଅଛି ମନର ଯନ୍ତ୍ରଣା ବି ଅଛି ନିରବଚ୍ଛିନ୍ନ ବିଦ୍ରୋହ ବି ଅଛି ଭୋଗିବାରେ ବି…

ଅବାଂଛିତାର ହାତ

ଅବାଂଛିତାର ହାତ ସୁବଳ ମହାପାତ୍ର ଆଃ...ଭିତରୁ ଭିତରୁ ହୃଦୟଟା କୋରି ହେଇଯାଉଥିଲା ତାର। ମଲାବେଳେ ହନୁ ବି ସତ କହେ, କିନ୍ତୁ କେମିତି କହିବ ସେ? ଏତେ ବର୍ଷରୁ ପାଳିଥିବା ଝିଅଟି ତାର ନୁହେଁ ବୋଲି। କେବେବି ତ ସେ ତାକୁ ଅନ୍ୟର ଛୁଆ ବୋଲି ଭାବିନି। ନିଜର ପରିଚୟ ଦେଇ ଦୁଇ ମାସରୁ ବତିଶ ବର୍ଷର…

ଅରାଏ ମାଟି

ଅରାଏ ମାଟି ସୁଷମା ଦାଶ ଓଃ… ଗୋଟିଏ ଶୂନ୍ୟତାରେ ପହଂଚିଗଲା ସେଇ କ୍ଷଣିକ ପାଇଁ। ତ୍ରିଶଙ୍କୁ ପରି ଅଧା ସ୍ଵର୍ଗରେ ଝୁଲୁଥିଲା ପରି ଲାଗିଲା। ଗୋଟିଏ ଉଦଗ୍ରୀବ ଅବସ୍ଥାରେ ଅସିତ୍ । ଆଉ ବେଶୀ କିଛି ଭାବିପାରିଲା ନାହିଁ ସେ। ଅସିତ୍ ମିର୍ଧା ଏଇ କିଛି ଦିନ ତଳେ ଜଏନ୍ କରିଥିଲା ସ୍କୁଲରେ। ଖୁବ…

ଖରା, ଖାଲି ଖରା ନୁହଁ

ଖରା, ଖାଲି ଖରା ନୁହଁ ରଂଜିତା ପଣ୍ଡା ଆଜି ଖରା ଖୁବ୍ ଖତରନାକ୍ କାଇଦାରେ ଅଟକେଇଲା ମୋ ରାସ୍ତା ପନିକିର ଧାରପରି ଚକଚକ ତା’ ମୁହଁରୁ ନିରୀହ କଥାପଦେ ଆଶା କରିବା ଥିଲା ବୃଥା । ହେଲେ ମୁଁ ବି କେଉଁ ଛାଡ଼ିଲି ତାକୁ ଟେବୁଲ୍ ପାଲଟାଇ ଦେଲି ତା’ର କପଟୀ ପାପୁଲିକୁ କହୁଣୀରେ…